Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ରଜତ କରଙ୍କ ପରଲୋକ
ଭୁବନେଶ୍ଵର: ବିଶିଷ୍ଟ ସାହିତ୍ୟିକ, ବାଗ୍ମୀ ତଥା ପଦ୍ମଶ୍ରୀ ରଜତ କରଙ୍କ ରବିବାର ପରଲୋକ ଘଟିଛି। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ଭଞ୍ଜ ସାହିତ୍ୟର ବିଶିଷ୍ଟ ବ୍ୟାଖ୍ୟାକାର ରଜତ କର ୮୮ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି।!-->…
Read More...
Read More...
ଗନ୍ଧରାଡ଼ି କନିଷ୍ଠ ମହାବିଦ୍ୟାଳୟରେ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ
ବୌଦ୍ଧ/ଜହ୍ନ ।ପଙ୍କ,୮/୫: ବୌଦ୍ଧ ବ୍ଳକ ଜହ୍ନ ।ପଙ୍କସ୍ଥିତ ଗନ୍ଧରାଡି କନିଷ୍ଠ ମହାବିଦ୍ୟାଳୟରେ ସାର୍ ଡ଼ନ ହେନେରୀ ଡୁନାଣ୍ଟଙ୍କ ଜନ୍ମଦିବସକୁ ବିଶ୍ୱ ରେଡ଼କ୍ରସ ଦିବସ ଭାବେ ପାଳନ କରାଯାଇଛି । ଅଧ୍ୟାପକ ପ୍ରଭାତ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟବକ୍ତା ଭାବେ!-->…
Read More...
Read More...
ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ଅନୁଷ୍ଠାନ ଦ୍ୱାରା ଅସହାୟ ବୃଦ୍ଧାଙ୍କ ଶବ ସତ୍କାର
ବୌଦ୍ଧ,୮/୫- ଆଜି ସମଗ୍ର ଦେଶରେ ବିଶ୍ୱ ମାତୃଦିବସ ପାଳୁଥିବା ବେଳେ ବୌଦ୍ଧ ଜିଲ୍ଲାରେ ଗୋଟିଏ ଦୁଃଖର ଖବର ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ବଲାସିଙ୍ଗା ଗ୍ରାମରେ ସୁଲଭ ପ୍ରଧାନ ନାମକ ୭୨ ବର୍ଷର ବୃଦ୍ଧା ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା ।!-->…
Read More...
Read More...
ଆକାଂକ୍ଷା ମହିଳା ସଂଗଠନ ତରଫରୁ ମାତୃ ଦିବସ ପାଳିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଂଗଠନ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡା ଗ୍ରାମରେ ସଙ୍ଗଠନର ଉପଦେଷ୍ଟା ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀଙ୍କ ଅଧ୍ୟକ୍ଷତାରେ ମାତୃ ଦିବସ ପାଳିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମହିଳା!-->…
Read More...
Read More...
ନୂଆସାହି ବାପ୍ଟିଷ୍ଟ ଚର୍ଚ୍ଚରେ ଆନ୍ତର୍ଜାତୀୟ ମାତୃ ଦିବସ ପାଳିତ
ଘୁ ଉଦୟଗିରି: ଆଜି ଆନ୍ତର୍ଜାତୀୟ ମାତୃ ଦିବସ । ଏହି ମାତୃ ଦିବସ ପ୍ରତି ବର୍ଷ ମେ ମାସର ଦ୍ୱିତୀୟ ରବିବାର ଦିନ ପାଳନ କରାଯାଇଥାଏ ।ଏହି ମାତୃ ଦିବସରେ ଚର୍ଚ୍ଚ ଆସୁଥିବା ସମସ୍ତ ମାଁ ମାନଙ୍କୁ ସଣ୍ଡେ ସ୍କୁଲ ପିଲାମାନଙ୍କ ଦ୍ୱାରା ଫୁଲ ଦେଇ ସ୍ୱାଗତ କରିବା ସହିତ ଶୁଭେଚ୍ଛା ଜଣାଇଥିଲେ । ପରେ!-->…
Read More...
Read More...
