Browsing Category

ରାଜ୍ୟ

ଦଶପଲ୍ଲା ଗ୍ରାମାଞ୍ଚଳରେ ସକ୍ରିୟ କେନ୍ଦୁପତ୍ର ମାଫିଆ

ଦଶପଲ୍ଲା : ଯେଉଁ କେନ୍ଦୁପତ୍ର ପାଇଁ ଭାରତ ମାନଚିତ୍ରରେ ଓଡିଶା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା, ଯେଉଁ କେନ୍ଦୁପତ୍ର ଲାଭାଂଶରେ ଓଡିଶାର ଅର୍ଥନୈତିକ ପ୍ରଗତି ତ୍ୱରାନ୍ୱିତ ହେଉଥିଲା, ସେହି କେନ୍ଦୁପତ୍ର ଉପରେ ଏବେ ଦୃଷ୍ଟି ପଡିଛି ମାଫିଆ ମାନଙ୍କର । ଏ ବର୍ଷ ପାଗ ଅନୁକୁଳ ଥିବାରୁ…
Read More...

ସୋନପୁରରେ ବେନିୟମ ବାଲି ଚାଲାଣ, ୫୮ହଜାର ଟଙ୍କା ଜରିମାନା ଆଦାୟ

ସୁବର୍ଣ୍ଣପୁର : ଆଜି ସୋନପୁର-ମନମୁଣ୍ଡା ବ୍ରିଜ ତଳ ତେଲ ନଦୀରୁ ୬ ଗୋଟି ଟ୍ରାକ୍ଟରକୁ ବେନିୟମ ବାଲି ଚାଲାଣ କରୁଥିବା ସମୟରେ ସୋନପୁର ତହସିଲଦାର ନବୀନ କିଶୋର ପାଢ଼ୀଙ୍କ ତତ୍ତ୍ୱାବଧାନରେ, ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମେହେର, ଆରଆଇ ସୁଧୀର ପାଣ୍ଡିଆ, ଏଆରଆଇ ସଞ୍ଜୟ ଭୋଇ, ଅମିନ…
Read More...

ଘୁ ଉଦୟଗିରି ବ୍ଲକ ପ୍ରେକ୍ଷାଳୟରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଘୁ ଉଦୟଗିରି :ଦୀର୍ଘ ବର୍ଷ ପରେ ଘୁ.ଉଦୟଗିରି ବ୍ଲକ ପରିସରରେ ଥିବା ପ୍ରେକ୍ଷାଳୟରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଡ଼ଃ.ବୃନ୍ଧା ଡି, କନ୍ଧମାଳ ଏସପି ଶ୍ରୀ ଭିନିତ୍‌ ଅଗ୍ରୱାଲ ପିଡି ପିଆରଡିଏ…
Read More...

ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର : ଆଉ ନାହାନ୍ତି ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକ । ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ଗତକାଲି ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…
Read More...

ଚତୁର୍ଥ ଏନଟିପିସି ଜାତୀୟ ତୀରନ୍ଦାଜ ଚାଂପିଆନସିପରେ ବୌଦ୍ଧର ପ୍ରତିନିଧିତ୍ୱ

ବୌଦ୍ଧ,୨୩/୫: ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ରାଜମୁନ୍ଦ୍ରିଠାରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ଏନଟିପିସି କିଡ୍‌ସ (୯ବର୍ଷ ବୟସରୁ କମ୍‌) ବିଭାଗରେ ଉଭୟ ବାଳକ ଓ ବାଳିକା ବର୍ଗରେ ଓଙ୍ଗିଶାର ମୋଟ ୬ଜଣ ଖେଳାଳୀ ପ୍ରତିନିଧିତ୍ୱ କରୁଥିବାବେଳେ ତନ୍ମଧ୍ୟରୁ ବୌଦ୍ଧ କେନ୍ଦ୍ରୀୟ…
Read More...

ଚାଷୀଙ୍କୁ ମଟର ପମ୍ପ୍‌ସେଟ ପ୍ରଦାନ

ଗଜପତି,୨୩/୫- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଆଦିବାସୀ ପ୍ରକଳ୍ପ ସଂସ୍ଥାର ମିଶନ ଜୀବିକା ପକ୍ଷରୁ ଆର.ଉଦୟଗିରି ବ୍ଳକ ଓ ନୂଆଗଡ଼ ବ୍ଲକର ୫୨ ଜଣ ଚାଷୀଙ୍କୁ ମଟର ପମ୍ପ୍‌ସେଟ ପ୍ରଦାନ କରାଯାଇଛି । ଏହାଦ୍ୱାରା ଚାଷୀଙ୍କ କ୍ଷେତକୁ ଜଳସେଚନ ସୁବିଧାରେ ହୋଇପାରିବ । ଫସଲ ଉତ୍ପାଦନ…
Read More...

ଆମ୍ବଝରୀ ପଂଚାୟତରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ବୌଦ୍ଧ/ଜହ୍ନ ।ପଙ୍କ,୨୩/୫: ବୌଦ୍ଧ ବ୍ଳକ ଆମ୍ବଝରୀ ପଂଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି…
Read More...

ପୋଲିସର ନିଷ୍କ୍ରିୟତା ଦାବିରେ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଥାନା ଘେରାଉ, ଧାରଣା ସ୍ଥଳରେ ୪ଜଣ ଅସୁସ୍ଥ

ପାଟଣାଗଡ଼: ପାଟଣାଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କୁ ହତ୍ୟା ଘଟଣା ଦୀର୍ଘ ୧୭ ଦିନ ବିତିଯାଇଥିଲେ ବି ପୋଲିସର ହତ୍ୟାକାରୀକୁ ଗିରଫ କରିବା ସହ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପୋଲିସ ନିଷ୍କ୍ରିୟତା ଅପାରଗତା ଯୋଗୁ ଯନ୍ତ୍ରୀଙ୍କ ହତ୍ୟାକାରୀଙ୍କୁ ଗିରଫ କରିବାରେ ବିଫଳ ହୋଇଛି ।…
Read More...

ଜନ ଅଭିଯୋଗ ଶୁଣାଣି ଏବଂ ଗ୍ରାମ୍ୟମୁଖୀ ପ୍ରଶାସନ ଶିବିର

ଗଜପତି,୨୩/୫- ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଶୋବରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନ ଅଭିଯୋଗ ଶୁଣାଣି ଏବଂ ଗ୍ରାମ୍ୟ ମୁଖୀ ପ୍ରଶାସନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜୟରାମ ଶତପଥୀ,…
Read More...

ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଉଲୁଣ୍ଡା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ…
Read More...