Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୨ ବର୍ଷ ପରେ ଖୋଲିବ ଡ୍ୟାନ୍ସ ବାର୍
ଭୁବନେଶ୍ୱର: ପୁଣି ଥରେ ଚଳଚଞ୍ଚଳ ହେବ ଡ୍ୟାନ୍ସ ବାର୍ । ବାର୍ ଗାର୍ଲଙ୍କ ନାଚ ଗୀତରେ ରଙ୍ଗୀନ୍ ହେବ ରାଜଧାନୀର ରାତି । ମଦର ଆସର ସହ ଜମିବ ନାଚଗୀତ । ଦୀର୍ଘ ୨ ବର୍ଷ ହେଲା ଡ୍ୟାନସ ବାର୍ ଉପରେ ଲାଗୁ ହୋଇଥିବା କଟକଣାକୁ ଶେଷରେ ଉଠାଇ କୋହଳ କରାଯାଇଛି। ଅବକାରୀ ବିଭାଗ ଅନୁମତି ଦେଇଥିଲେ ବି!-->…
Read More...
Read More...
ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦର କାର୍ଯ୍ୟାଳୟ ଉଦଘାଟିତ
ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକରେ ଅବସ୍ଥିତ ପବିତ୍ର ଶୈବପୀଠ ହରିଶଙ୍କରଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦର କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ସ୍ୱାମୀ ସୋମବେଶ ସରସ୍ୱତୀ ପୂଜା ପାଠ କରିବା ସହ ଉଦଘାଟନ କରିଥିଲେ ।!-->…
Read More...
Read More...
ପୋଲ ତଳକୁ ଖସିଲା ବାଇକ, ଚାଳକ ଗୁରୁତର
ପାଟଣାଗଡ: ବଲାଙ୍ଗିର ଜିଲା ପାଟଣାଗଡ ଉପଖଣ୍ଡ ଧୂମାଭଟାରୁ ପାଟଣାଗଡ଼ ଯିବା ରାସ୍ତାରେ ଘୁମପାଲି ଛକଠାରେ ଜଣେ ବାଇକ୍ ଚାଲକ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡି ଗୁରୁତର ଆହତ ହୋଇଛନ୍ତି । ଆହତ ବାଇକ୍ ଚାଳକ ଜଣକ ହେଲେ ଖପ୍ରାଖୋଲ ଥାନା ବେନକେରା ଗ୍ରାମର ସୁଶାନ୍ତ ସାହୁ (୪୨) । ବାଇକ୍!-->…
Read More...
Read More...
ଏଣିକି ସ୍କୁଲ ପିଲା ପଢ଼ିବେ ବିପର୍ଯ୍ୟୟ ପରିଚାଳନା
ଭୁବନେଶ୍ୱର: ଏଣିକି ସ୍କୁଲ ପିଲା ପଢ଼ିବେ ବିପର୍ଯ୍ୟୟ ପରିଚାଳନା । ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ ୨୦୨୩ରୁ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବିପର୍ଯ୍ୟୟ ପରିଚାଳନା କୋର୍ସ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତା’ର ପାଠ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି । ୨୦୨୩ ପାଇଁ ଯେଉଁ ବହି ପ୍ରିଣ୍ଟ ହେଉଛି,!-->…
Read More...
Read More...
ସିଜ୍ ହେଲା ପୂର୍ବତନ ବିଧାୟକ ଜିତେନ୍ଦ୍ର ନାଥ ପଟ୍ଟନାୟକ ସମ୍ପତ୍ତି
ଖୋର୍ଦ୍ଧା: ସିଜ୍ ହେଲା ଖଣି ମାଲିକ ଜିତେନ୍ଦ୍ର ନାଥ ପଟ୍ଟନାୟକ ସମ୍ପତ୍ତି । ଇଡିର ଚଢ଼ାଉରେ ୧୩୩ କୋଟିର ଫିକ୍ସ ଡିପୋଜିଟ୍ ସିଜ୍ ହୋଇଥିବାବେଳେ ୬୯ ଲକ୍ଷ ଟଙ୍କା ଜବତ କରିଥିଲା ଇଡି । ଏହି ସବୁ ସମ୍ପତ୍ତିକୁ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସୂଚନା ଅନୁସାରେ ବେଆଇନ ଖଣି!-->…
Read More...
