Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରୟ ଦୋକାନମାନଙ୍କରେ ଚଢ଼ାଉ
ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ତମାଖୁ ଜାତୀୟ ଦ୍ରବ୍ୟର ବିକ୍ରୟ ଓ ବ୍ୟବହାର ନିଷେଧ ପାଇଁ ଦୋକାନମାନଙ୍କରେ ଏକ ଟିମ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ ୩୨ ଟି ଦୋକାନ ମଧ୍ୟରୁ ୨୦ ଟି ଦୋକାନରୁ ମୋଟ ୨୩୭୦ ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଇଥିଲା । ଏହି!-->…
Read More...
Read More...
ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ଆମ୍ବୁଲାନ୍ସକୁ ଲୋକାର୍ପିତ କଲେ ଜିଲ୍ଲାପାଳ
ପାରଳାଖେମୁଣ୍ଡି, : ସ୍ୱାସ୍ଥ୍ୟସେବା ଦିଗରେ ସହଯୋଗର ହାତ ବଢ଼ାଇଛି ଆଇସିଆଇସିଆଇ ବ୍ୟାଙ୍କ । ଆଇସିଆଇସିଆଇ ବ୍ୟାଙ୍କ ଫାଉଣ୍ଡେସନ ତରଫରୁ ଜିଲ୍ଲା ପ୍ରଶାସନକୁ ଯୋଗାଇ ଦିଆଯାଇଥିବା ଆମ୍ବୁଲାନ୍ସର ଆଜି ଲୋକାର୍ପିତ କରିଛନ୍ତି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା । ଆଜି ଏନେଇ ଏକ ସ୍ୱତନ୍ତ୍ର!-->…
Read More...
Read More...
ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ସମ୍ମିଳନୀ ଗୃହରେ ଆସନ୍ତା ଜୁଲାଇ ୧ ତାରିଖ ଦିନ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ନିମନ୍ତେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ!-->…
Read More...
Read More...
ଗନ୍ଧରାଡି ଲୋକକଳା ମହୋତ୍ସବ-୨୦୨୨ ପାଇଁ ୧୬ରେ ଶୁଭ ଖମ୍ବ ସ୍ଥାପନ
ଜହ୍ନାପଙ୍କ:ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଚାରିଶମ୍ଭୁଠାରେ ଆସନ୍ତା ଜୁନ ପ୍ରଥମ ସପ୍ତାହରେ ଆରମ୍ଭ ହେବାକୁ ଥିବା ଗନ୍ଧରାଡି ମହୋତ୍ସବ ୨୦୨୨ ପାଇଁ ଶୁଭ ଖମ୍ବ ସ୍ଥାପନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଗନ୍ଧରାଡି ଲୋକକଳା ମହୋତ୍ସବ କମିଟିର ସଭାପତି ଏସଡି ଅଶୋକ ସାହୁଙ୍କ!-->…
Read More...
Read More...
ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ବିବାହ ସହାୟତା
ସମ୍ବଲପୁର: ଆଜି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଅନାଥ ମହିଳା ଏବଂ ପୁରୁଷଙ୍କୁ ବିବାହ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ଆଜି ଯୁବ ଅନାଥ ମହିଳାଙ୍କୁ ସେମାନଙ୍କ ବାହାଘର ନିମନ୍ତେ ପ୍ରତ୍ୟେକଙ୍କୁ ୫୦ ହଜାର ଏବଂ ଜଣେ ଯୁବ ପୁରୁଷଙ୍କୁ ୪୦ ହଜାର ଟଙ୍କାର ସହାୟତା ରାଶି!-->…
Read More...
Read More...
ଜୀବନ ଯୁଦ୍ଧରେ ହାରିଗଲେ ଜୀବନଜ୍ୟୋତି !
