Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସମ୍ବଲପୁରରେ ବିଶ୍ୱ ରେଡକ୍ରସ ଦିବସ ପାଳିତ
ସମ୍ବଲପୁର: ଆଜି ସମଗ୍ର ବିଶ୍ୱରେ ରେଡକ୍ରସ ଦିବସ ଶ୍ରଦ୍ଧା ସହକାରେ ପାଳନ କରାଯାଉଛି । ପ୍ରକୃତରେ ଆଜି ହେଉଛି ମହାନ ମାନବତାବାଦୀ ଜୀନ ହେନରୀ ଦୁନାଣ୍ଟଙ୍କ ଜନ୍ମଦିନ, ଯିଏକି ଏହି ବିଶ୍ୱ ସ୍ତରୀୟ ସ୍ୱେଚ୍ଛାସେବୀ ସଂଗଠନ ରେଡକ୍ରସ ସୋସାଇଟି ସ୍ଥାପନା କରିଥିଲେ । ତାଙ୍କୁ ସ୍ମରଣ କରି ପ୍ରତିବର୍ଷ!-->…
Read More...
Read More...
ବାତ୍ୟାରେ ପରିଣତ ହେଲା ଅବପାତ, ପୁରୀଠାରୁ ୧୦୩୦ କି.ମି ଦୂରରେ ଅଛି ଅସାନି
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଅସାନି। ଗଭୀର ଅବପାତ ଏବେ ବାତ୍ୟାର ରୂପ ନେଇଛି । ଏହା ଏବେ ପୁରୀରୁ ୧୦୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ତେବେ ମିଳିଥିବା ତଥ୍ୟ ଅନୁସାରେ, ବାତ୍ୟା ସମୁଦ୍ରରେ ପଳାଇବ।!-->!-->!-->…
Read More...
Read More...
ଜିଲ୍ଲାସ୍ତରୀୟ ବୁଦ୍ଧ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ, ଗାଁ ଠାରୁ ସହର ଯାଏ ଉତ୍ସବ ପାଳନ ପାଇଁ ଜିଲ୍ଲାପାଳଙ୍କ ନିବେଦନ
ବୌଦ୍ଧ : ପରମ କାରୁଣିକ ଭଗବାନ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧଜିଲାରେ ମହାସମାରୋହରେ ବୁଦ୍ଧ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ବୁଦ୍ଧ!-->…
Read More...
Read More...
ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ
ପୁରୀ:ବଙ୍ଗୋପ ସାଗର ଅଞ୍ଚଳରେ ସୃଷ୍ଟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଭର୍ଚ୍ୟୁଆଲ ମାଧ୍ୟମରେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବିଭିନ୍ନ ବ୍ଲକରେ ସଂପୃକ୍ତ ବିଡିଓ,!-->…
Read More...
Read More...
ମଣିଷ ବଦଳରେ ଜେସିବି ଖୋଲୁଛି ପୋଖରୀ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକରେ ମୃତ୍ତିକା ସଂରକ୍ଷଣ ବା ଜଳ ବିଭାଜିକା ପକ୍ଷରୁ ପୋଖରୀ ଖନନ କାର୍ଯ୍ୟକ୍ରମ ଚାଲୁରହିଛି, ଯାହାକି ମଣିଷ ବଦଳରେ ଜେସିବି ଖନନ କରିଥିବାର ଅଭିଯୋଗ ହୋଇଛି । ଚଳିତ ପଞ୍ଚାୟତ ସମିତି ବୈଠକରେ ସରପଞ୍ଚ ସମିତି ସଭ୍ୟ ମାନେ ବିଭାଗୀୟ!-->…
Read More...
Read More...
ରାତିଅଧିଆ ଚେକିଂରେ ୧୫ଗାଡି ଜବତ ସହ ୧୨ ମଦୁଆ ଚାଳକ ବନ୍ଧା ହେଲେ
ସୁବର୍ଣ୍ଣପୁର: ରାଜ୍ୟ ପରିବହନ ବିଭାଗର କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ଓ ପରିବହନ ବିଭାଗ ତରଫରୁ ମିଳିତ ଭାବରେ ଗାଡି ମୋଟର ଯାଞ୍ଚ କରାଯାଇଥିଲା । ବିଶେଷ କରି ମଦ୍ୟ ପାନ କରି ଗାଡି ଚଳାଉଥିବା ଚାଳକଙ୍କ ପ୍ରତି ଦୃଢ!-->…
Read More...
Read More...
ଆରଏସଏସ ଫୁଲବାଣୀ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ
ଫୁଲବାଣୀ: ଆଜି ଆରଏସଏସ ଫୁଲବାଣୀ ପକ୍ଷରୁ ସ୍ଥାନୀୟ ବଜାର ପେଟ୍ରୋଲ ପମ୍ପଛକଠାରୁ ଏକ ରାଲିରେ ଯାଇ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି ଦେଇ ରାଜ୍ୟପାଳ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କାରାଯାଇଛି । ଯାହା ଲିଖିତ ସୂଚନା!-->…
Read More...
Read More...
ସାମାନ୍ୟ ବର୍ଷାରେ ମୁଖ୍ୟ ସଡ଼କରେ ଆଣ୍ଠୁଏ ପାଣି, ଘରେ ପଶିଲା ଡ୍ରେନ ପାଣି
ଘୁ ଉଦୟଗିରି:କାହାର ଭୁଲ, କିଏ ଦୁର୍ଦ୍ଦଶା ଭୋଗୁଛି । ଏନଏସି କର୍ତ୍ତୃପକ୍ଷଙ୍କ ଭୁଲ ଯୋଗୁଁ ଇଲେକ୍ଟ୍ରି ଅଫିସ ଛକ ବାସିନ୍ଦା ସାମାନ୍ୟ ବର୍ଷା ହେଲେ ଜଳ ବନ୍ଦୀ ଭଳି ଅବସ୍ଥାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ପାଣି ରହୁଛି । ରାସ୍ତା ଉପରେ!-->…
Read More...
Read More...
ଓଡିଶା ପ୍ରତି ପ୍ରାୟତଃ ବାତ୍ୟା ଭୟ ନାହିଁ: ଏସଆରସି
ଭୁବନେଶ୍ଵର: ଓଡିଶା ପ୍ରତି ପ୍ରାୟତଃ ବାତ୍ୟା ଭୟ ନାହିଁ। ଓଡିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା। ୧୦ ତାରିଖରେ ବାତ୍ୟା ରାଜ୍ୟଠୁ ୧୫୦/୨୦୦ କିମି ଦୂରରେ ଥିବ। ବାତ୍ୟା ପ୍ରଭାବରେ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। ୧୦ ତାରିଖରେ ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ ଜିଲ୍ଲାରେ ପ୍ରବଳ!-->…
Read More...
Read More...
ମାଉସୀ ମନ୍ଦିର ପ୍ରତିଷ୍ଠା ଓ ପଞ୍ଚକୁଣ୍ଡିୟ ମହାଯାଜ୍ଞ ପାଇଁ ପ୍ରସ୍ତୁତି ବୈଠକ
ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ବେଲପଡ଼ା ମାଉସୀ ମନ୍ଦିର ପ୍ରତିଷ୍ଠା ଓ ପଞ୍ଚ କୁଣ୍ଡିୟ ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ମହାଦେବ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ମାଉସୀ ମନ୍ଦିର ପ୍ରତିଷ୍ଠା ଓ ପଞ୍ଚ କୁଣ୍ଡିୟ ମହାଯଜ୍ଞ ଦୀର୍ଘ ଚାରି!-->…
Read More...
Read More...