Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଶ୍ୱ ରେଡକ୍ରସ ଦିବସ ପାଳିତ
ପୁରୀ-ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଛି । ଜିଲ୍ଲା ରେଡକ୍ରସ ସମିତି ଆନୁକୂଲ୍ୟରେ ଏହି ଦିବସ ପାଳନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରେଡକ୍ରସ ପତାକା ଉତ୍ତୋଳନ କରିଥିଲେ । ଏହାପରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ!-->…
Read More...
Read More...
ଦିଲ୍ଲୀ ଗସ୍ତରେ ରାଜ୍ୟ କଂଗ୍ରେସ ନେତା
ଭୁବନେଶ୍ୱର: ଦଳୀୟ ହାଇକମାଣ୍ଡଙ୍କ ଡାକରାରେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି କଂଗ୍ରେସର ଏକାଧିକ ନେତା । ଏହି ତାଲିକାରେ ଅଛନ୍ତି ଶରତ ପଟ୍ଟନାୟକ, ବିଧାୟକ ମହମ୍ମଦ ମୋକିମ, ସୁରେଶ ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ରାଜନ ଏକ୍କା, ରମେଶ ଜେନା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ!-->…
Read More...
Read More...
ମାତୃ ଦିବସ ଅବସରରେ ବାଲୁକା କଳା
ପୁରୀ:ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ଲାଇଟ ହାଉସ ବେଳାଭୂମିରେ ମାତୃ ଦିବସ ଉପଲକ୍ଷେ ବାଲୁକା କଳା ନିର୍ମାଣ କରିଛନ୍ତି । ଏଥିରେ ସେ ମା ଏବଂ ତାର ସନ୍ତାନର ଚିତ୍ରଣ କରିବା ସହିତ ସେ ସମସ୍ତ ଜନସମାଜକୁ ମା'ର ସର୍ତ୍ତଶୂନ୍ୟ ଭଲପାଇବାକୁ କେହି ନ ଭୁଲିବା ପାଇଁ ଅନୁରୋଧ!-->…
Read More...
Read More...
ନୃସିଂହନାଥ ମଠରେ ଭାଗବତ ପାରାୟଣ
ଗଜପତି,୮/୫- ପାରଳାଖେମୁଣ୍ଡିସ୍ଥିତ ନୃସିଂହନାଥ ମଠ ମଇ ମାସ ୧ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ମହନ୍ତ ଶ୍ରୀନରୋତ୍ତମ ଦାସଜୀ ମହାରାଜଙ୍କ ୫ମ ବାର୍ଷିକ ସ୍ମରଣ ବ୍ରଜ ପାପ୍ତି ମହୋତ୍ସବ ଅବସରରେ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଚାଲୁଅଛି । ଗତ ଅପ୍ରେଲ ୩୦ ତାରିଖ ସନ୍ଧ୍ୟାରେ କଳସ ଯାତ୍ରା!-->…
Read More...
Read More...
ବ୍ରଜରାଜନଗରର ବିଜେପି ପ୍ରାର୍ଥୀ ହେଲେ ରାଧାରାଣୀ ପଣ୍ଡା
ଭୁବନେଶ୍ୱର ୦୮।୦୫ : ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା । ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ତରଫରୁ ପ୍ରାର୍ଥୀ ଭାବେ ରାଧାରାଣୀ ପଣ୍ଡାଙ୍କ ନାମ ଘୋଷଣା ହୋଇଛି । ବ୍ରଜରାଜନଗରର ପୂର୍ବତନ ବିଧାୟିକା ଥିଲେ ରାଧାରାଣୀ ପଣ୍ଡା ।
ଖବର ଅନୁଯାୟୀ, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ!-->!-->!-->…
Read More...
Read More...
ଗାଧୋଇବାକୁ ଯାଇ ପୁଅ ନିଖୋଜ ଅଭିଯୋଗ
ଦଶପଲ୍ଲା,୮/୫:- ବାଣୀଗୋଛା ଥାନା ଅନ୍ତର୍ଗତ ଫାଲପାଜୁ ଗ୍ରାମର ବୀରସେନ କହଁରଙ୍କ ପୁଅ ବିକ୍ରମ କହଁର (୨୧) ଘରୁ ଗାଧୋଇବାକୁ ଯାଇ ନିଖୋଜ ଥିବା ବାଣୀଗୋଛା ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ଅନୁଯାୟୀ , ସୂଚନା ମୁତାବକ ଗତ ଏପ୍ରିଲ ୨୪ ତାରିଖ ଦିନ ବିକ୍ରମ ଘରେ ମୋବାଇଲ ଦେଖୁଥିଲେ । ଏହି!-->…
Read More...
