Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଘଛାଲ ବେପାରୀଙ୍କୁ ଧରିଲା ଏସଟିଏଫ
ବଲାଙ୍ଗିର : ବାଘଛାଲ ବେପାରିକୁ କାବୁ କରିଛି ଏସଟିଏଫ । ସଇଁତଲା ଟିକ୍ରାପଡା ରାସ୍ତାରେ ବାଘଛାଲ ବିକ୍ରିବଟା ଡିଲ୍ ଖବର ସୁତ୍ରରୁ ପାଇ ଏସଟିଫ୍ ଟିମ୍ ଚଢାଉ କରିଥିଲେ । ଗୋଟେ ବାଘଛାଲ ସହ ଆଦିକନ୍ଦ ଘିଭେଲା ନାମକ ଜୈନିକ ବ୍ୟକ୍ତିଙ୍କୁ ଗିରଫ କରିଛି । ଗତକାଲି ଅନ୍ୟ ଏକ ଘଟଣାରେ ଟାଉନଥାନା!-->…
Read More...
Read More...
୮ରେ ବାତ୍ୟାରେ ପରିଣତ ହୋଇପାରେ ଲଘୁଚାପ
ଭୁବନେଶ୍ୱର: ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାରେ ପରିଣତ ସମ୍ଭାବନା ଦେଖାଦେଇଛି । ଲଘୁଚାପ କ୍ଷେତ୍ରଟି ଆସନ୍ତାକାଲି ଅବପାତରେ ପରିଣତ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ୮ ତାରିଖ ସଂଧ୍ୟା ସୁଦ୍ଧା ଅବପାତ ବାତ୍ୟାରେ ପରିଣତ ହେବା ସମ୍ଭାବନା ସୃଷ୍ଟି ହୋଇଛି ।
୮ରେ!-->!-->!-->…
Read More...
Read More...
ତାଣ୍ଡବ ରଚିଲା କାଳବୈଶାଖୀ
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହୀପୁର ଗ୍ରାମପଂଚାୟତ ସମେତ ଦୁରୁଦୁରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । ଶିମିଳିସାହି , ଝରଗାଁ , କିରିଆ ଲାଞ୍ଜି ଗ୍ରାମରେ ବିଭିନ୍ନ ହିତାଧିକାରୀଙ୍କ ଘର ଭାଙ୍ଗିଯିବା ସହିତ ଚାଳ ଛପର!-->…
Read More...
Read More...
ମାସିକ ପତ୍ରିକା “ସମ୍ବଲପୁରୀ ଦର୍ପନ’ ଉନ୍ମୋଚିତ
ସମ୍ବଲପୁର : ସମ୍ବଲପୁରୀ ଭାଷା ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନ ପାଇବାକୁ ଦାବି ହେଉଛି । ଏଭଳି ସମୟରେ ସମ୍ବଲପୁରୀ ଭାଷାରେ ଖବର ପତ୍ରିକାର ଅଭାବକୁ ଦୂର କରିବା ପାଇଁ ମାସିକ ଖବର ପତ୍ରିକା "ସମ୍ବଲପୁରୀ ଦର୍ପନ' ଇଷ୍ଟଦେବୀ ସମଲେଈଙ୍କ ମନ୍ଦିରରେ ଉନ୍ମୋଚିତ ହୋଇଯାଇଛି ।ସମ୍ବଲପୁରୀ ଦର୍ପନ!-->…
Read More...
Read More...
କାଳ ବୈଶାଖୀ ପ୍ରଭାବରେ ପୁରୀରେ ବର୍ଷା
ପୁରୀ : କାଳ ବୈଶାଖୀ ପ୍ରଭାବରେ ପୁରୀରେ ଘଡ଼ ଘଡି ସହ ବର୍ଷା ହୋଇଛି । ସକାଳ ୬ ଟା ୯ ଯାଏ ପୁରୀ ରେ ଘଡ଼ ଘଡି ସହ ଜୋର ବର୍ଷା ହୋଇଛି । ଫଳରେ ପୁରୀ ବାସୀ ଅସହ୍ୟ ଗରମରୁ ଆଶ୍ୱସ୍ଥି ପାଇଛନ୍ତି । ଅନ୍ୟପଟେ ଆଗକୁ ସମ୍ଭାବ୍ୟ ବାତ୍ୟା ଥିବାରୁ କେତେକ ଲୋକଙ୍କ ଭିତରେ ମଧ୍ୟ ଏହି କାଳ ବୈଶାଖୀ!-->…
Read More...
Read More...
