Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଲକ୍ଷେ ଟଙ୍କା ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଫରେଷ୍ଟର
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଫରେଷ୍ଟର ହରିହର ସ୍ୱାଇଁ । ୧ ଲକ୍ଷ ୩୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଫରେଷ୍ଟର ହରିହର ସ୍ୱାଇଁଙ୍କୁ ଜାବୁଡି ଧରିଲା ଭିଜିଲାନ୍ସ ଟିମ୍। ବଲାଙ୍ଗୀର ଭିଜିଲାନ୍ସ ଡିଏସପିଙ୍କ ନେତୃତରେ ଭିଜିଲାନ୍ସ ଟିମ ଆସି ଫରେଷ୍ଟରଙ୍କୁ!-->…
Read More...
Read More...
ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟର ହେବ ନବକଳେବର
ଭୁବନେଶ୍ୱର : ଓଡିଶାର ବୈଷୟିକ ଶିକ୍ଷା କ୍ଷେତ୍ରର ଅଗ୍ରଣୀ ଅନୁଷ୍ଠାନ ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟ(OUTR)ର ହେବ ନବକଳେବର । ପୂର୍ବରୁ ଏହା କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ବା CET ଭାବେ ପରିଚିତ ଥିଲା। ଭିତ୍ତିଭୂମି ଠାରୁ ଆରମ୍ଭ କରି ମାନବ ସମ୍ବଳର ବିକାଶ!-->…
Read More...
Read More...
୩୨ ପ୍ରହର ନାମଯଜ୍ଞ ନିମନ୍ତେ କଳସ ଯାତ୍ରା
ଘୁ.ଉଦୟଗିରି: ଘୁ. ଉଦୟଗିରି ବ୍ଲକ ଅଧିନସ୍ଥ ମାଲିକା ପଡ଼ି ପଞ୍ଚାୟତ ପାଙ୍ଗାନାଜୁ ଗ୍ରାମ ଠାରେ ୪୧ ତମ ବାର୍ଷିକ ୩୨ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଛି । କମିଟି ସଭାପତି କାଭେନ ପ୍ରଧାନଙ୍କ ନେତୃତ୍ୱ ଓ ଉପ ସଭାପତି ଅଜିତ କୁମାର ପ୍ରଧାନ ଓ ଯଜ୍ଞ ପରିଚାଳକ ବାହନ ପ୍ରଧାନଙ୍କ ସହଯୋଗରେ!-->…
Read More...
Read More...
ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର
ସୁବର୍ଣ୍ଣପୁର: ବିଶ୍ୱ ରେଡକ୍ରସ ଦିବସ ଉପଲକ୍ଷେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବଜରଙ୍ଗ କଲ୍ୟାଣ ମଣ୍ଡପଠାରେ ସତ୍ୟସାଇ ସେବା ସଂଗଠନ ତରଫରୁ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ରକ୍ତଦାନ ଶିବିର ଅମୃତ ବିନ୍ଦୁ ଅନୁଷ୍ଠିତ ହୋଇଥିଲା ।ଉକ୍ତ ଶିବିରକୁ ସତ୍ୟସାଇ ସେବା ସମିତିର!-->…
Read More...
Read More...
ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ବିକଳଚିତ୍ର, ୫ଶ୍ରେଣୀକୁ ୨ ଶିକ୍ଷକ ଓ ୨ଟି ଶ୍ରେଣୀଗୃହ
ଘୁ.ଉଦୟଗିରି,୧୦/୫: ସରକାରଙ୍କ ବିଚିତ୍ର ଶିକ୍ଷା ବ୍ୟବସ୍ଥା । ଆମ ଦେଶରେ ଶିକ୍ଷା ଆମ ମୌଳିକ ଅଧିକାର । କେନ୍ଦ୍ର ଏବଂ ରାଜ୍ୟ ସରକାର ସୁନିଶ୍ଚିତ ଶିକ୍ଷାବ୍ୟବସ୍ଥା ନିମନ୍ତେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବାସହ କୋଟିକୋଟି ଟଙ୍କା ବ୍ୟୟ କରୁଥିବାବେଳେ କନ୍ଧମାଳ ଜିଲ୍ଲାରେ ପ୍ରାଥମିକ!-->…
Read More...