ଦଶପଲ୍ଲା : -ଜୀବନଯୁଦ୍ଧରେ ହାରିଗଲେ ନୟାଗଡ଼ ଜିଲ୍ଲା ଗଣିଆଁ ବ୍ଲକ୍ ଜଗନ୍ନାଥ ପ୍ରସାଦ ଗ୍ରାମର ସୁଦର୍ଶନ ଶତପଥୀଙ୍କ ଉଚ୍ଚ ଶିକ୍ଷିତ ପୁଅ ଜୀବନଜ୍ୟୋତି ଶତପଥୀ । ମୃତ ଜୀବନଜ୍ୟୋତି ଅତ୍ୟନ୍ତ ଗରିବ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିବାବେଳେ, ତାଙ୍କ ପିତା ଏକ ସାଇକେଲ ମରାମତି ଦୋକାନ କରି!-->…
Read More...
Read More...
କାଠ ଫାଳିଆରେ ସ୍ତ୍ରୀକୁ ମାରିଲା, ନିଜେ ବିଷ ପିଇଲା ମଦ୍ୟପ ସ୍ୱାମୀ
ପାଟଣାଗଡ଼ : ଲରମ୍ଭା ଥାନା ଖୁଣ୍ଟସମଲେଇ ଗାଁରେ ମଦ୍ୟପ ସ୍ୱାମୀ ଘାଷି ତଅଁଲାର କାଠ ଫାଳିଆ ଚୋଟରେ ସ୍ତ୍ରୀ କୁନ୍ତୀ ତଅଁଲାର ମୃତ୍ୟୁ ହୋଇଥିବା ବେଳଏ ପରେ ସ୍ୱାମୀ ଘାଷି ବିଷ ପିଇ ଆତ୍ମହତ୍ୟା କରିଥିବା ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଘାଷି ତଅଁଲା ପ୍ରତିଦିନ ମଦପିଇ!-->…
Read More...
Read More...
ରାଜୀବ କୁମାର ନୂଆ ମୁଖ୍ୟ ନିର୍ବାଚନ କମିଶନର
ନୂଆଦିଲ୍ଲୀ ୧୨/୦୫ : ଦେଶର ନୂଆ ନିର୍ବାଚନ ଆୟୁକ୍ତ ହେଲେ ରାଜୀବ କୁମାର । ୧୫ ମେରେ ସମ୍ଭାଳିବେ କାର୍ଯ୍ୟଭାର । ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ରାଜୀବ କୁମାର ନୀତି ଆୟୋଗର ଉପାଧ୍ୟକ୍ଷ ରହିଥିଲେ । କିଛି ବର୍ଷ ଧରି ସେ ଏହି ପଦବୀରେ ରହିଆସୁଥିଲେ । ରାଜୀବ କୁମାର ନୀତି ଆୟୋଗଙ୍କ!-->…
Read More...
Read More...
ପାରଳାରେ ଶ୍ରୀମୁତ୍ୟାଲୁ ମା’ଙ୍କ ଘଟଯାତ୍ରା
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ୱାର୍ଡ ନମ୍ବର ୨ରେ ଶ୍ରୀମୁତ୍ୟାଲୁ ମାଙ୍କ ଘଟଯାତ୍ରା ପର୍ବ ପାଳନ ହୋଇଯାଇଛି । ଏହି ପର୍ବ ଚଳିତ ୯ ତାରିଖଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରତିଦିନ ସନ୍ଧ୍ୟା ୭ ଟାରୁ ଏଗାରଟା ପର୍ଯ୍ୟନ୍ତ ମାଆଙ୍କ ଘଟ ନଗର ପରିକ୍ରମା!-->…
Read More...
Read More...
ମାଉସୀ ବାହାଘରକୁ ଯାଇ ଦୁଷ୍କର୍ମର ଶିକାର ହେଲେ ନାବାଳିକା, ୨ ଗିରଫ
ଦଶପଲ୍ଲା : ମାଉସୀର ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିବା ୧୧ ବର୍ଷିୟା ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ବାଜା ବଜାଇବାକୁ ଆସିଥିବା ୨ଜଣ ବାଜାବାଲା ଏଭଳି ଜଂଘନ୍ୟକାଣ୍ଡ କରିଥିବା ଅଭିଯୋଗ ହୋଇଛି । ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ଅଞ୍ଚଳର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ!-->…
Read More...
Read More...