Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
ପାଟଣାଗଡ଼ : ପାଟଣାଗଡ଼ରୁ କଣ୍ଟାବାଞ୍ଜି ରାସ୍ତା ସାଲେପାଲି ଛକ ନିକଟରେ ମୁଖ୍ୟ ରାସ୍ତାରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ସଲାଣ୍ଡିର ନୀଳ ଧାରୁଆ.ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ମୃତକ ନୀଳ!-->…
Read More...
Read More...
କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କର ସୁରକ୍ଷା ଉପରେ ପ୍ରଶିକ୍ଷଣ
ନବରଙ୍ଗପୁର : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ରେ ଥିବା ମହିଳା କର୍ମଚାରୀ ଙ୍କର ସୁରକ୍ଷା ଉପରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ!-->…
Read More...
Read More...
ପୁରୀରେ ୪ଜଣିଆ ଏଏସ୍ଆଇ ଟିମ୍
ପୁରୀ : ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପକୁ ଅନୁଧ୍ୟାନ କରିବା ପାଇଁ ପୁରୀରେ ପହଁଚିଲା ଏଏସଆଇର ୪ ଜଣିଆ ଟିମ । ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ ନିର୍ମାଣ କାମର ଭିଡିଓ ଗ୍ରାଫି ଓ ଡକୁମେଣ୍ଟସନ କରିଥିଲେ । ଏହା ସହ ଭର୍ଚୁଆଲ ବୈଠକରେ ଏଏସଆଇ ଡିଜିଙ୍କ ସହ!-->…
Read More...
Read More...
ଘୁଞ୍ଚିବନି ନିଟ ପିଜି ପରୀକ୍ଷା
ନୂଆଦିଲ୍ଲୀ: ନିଟ ପିଜି ପରୀକ୍ଷା ସମ୍ପର୍କରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ନିଟ ପିଜି ପରୀକ୍ଷା ଘୁଞ୍ଚାଇବାକୁ ହୋଇଥିବା ଆବେଦନକୁ ଖାରଜ କରିଦିଆଯାଇଛି । ସୁପ୍ରିମକୋର୍ଟ ଏଭଳି ଆବେଦନକୁ ଖାରଜ କରିଦେଇଛନ୍ତି ।
ଫଳରେ ପୂର୍ବ ନିର୍ଦ୍ଧାରିତ ମେ’ ୨୧ ତାରିଖରେ ହିଁ ନିଟ!-->!-->!-->…
Read More...
Read More...
ରାୟପୁରରେ ହେବ ପାଇଲଟ ଗୋପାଳକୃଷ୍ଣ ପଣ୍ଡାଙ୍କ ଶେଷକୃତ୍ୟ
ସମ୍ବଲପୁର: ଗତ ରାତିରେ ରାୟପୁରର ବିମାନ ବନ୍ଦରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ଉଭୟ ପାଇଲଟଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଏହି ମାଟିର ସନ୍ତାନ କ୍ୟାପଟେନ ଗୋପାଳକୃଷ୍ଣ ପଣ୍ଡା । ତାଙ୍କର ପୈତୃକ ଘର ହେଉଛି ଏଠାକାର ସଦର ପୁଲିସ ଥାନା ଅନ୍ତର୍ଗତ ବାହାମ ଗାଁରେ ।!-->…
Read More...
Read More...
ପ୍ରେସର କୁକର ବୋମା ଠାବ
ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ଖଞ୍ଜିଥିଲେ ୫ କିଲୋ ଓଜନର ପ୍ରେସର କୁକର ବୋମା। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଯବାନଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ କରିଥିଲେ ଏକ ବଡ଼ ଯୋଜନା। ହେଲେ ଅଳ୍ପଳେ ବର୍ତ୍ତିଲେ ସୁରକ୍ଷା ଯବାନ।
ବିଜାପୁରରେ!-->!-->!-->…
Read More...
Read More...