Read More...
ରାଜଧାନୀରେ ଏନକାଉଣ୍ଟର
ଭୁବନେଶ୍ୱର : ଭୁବନେଶ୍ୱର ଏନକାଉଣ୍ଟରରେ ଗୁରୁତର ଆହତ କୁଖ୍ୟାତ ଅପରାଧୀ ଚକରା ବାରିକକୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଚକରାର ଡାହାଣ ପଟ ଗୋଡ଼ରେ ଗୁଳି ବାଜିଛି। ଚକରା ବାରିକକୁ କାଜୁଆଲଟିରୁ ସର୍ଜରି ୱାର୍ଡକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି।
Read More...
Read More...
ଶ୍ରୀମନ୍ଦିର ସୁରକ୍ଷା ପାଇଁ ସୁପ୍ରିମକୋର୍ଟରେ ହେବ ଲଢେଇ
ଭୁବନେଶ୍ୱର :ଶ୍ରୀମନ୍ଦିର ପ୍ରତି ବିପଦ ରହିଛି । ଏଣୁ ପରିକ୍ରମା ପ୍ରକଳ୍ପରେ ଚାଲିଥିବା ଅବୈଧ କାର୍ଯ୍ୟ ତୁରନ୍ତ ବନ୍ଦ କରାଯାଉ ନଚେତ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏହାର ସଂଯୋଜକ ବିନୟ ଭୂୟାଁ । ଉଲ୍ଲେଖ୍ୟଯେ ଏହାକୁ!-->…
Read More...
Read More...
ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୨ ଆହତ
ଘୁ. ଉଦୟଗିରି:- କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି କାନବାଗିରି ଗ୍ରାମ ମୁଖ୍ୟ ସଡ଼କ ନିକଟରେ ପଲସର ବାଇକ୍ ଓ ସ୍କୁଟି ମଧ୍ୟରେ ଧକ୍କା ହୋଇଛି । ଏଥିରେ ସ୍କୁଟି ଚାଳକ ସୁମିତ କୁମାର ନାୟକ(୨୦)ଙ୍କ ମୃତ୍ୟୁ ହୋଇଥିବା ବେଳେ ଦିବାକର ପ୍ରଧାନ(୩୮) ଓ ପଲସର ଚାଳକ ଅନୁପ କୁମାର ନାୟକ(୩୨) ଆହତ ହୋଇଥିବା!-->…
Read More...
Read More...
ପୁରୀ ଜିଲ୍ଲାପାଳଙ୍କ ନାମରେ ମାମଲା ରୁଜୁ ପାଇଁ ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶ
ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ବେଆଇନ ମାମଲାରେ ପୁରୀ ଜିଲାପାଳ, ଟାଟା କମ୍ପାନୀ ଓ ରାଜ୍ୟ ସେତୁ ନିର୍ମାଣ ନିଗମ ତଥା ଓବିସିସି ବିରୋଧରେ ପୁରୀ ସିଂହଦ୍ୱାର ଥାନା ଏତଲା ରୁଜୁ ପାଇଁ ପୁରୀ ଏସଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମନ୍ଦିର ଚାରିପଟେ ବେଆଇନ ନିର୍ମାଣ!-->…
Read More...
Read More...
ଥମୁନି ଦାଦନ ଦୁଃଖ : ଶ୍ରମିକ ହୋଇ ଯାଇଥିଲେ, ଶବ ହୋଇ ଫେରିଲେ
ପାଟଣାଗଡ଼ : ଥମୁନି ଦାଦନ ଦୁଃଖ । ୨୪ଘଣ୍ଟା ନ ପୁରୁଣୁ ବେଲପଡ଼ା ବ୍ଲକ ଖଲଖଲି ଗାଁର ଶବ ପହଞ୍ଚିଲା । ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ଖଲଖଲି ଗାଁର ଜଗଦିଶ ମାଝୀ ।(୪୦) ଙ୍କ ୱାରଙ୍ଗଲକୁ ଦାଦନ ଖଟିବାକୁ ଯାଇଥିଲେ । ତେବେ ସେଠାରେ ସେ ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କର!-->…
Read More...
Read More...