Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜୁନ୍ ୩ରୁ ଗନ୍ଧରାଡ଼ି ଲୋକକଳା ମହୋତ୍ସବ-୨୦୨୨
ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଐତିହାସିକ ଗନ୍ଧରାଡି ପୀଠ ପ୍ରାଙ୍ଗଣରେ ଗନ୍ଧରାଡି ଲୋକକଳା ମହୋତ୍ସବ-୨୦୨୨ ପାଇଁ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ମଙ୍ଗଳବାର ଅପରାହ୍ନରେ ହୋଇଯାଇଛି । ଏହି ଉପଲକ୍ଷେ ସଭାପତି ଅଶୋକ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ!-->…
Read More...
Read More...
ତରଭା ଏନ୍ଏସି କାଉନସିଲରଙ୍କ ସ୍ୱାମୀଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲା ତରଭା ଏନ୍ଏସି ୧୦ ନମ୍ବର ୱାର୍ଡର ବିଜେଡି କାଉନସିଲର ନଳିନୀ ନାଏକଙ୍କ ସ୍ୱାମୀ ତଥା ଗଡ଼ଭିତର ଅଞ୍ଚଳର ସଞ୍ଜୀବ କୁମାର ଗୁରୁ ଓରଫ ରାଜା(୩୫)ଙ୍କୁ ଗତ ୭ତାରିଖ ଶନିବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଥିଲା । ଘଟଣାଦିନ ରାତି ପରିବାର ଲୋକେ ଘରେ ଶୋଇଥିଲା!-->…
Read More...
Read More...
କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ଅସାନି
ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ଅସାନି’ । ବାତ୍ୟା ଏବେ କାକିନାଡ଼ା ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୨୦୦ କିଲୋମିଟ ଏବଂ ବିଶାଖାପାଟ୍ଟଣମ ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୩୦୦ କିଲୋମିଟର ଦୂରରେ ରହିଛି ବାତ୍ୟା । ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ତେବେ!-->…
Read More...
Read More...
ବାତ୍ୟା ପ୍ରଭାବ, ଆଜି ରାତିରୁ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା
ପୁରୀ : ବାତ୍ୟା ଅସାନି ପ୍ରଭାବ ଆଜି ରାତିରୁ ଆସନ୍ତା ୧୨ ତାରିଖ ଯାଏ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏସଆରସି ଅଫିସରୁ ଏ ନେଇ ପୁରୀ ଜିଲାପାଳଙ୍କୁ ଅବଗତ କରାଯିବା ପରେ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ହାଇଆଲର୍ଟରେ ରହିଛି । ପୁରୀରେ ଅନେକ ପର୍ଯ୍ୟଟକ ଥିବାରୁ!-->…
Read More...
Read More...
ଗଜପତି ଜିଲ୍ଲାରେ ହକି ଖେଳର ପ୍ରଦର୍ଶନ ଅନୁଷ୍ଠିତ
ପାରଳାଖେମୁଣ୍ଡି:ଗଜପତି ଜିଲ୍ଲାର କ୍ରୀଡା ବିଭାଗ ତରଫରୁ ବିଭିନ୍ନ ଆବାସ ଆଶ୍ରମ ବିଦ୍ୟାଳୟର ଖେଳ ପଡିଆ ଠାରେ ହକି ପ୍ରଦର୍ଶନ କରାଯାଇଅଛି । ଏହି ପରିପକ୍ଷୀରେ ଗଜପତି ଜିଲ୍ଲାର ରାୟଗଡା ବ୍ଲକ ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଓଡିଶା ନାଭାଲ ଟାଟା ହକି ଏଚପିସିର!-->…
Read More...
Read More...