ହେଲିକେପ୍ଟର ଦୁର୍ଘଟଣାରେ ଓଡିଆ ପାଇଲଟଙ୍କ ମୃତ୍ୟୁ
ସମ୍ବଲପୁର: ରାୟପୁର ହେଲିକପ୍ଟର ଦୁର୍ଘଟଣାରେ ଯେଉଁ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଥିଲା, ସେମାନଙ୍କ ଭିତରୁ ଜଣେ ଓଡ଼ିଆ ବୋଲି ଜଣାଯାଇଛି। ମୃତକଙ୍କ ମଧ୍ୟରୁ ଜଣେ ପାଇଲଟ ସମ୍ବଲପୁରର ବୋଲି ଜଣାପଡ଼ିଛି। ମୃତ ପାଇଲଟ ସମ୍ବଲପୁର ଜିଲ୍ଲା ବାହାମ ଗାଁର ଗୋପାଳକୃଷ୍ଣ ପଣ୍ଡା ବୋଲି ସୂଚନା ମିଳିଛି।
Read More...
Read More...
ଘରେ ନିଆଁ ଲାଗି ମାଆ ସହ ଦୁଇ ଶିଶୁ ଜୀବନ୍ତ ଦଗ୍ଧ
ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଝାରପୋଖରୀଆ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଘରେ ରାତିରେ ଶୋଇଥିବା ବେଳେ ଘରେ ନିଆଁ ଲାଗିବାରୁ ଜଣେ ମହିଳା ଓ ତାଙ୍କର ଦୁଇ ଶିଶୁଙ୍କର ପ୍ରାଣହାନି ଘଟିଛି। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଉଞ୍ଚଗାଁ!-->…
Read More...
Read More...
ପଦୋନ୍ନତି ସହ ଜିଲ୍ଲା ସମବାୟ ସମିତି ନିବନ୍ଧକ ଦାୟିତ୍ୱରେ ହାଡ଼ିବନ୍ଧୁ ମହାକୁଡ଼
ନୟାଗଡ଼ : ନୟାଗଡ଼ ଜିଲ୍ଲା ସମବାୟ ସମିତି ସମୂହ ନିବନ୍ଧକ ଭାବେ କାର୍ଯ୍ୟରତ ବିରଜା ନନ୍ଦନ ଦାଶଙ୍କର ବଦଳି ଅନୁଗୁଳ ଜିଲ୍ଲା ଆଠମଲ୍ଲିକକୁ ହୋଇଥିବା ସୂଚନା ମିଳିଛି । ଏଥି ସହିତ ତାଙ୍କର ବଦଳରେ ଦଶପଲ୍ଲା , ଗଣିଆ ଓ ରଣପୁର ଅଞ୍ଚଳ ପାଇଁ କାର୍ଯ୍ୟରତ ଥିବା ସମବାୟ ନିରୀକ୍ଷକ ହାଡ଼ିବନ୍ଧୁ!-->…
Read More...
Read More...
ଦୁର୍ଘଟଣାରେ କନ୍ଧମାଳ ସାଂସଦଙ୍କ ପ୍ରତିନିଧିଙ୍କ ମୃତ୍ୟୁ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କାମ୍ବାଏଜୁ ଛକରେ ମୋଟରସାଇକେଲ ଦୁର୍ଘଟଣାରେ କନ୍ଧମାଳ ସାଂସଦଙ୍କ ଦାରିଙ୍ଗବାଡ଼ି ବ୍ଲକ ପ୍ରତିନିଧି କ୍ଷେତ୍ରୀବଳ ନାୟକଙ୍କ ମୃତ୍ୟୁ ଘଟିଛି । ସୂଚନା ପ୍ରକାରେ ଗତକାଲି ରାତିରେ କ୍ଷେତ୍ରୀବଳ ନାୟକ ନିଜ ଘର ପାଙ୍ଗାଲି ଗ୍ରାମକୁ!-->…
Read More...
Read More...