Read More...
କେବେ ଧରାପଡିବେ ନକଲି ଶିକ୍ଷକ ?
ଦଶପଲ୍ଲା,୮/୫:- ରାଜ୍ୟ ଶିକ୍ଷା ବିଭାଗ ଅଧୀନରେ ବିଭିନ୍ନ କ୍ଷେତ୍ରରେ ଜାଲ୍ ପ୍ରମାଣପତ୍ର ଦେଇ ଅନେକ ଶିକ୍ଷକ କାର୍ଯ୍ୟରେ ଯୋଗଦେଇଥିବା ସୂଚନା ମିଳିବାପରେ ୨୦୧୯ରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ତରଫରୁ ଶିକ୍ଷକମାନଙ୍କ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ କରି ନକଲି ଶିକ୍ଷକଙ୍କୁ ଠାବ!-->…
Read More...
Read More...
ଓଡ଼ିଶା ହାଇକୋର୍ଟ ଜଜ ଅରିନ୍ଦମ ସିହ୍ନାଙ୍କ ସମ୍ବଲପୁର ଗସ୍ତ
ସମ୍ବଲପୁର : ଓଡ଼ିଶା ହାଇକୋର୍ଟ ଜଜ ଅରିନ୍ଦମ ସିହ୍ନା ସମ୍ବଲପୁର ଗସ୍ତରେ ଆସି ଜିଲ୍ଲା ଓକିଲ ସଂଘର ତଦାରଖ କରିଛନ୍ତି । ହାଇକୋର୍ଟ ପକ୍ଷରୁ ତାଙ୍କୁ ସମ୍ବଲପୁର ଜିଲ୍ଲା ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ଏହି ସଂକ୍ରାନ୍ତରେ ସେ ଏଠାକାର ଓକିଲମାନଙ୍କ ସହିତ ମିଶି ଆଲୋଚନା କରିଥିଲେ । ସମ୍ବଲପୁର!-->…
Read More...
Read More...
ଶନିଦେବଙ୍କ ବର୍ଣ୍ଣାଢ଼୍ୟ ତୋରଣର ଶୁଭ ଉଦଘାଟନ କଲେ ସମାଜସେବୀ ଶ୍ରୀହରି ନାୟକ
ଦଶପଲ୍ଲା : ଦଶପଲ୍ଲାର ଜଣାଶୁଣା ସମାଜସେବୀ ଶ୍ରୀହରି ନାୟକଙ୍କ କରକମଳରେ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବ୍ରାହ୍ମଣପାଦ ଗ୍ରାମ ପଞ୍ଚାୟତର ବେହେରାଗଡ଼ ଠାରେ ପ୍ରଭୁ ଶ୍ରୀ ଶନିଶ୍ଚର ଦେବଙ୍କ ମନ୍ଦିରରେ ପ୍ରବେଶ ଦ୍ୱାରର ଆଜି ଶୁଭ ଉଦଘାଟନ ହୋଇଯାଇଛି । ଏହି ପ୍ରବେଶ ଦ୍ୱାର ବିଶିଷ୍ଟ ସମାଜସେବୀ!-->…
Read More...
Read More...
ଦଶପଲ୍ଲାରୁ ନାବାଳିକା ଉଦ୍ଧାର
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରୁ ଶନିବାର ଜଣେ ନାବାଳିକାକୁ ଉଦ୍ଧାର କରାଯାଇଛି । ନାବାଳିକା ଘର ଝାରସୁଗୁଡ଼ା ଜିଲ୍ଲା ହୋଇଥିବାବେଳେ ଦଶପଲ୍ଲା ମୋଚିସାହି ବିକ୍ରମ ବେହେରା ତାଙ୍କୁ ନେଇ ଆସି ବିବାହ ଉଦ୍ୟମରେ ଥିଲେ । ବିକ୍ରମ ସୋନପୁରର ଏକ ସୋଫା ଦୋକାନରେ କାମ କରନ୍ତି । ସେ ଜଣେ!-->…
Read More...
Read More...