Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ବୌଦ୍ଧ : ବୌଦ୍ଧ ସହର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷର ବାର୍ଷିକ ଉତ୍ସବ ଗତକାଲି ସନ୍ଧ୍ୟାରେ ପାଳିତ ହୋଇଯାଇଛି । ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କଲେ ଉଚ୍ଚ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଥିବା ସୁଯୋଗକୁ!-->…
Read More...
Read More...
ଦାଦନ ଖଟିଯାଇଥିବା ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର, ଥାନାର ଦ୍ୱାରସ୍ଥ ହେଲେ ମାଆ
ଦଶପଲ୍ଲା : ଦିନକୁ ଦିନ ବଢ଼ି ଚାଲିଛି ଦାଦନ ଦୁଃଖ । ରାଜସ୍ଥାନ କାମ କରିବାକୁ ଯାଇଥିବା ପୁଅର କୌଣସି ସନ୍ଧାନ ପାଉ ନାହାନ୍ତି ପରିବାର । ସାଥୀ ହୋଇ ଯାଇଥିବା ସହଯୋଗୀ ମୃତ୍ୟୁ ସୂଚନା ଦେବା ପରେ ତାଙ୍କ ଫୋନ୍ ବନ୍ଦ ରହିଛି । ଏଥି ନେଇ ପରିବାରରେ କାନ୍ଦ ବୋବାଳି ପଡ଼ିବା ସହ ଥାନାର ଦ୍ୱାରସ୍ଥ!-->…
Read More...
Read More...
ମଧ୍ୟାହ୍ନ ଭୋଜନରେ ପ୍ଲାଷ୍ଟିକ ଚାଉଳକୁ ନେଇ ସ୍କୁଲରେ ଉତ୍ତେଜନା, ବିଇଓ କହିଲେ ଏମିତି
ପାଟଣାଗଡ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଘୁନସର ପଂଚାୟତ ଝାଂକ୍ରିପାଲି ଗାଁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ଯୋଗାଯାଇଥିବା ଚାଉଳ ମଧ୍ୟରେ ପ୍ଲାଷ୍ଟିକ ଭଳି ଚାଉଳ ମିଶିଥିବା ନେଇ ଗୁରୁବାର ଉତ୍ତେଜନା ପ୍ରକାଶ ପାଇଥିଲା । ବିଦ୍ୟାଳୟକୁ ଯୋଗାଯାଇଥିବା ଚାଉଳକୁ ଧୋଇ ରୋଷେଇ କଲା ବେଳେ!-->…
Read More...
Read More...
ଚାଷୀଙ୍କୁ ପ୍ରତାରଣା ; ଗଭୀର ନଳକୂପ ଯୋଗାଇବାରେ ଟାଲଟୁଲ ନୀତି
ଦଶପଲ୍ଲା : ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘୋଳାହାଣ୍ଡି ପଞ୍ଚାୟତର ବାଘୁଆପଶି ଗ୍ରାମର ବିରେଶ୍ କୁମାର ବେହେରା, ଦାଶରଥି ପ୍ରଧାନ, କୈଳାସ ବେହେରା, ଅକ୍ରୁର ବେହେରା, ଗୋବର୍ଦ୍ଧନ ପ୍ରଧାନ ଓ ଦିଲ୍ଲୀପ ବେହେରା ଆଜକୁ ଛଅ ବର୍ଷତଳେ ଏକ ଚାଷୀ ଗୋଷ୍ଠୀ ଗଠନ କରିିଲେ । ଉଠା ଜଳସେଚନ!-->…
Read More...
Read More...
ବର୍ଷାକୁ ନେଇ ଏହି ବଡ କଥା କହିଲେ ଅନୁଭବ
ଭୁବନେଶ୍ୱର : ଏ ଜନ୍ମରେ ନୁହେଁ । ଯଦି ବି ପୁନର୍ଜନ୍ମ ନିଏ, ତଥାପିବି ବର୍ଷାଙ୍କୁ ଗ୍ରହଣ କରିପାରିବି ନାହିଁ । କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ଏକଥା କହିଛନ୍ତି ।
ନିକଟରେ ସେ ଏକ ଭିଡ଼ିଓ ଜାରି କରି ନିଜର ବ୍ୟଥା ବେଦନା ପରିପ୍ରକାଶ!-->!-->!-->…
Read More...