Read More...
ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ
ନବରଙ୍ଗପୁର:ରାଜ୍ୟରେ ଭଜିଲାନ୍ସ ଚଢ଼ାଉକୁ ନେଇ ହଇଚଇ ସୃଷ୍ଟି ହେଉଥିବାବେଳେ, ନବରଙ୍ଗପୁର ଜିଲାରେ ଜଣେ ସରକାରୀ ବାବୁ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି । ନବରଙ୍ଗପୁର ଜଳ ବିଭାଜିକା ଓ ମୃତ୍ତିକା ସରକ୍ଷଣ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା ଦୁଇ ଲକ୍ଷ ଟଙ୍କା ନେଇ ଘରକୁ ଯାଉଥିବା!-->…
Read More...
Read More...
‘ଅସାନି’ର ପ୍ରଭାବ:ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ଅସାନି’ର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ୧୧ ତାରିଖ ସକାଳ ସାଢ଼େ ୮ଟା ଯାଏ ଓଡ଼ିଶାର ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର ଗୋଟିଏ ବା ଦୁଇଟି!-->…
Read More...
Read More...
ଗ୍ରାମାଞ୍ଚଳ ସାଂସ୍କୃତିକ ବିକାଶ ହିଁ ଭାରତୀୟ ସାଂସ୍କୃତିକ ବିକାଶର ପରିଚାୟକ : କଳାକାର ମହାସଂଘ
ଗଞ୍ଜାମ/ବ୍ରହ୍ମପୁର: କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ' ତରଫରୁ ଗଞ୍ଜାମ ଜିଲ୍ଲା କୁମାରପାଣି ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ନାମ ଯଜ୍ଞ ଅନୁଷ୍ଟନ ଅବସରରେ ହୁକୁମା ମଝିଆ ପୁଞ୍ଜା ସିଦେ୍ଧଶ୍ୱର ନାଟ୍ୟ ସଂଘ ପ୍ରଯୋଜିତ ମହାନ୍ ପୌରାଣିକ ନାଟକ!-->…
Read More...
Read More...
ସମଲେଈ ମନ୍ଦିରରେ ପୁଣି ଆରମ୍ଭ ହେଲା “ଲାଇଟ ଏଣ୍ଡ ସାଉଣ୍ଡ ଶୋ’
ସମ୍ବଲପୁର : ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଈ ମନ୍ଦିରରେ ପୁଣି ଥରେ ଆରମ୍ଭ ହେଲା ଲାଇଟ ଏଣ୍ଡ ସାଉଣ୍ଡ ଶୋ । କୋଭିଡ କଟକଣା ଯୋଗୁଁ ୧୧ ସେପ୍ଟେମ୍ବର ୨୦୨୧ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେଲାପରେ ଏହା ମହାମାରୀ କୋଭିଡ କାରଣରୁ ବନ୍ଦ କରାଯାଇଥିଲା । ସୋମବାରଠାରୁ ପୁଣି!-->…
Read More...
Read More...
ସର୍ଗିଜୁରୀ ଗ୍ରାମରେ ଜୈବିକ କୃଷି ଉପରେ କର୍ମଶାଳା
ପଦ୍ମପୁର: ବରଗଡ ଜିଲ୍ଲା ରାଜ ବୋଡାସମ୍ବର ବ୍ଲକ ଲୁହାରପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସର୍ଗିଜୁରୀ ଗ୍ରାମରେ ଜୈବିକ କୃଷିକୁ ନେଇ ତ୍ରିରଙ୍ଗା କୃଷକ ସଙ୍ଗଠନ ଦ୍ୱାରା ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ତ୍ରିରଙ୍ଗା କୃଷକ ସଙ୍ଗଠନ ସଂପାଦକ ନନ୍ଦଲାଲ ପଟେଲଙ୍କ ଆହ୍ୱାନ ଓ ସଭାପତି!-->…
Read More...
Read More...