ବାଲିଗୁଡ଼ା ବ୍ଲକ୍ ଅଧ୍ୟକ୍ଷାଙ୍କୁ ବିଡିଓଙ୍କ ଅଣଦେଖା ଅଭିଯୋଗ,ବିଧାୟକଙ୍କ ନେତୃତ୍ୱରେ ବିଡିଓଙ୍କୁ ମିଳିମିଶି ଘେରିଲେ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ କାର୍ଯ୍ୟାଳୟରେ ବିଡିଓ ଅଧ୍ୟକ୍ଷାଙ୍କୁ ଅଣଦେଖା କରୁଥିବା ଅଭିଯୋଗରେ ବିଡ଼ିଓଙ୍କୁ ଘେରିଲେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ବ୍ଲକ୍ ଅଧ୍ୟକ୍ଷା ମିଶାବତୀ ମଳିକ, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ!-->…
Read More...
Read More...
ବାତ୍ୟାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତ, ପହଞ୍ଚିଲେ ୪ ଓଡ୍ରାଫ ଟିମ
ପୁରୀ: ବଙ୍ଗୋପ ସାଗର ଅଞ୍ଚଳରେ ସୃଷ୍ଟ ବାତ୍ୟାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଶେଷ । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଭର୍ଚ୍ୟୁଆଲ ମାଧ୍ୟମରେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ବୈଠକରେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ବ!-->…
Read More...
Read More...
ବଲାଙ୍ଗୀରରେ ହେବ ମିନି ନିଯୁକ୍ତି ମେଳା
ବଲାଙ୍ଗୀର : ଆସନ୍ତା ୧୮ତାରିଖକରେ ସରକାରୀ ଆଇଟିଆଇ, ଲର୍କିପାଲି ଠାରେ ମିନି ନିଯୁକ୍ତି ମେଳା ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ବୟନ ଶିଳ୍ପ, ସୁରକ୍ଷା, ହୋଟେଲ, ନିର୍ମାଣ ଓ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଦିର ବିଭିନ୍ନ ସଂସ୍ଥା ଯୋଗଦାନ କରି ଯୋଗ୍ୟ ଓ ଇଚ୍ଛୁକ!-->…
Read More...
Read More...
ରେଙ୍ଗାଲି ଥାନାରେ ରକ୍ତଦାନ ଶିବିର : ୧୫୦ ୟୁନିଟ ରକ୍ତ ସଂଗ୍ରହ
ସମ୍ବଲପୁର: ସ୍ଥାନୀୟ ରେଙ୍ଗାଲି ପୁଲିସ ଥାନାରେ ଆଜି ଆୟୋଜିତ ଏକ ରକ୍ତଦାନ ଶିବିରରେ ୧୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ପୁଲିସ ସୂତ୍ରରୁ ଏହି ବିଷୟରେ ପ୍ରାପ୍ତ ସୂଚନାନୁସାରେ ବର୍ତ୍ତମାନ ଖରାଦିନ ହୋଇ ଥିବାରୁ ପ୍ରାୟତଃ ସବୁ ରକ୍ତଭଣ୍ଡାରରେ ନିଅଣ୍ଟିଆ ସ୍ଥିତି ରହୁଛି, ଏଣୁ ଏହାକୁ ଭରଣା!-->…
Read More...
Read More...
ବାତ୍ୟା କ୍ରମଶଃ ଦୁର୍ବଳ ହେଉଛି : ଆଇଏମଡି ଡିଜି
ଭୁବନେଶ୍ୱର: ଭୀଷଣ ବାତ୍ୟା ‘ଅସାନି’ ସମୁଦ୍ର ମଧ୍ୟରେ ସବୁଠାରୁ ତୀବ୍ର ସ୍ତର ଅତିକ୍ରମ କରିସାରିଛି। ଏହା ଏବେ ଧିରେ ଧିରେ ଦୁର୍ବଳ ହେବ । ଏହି ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ସୂଚନା ଦେଇଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଏନେଇ ସେ କହିଛନ୍ତି, ଆଜି ସନ୍ଧ୍ୟାରେ ‘ଅସାନି’!-->…
Read More...
Read More...