Read More...
ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ ସମ୍ମିଳନୀ ଗୃହ ଠାରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଜିଲ୍ଲାସ୍ତରୀୟ ବୈଠକ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିଥି ମାନେ!-->…
Read More...
Read More...
ରାଜଧାନୀରେ ପୁଣି ଫୁଟିଲା ବୋମା
ଭୁବନେଶ୍ବର: ରାଜଧାନୀରେ ପୁଣି ଫୁଟିଲା ବୋମା। ପଳାଶୁଣି ନିକଟ ଜଗନ୍ନାଥ ବିହାରରେ ବିଳମ୍ବିତ ରାତିରେ ହୋଇଛି ବୋମା ମାଡ଼। କେହି ଦୁର୍ବୃତ୍ତ ୩ଟି ବୋମା ମାଡ଼ କରିଥିବା ସୂଚନା ମିଳିଛି। ତେବେ ବୋମାମାଡ଼ର କାରଣ ସମ୍ପର୍କରେ ଜଣାପଡ଼ିନି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରୁଛି।!-->…
Read More...
Read More...
ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି,ଗେଟରେ ପକାଇଲେ ତାଲା
ଦଶପଲ୍ଲା : ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟରେ ସୃଷ୍ଟି ହୋଇଛି ଛାତ୍ର ଅଶାନ୍ତି । +୩ କଳା ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏହି ଅଶାନ୍ତି ଦେଖା ଦେଇଛି । ଛାତ୍ର ଛାତ୍ରୀମାନଙ୍କ ଅଭିଯୋଗ କରିଛନ୍ତି ଯେ, ଆସନ୍ତା ୨୫ ତାରିଖରେ ହେବାକୁ ଯାଉଛି +୩ ପ୍ରଥମ ବର୍ଷ କଳା!-->…
Read More...
Read More...
ଫୁଲବାଣୀ ଠାକୁରାଣୀ ଯାତ୍ରା; ସମ୍ବଲପୁରୀ ଗୀତରେ ଦୁଲକିଲା ମଣ୍ଡପ
ଫୁଲବାଣୀ: ଫୁଲବାଣୀର ପ୍ରସିଦ୍ଧ ନାରାୟଣୀ ଯାତ୍ରାର ଷୋଡ଼ଶ ସନ୍ଧ୍ୟାରେ ବର୍ଷା ସହ ବିଜୁଳି ମାରୁଥିବା ଦେଖିବାକୁ ମିଳିଥିଲେ ହେଁ ଦର୍ଶକଙ୍କ ଭିଡ଼ କିଛି କମ ନଥିଲା । ବୁଧବାର ପଞ୍ଚଦେବୀଙ୍କ ସହ ମା କାଳୀ ନଗର ଭ୍ରମଣରେ ଗୋପାଳ ସାହି, ଅମଲା ପଡା, ଏସପିଙ୍କ ବାସଭବନ, ଉପଜିଲ୍ଲାପାଳଙ୍କ ବାସଭବନ!-->…
Read More...
Read More...
ମା’ ଅଗ୍ନି ଗଙ୍ଗାମ୍ମା ଠାକୁରାଣୀ ଯାତ୍ରା ମହାସମାରହରେ ପାଳିତ
ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ବ୍ଲକର ଚାରାମୁଳା ଗ୍ରାମରେ ମାଁ ଅଗ୍ନିଗଙ୍ଗାମ୍ମା ଠାକୁରାଣୀ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମ ଦିନରେ ଗ୍ରାମବାସୀଙ୍କ ଦ୍ୱାରା ମାଙ୍କୁ ଆହ୍ୱାନ କରାଯାଇଥିଲା । ପରେ ମାଙ୍କ ଘଟ ଗାଁରେ ତିନିଦିନ ପରିଭ୍ରମଣ କରି ପ୍ରତ୍ୟେକ ଘରେ ପୂଜା ପାଇଥିଲେ ।!-->…
Read More...
Read More...