ଜାତିଆଣ ନେଇ ଶବ ପଡିରହିଲା ୧୨ ଘଣ୍ଟାରୁ ଉର୍ଦ୍ଧ୍ୱ, ଶବ ସତ୍କାର କଲେ ସ୍ୱେଚ୍ଛାସେବୀ
ଜହ୍ନାପଙ୍କ: ବର୍ତ୍ତମାନ ସଭ୍ୟ ସମାଜରେ ଅନେକ କୁସଂସ୍କାର ରହିଥିବା ଦେଖିବାକୁ ମିଳିଛି । ମଣିଷ ଯାଇ ଚନ୍ଦ୍ର ପୃଷ୍ଠରେ ରହିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ବର୍ତ୍ତମାନ ସଭ୍ୟ ସମାଜରେ ମଧ୍ୟ କୁସଂସ୍କାର ଯୋଗୁଁ ଜାତିଆଣ ଭାବକୁ ନେଇ ଶବକୁ ନ ଛୁଇଁବା ଭଳି ଏକ ଘଟଣା ବୌଦ୍ଧ ବ୍ଳକ ବଢିଗାଁ!-->…
Read More...
Read More...
ତୁରେକେଲା ବ୍ଳକ ସ୍ତରରେ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ
କଣ୍ଟାବାଞ୍ଜି: ତୁରେକେଲା ବ୍ଳକ ଅନ୍ତର୍ଗତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଭାଲୁକୁନାଠାରେ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି । ସର୍ବପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଜୁନିୟର ରେଡ଼କ୍ରସ ପରାମର୍ଶ ଦାତା ମାନଙ୍କ ଉପସ୍ଥିତିରେ ରେଡ଼କ୍ରସ ପତାକା ଉତ୍ତୋଳନ!-->…
Read More...
Read More...
ପ୍ରତିଶ୍ରୁତି ରଖିଲେ ସରପଞ୍ଚ, ୫ବର୍ଷ ପରେ ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ଚାଉଳ ପାଇଲେ ହିତାଧିକାରୀ
ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକର ବାଘ ମୁଣ୍ଡ ପଞ୍ଚାୟତଠାରୁ ଚଙ୍ଗରିଆ ନୂତନ ପଞ୍ଚାୟତ ଗଠନ ହେବାର ୫ ବର୍ଷ ବିତିଯାଇଥିଲେ ମଧ୍ୟ ଚଙ୍ଗରିଆ ପଞ୍ଚାୟତରେ ହିତାଧିକାରୀ ରାସନ୍ ସାମଗ୍ରୀ ବଣ୍ଟନ କରିବା ବ୍ୟବସ୍ଥା ନଥିବା ଯୋଗୁଁ ଚାଉଳ,ଗହମ ଆଦି ରାସନ୍ ସାମଗ୍ରୀ ପାଇଁ ବାଘୁମୁଣ୍ଡା!-->…
Read More...
Read More...
ବିଶ୍ୱ ରେଡ଼କ୍ରସ ଦିବସ ପାଳନ ଅବସରରେ ରକ୍ତଦାନ ଶିବିର
ନବରଙ୍ଗପୁର : ଜିଲ୍ଲାସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ଆଜି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଳନ କରାଯାଇଛି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଦ୍ୱାରା ବିଶ୍ୱ ରେଡ଼କ୍ରସର ପତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଫଟୋ ଚିତ୍ରରେ ପୂଜ୍ୟ ପୂଜା ପୂର୍ବକ!-->…
Read More...
Read More...
ପୁଣି ଜୋରଦାର ହେବ ହେଲମେଟ ଚେକିଂ
ଭୁବନେଶ୍ୱର : ବିନା ହେଲମେଟରେ ଗାଡି ଚଳାଉଥିଲେ ସାବଧାନ । ଏଥର ଆଉ ମାଫ୍ ନାହିଁ । ରାଜ୍ୟ ସରକାରଙ୍କ ସଡକ ପରିବହନ ଆୟୁକ୍ତଙ୍କ ପକ୍ଷରୁ ଏନେଇ ଜାରି ହୋଇଛି ନିର୍ଦ୍ଦେଶନାମା । ପରିବହନ ବିଭାଗ ପକ୍ଷରୁ ଏନେଇ ସମସ୍ତ ଆରଟିଓଙ୍କୁ ଚିଠି କରାଯାଇଛି । ଆସନ୍ତା ୧୫ ତାରିଖରୁ ରାଜ୍ୟର ସମସ୍ତ ଜାତୀୟ!-->…
Read More...
Read More...