ବ୍ରାହ୍ମଣୀଗାଁରେ ଘନଘନ ବିଦ୍ୟୁତ କାଟ ଓ ନେଟୱାର୍କ ସମସ୍ୟାରେ ଅତିଷ୍ଠ ଅଞ୍ଚଳବାସୀ
ବାଲିଗୁଡା : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକର ବ୍ରାହ୍ମଣୀଗାଁ ସମେତ ଅଞ୍ଚଳର ଆଠ ଗୋଟି ପଞ୍ଚାୟତ ସରାମୁଳୀ,ତାଜୁଙ୍ଗିଆ, ହତିମୁଣ୍ଡା, ଗଦାପୁର, ଝିଞ୍ଜିରିଗୁଡା,କୁମ୍ଭାରୀଗାଁ ଓ କାଟିଙ୍ଗିଆ ପଞ୍ଚାୟତରେ ଅଘୋଷିତ ବିଦ୍ୟୁତ କାଟ ଜାରି ରହିଛି । ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟକଳାପ!-->…
Read More...
Read More...
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର
ଭୁବନେଶ୍ଵର : ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ସକ୍ରିୟ ହୋଇ ଅବପାତର ରୂପ ନେବ। ଏହା ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଅବପାତରେ ପରିଣତ ହେବ । ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଆଜି ବାତ୍ୟାର ଚିତ୍ର ସ୍ପଷ୍ଟ ହେବ। ଏନେଇ ଆଞ୍ଚଳିକ!-->…
Read More...
Read More...
ଓଡ଼ିଶାରେ ବାତ୍ୟା ହେବ କି ନାହିଁ ତାହା ଜଣାପଡ଼ିନି: ଏସଆରସି
ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ହେବ କି ନାହିଁ ତାହା ଜଣାପଡ଼ିନି । ସମ୍ଭାବ୍ୟ ଲଘୁଚାପ ମଧ୍ୟ ଅବପାତରେ ରୂପାନ୍ତରିତ ହୋଇ ବାତ୍ୟାର ରୂପ ନେବ କି ନାହିଁ ତାହା ବି ଜଣାନାହିଁ । ଆସନ୍ତାକାଲି ସୁଦ୍ଧା ବାତ୍ୟାର ସ୍ପଷ୍ଟ ଚିତ୍ର ଆମକୁ ଭାରତୀୟ ପାଣିପାଗ ବିଭାଗ ଦେବ ବୋଲି ଅନୁମାନ କରାଯାଉଛି। ତଥାପି!-->…
Read More...
Read More...
ଥମୁନି ଦାଦନ ଦୁଃଖ, ୨୪ ଘଣ୍ଟା ନ ପୁରୁଣୁ ଗାଁରେ ପହଞ୍ଚିଲା ଦୁଇଟି ଶବ
ପାଟଣାଗଡ଼ : ଥମୁନି ଦାଦନ ଦୁଃଖ । ୨୪ଘଣ୍ଟା ନ ପୁରୁଣୁ ଦୁଇ ଦୁଇଟି ଶବ ପହଞ୍ଚିଲା ବେଲପଡ଼ାରେ । ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ସୁଲେକେଲା ଗାଁର ପକ୍ଷୀରାଜ ଦଳେଇ ପଡୋଶୀ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ । ତେବେ ସେଠାରେ ସେ ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କର!-->…
Read More...
Read More...
ମାନବିକତା ଦେଖାଇଲେ ବରିଷ୍ଠ ନାଗରିକ, ପାଇଥିବ ପର୍ସକୁ ପୋଲିସକଙ୍କୁ କଲେ ହସ୍ତାନ୍ତର
ସୋନପୁର: ସୋନପୁର ଷ୍ଟେଟ ବ୍ୟାଙ୍କ ରାସ୍ତା ଉପରେ ପଡ଼ିଥିବା ଏକ ମନିପର୍ସକୁ ପୋଲିସକୁ ହସ୍ତାନ୍ତର କରି ନିଜର ମାନବିକତାର ପରିଚୟ ଦେଲେ ସୁବର୍ଣ୍ଣପୁରର ବିଶିଷ୍ଟ ନାଗରିକ ଚମରା ରାମ ତ୍ରିପାଠୀ > ଉକ୍ତ ମନି ପର୍ସ ଟି ଗୁଡଭେଲିପଦର ଗାଁ ର ଏକ କଲେଜ ଛାତ୍ର ଚନ୍ଦ୍ର ମୋହନ ବାଙ୍କର ବୋଲି ଜଣା!-->…
Read More...
Read More...