Browsing Category

ରାଜ୍ୟ

ଡ଼ମ୍ପର-ବାଇକ ମୁହାଁମୁହିଁ ଧକ୍କା, ଚାଲିଗଲା ଡିଗ୍ରୀ କଲେଜ୍‌ ଛାତ୍ରର ଜୀବନ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଳା ସଦର ବ୍ଲକର ଜନମୁରାଠାରେ ବାଇକ୍‌ ଓ ଡମ୍ପର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ଜଣେ ମଡେଲ ଡିଗ୍ରୀ କଲେଜ୍‌ ଛାତ୍ର ଆଲୋକ ଖୁରାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ବାଇକ୍‌ ପଛରେ ଥିବା ଆଉ ଜଣେ ଛାତ୍ର ମନୋଜ ଥାପା ଗୁରୁତର ଅବସ୍ଥାରେ
Read More...

ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବୁଷ୍ଟର ଡୋଜ୍‌ ପ୍ରଦାନ

ପାରଳାଖେମୁଣ୍ଡି,: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ନିକଟରେ ଥିବା ରାଟୋରି କ୍ଳବ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବୁଷ୍ଟର ଡୋଜ୍‌ ପ୍ରଦାନ କରାଯାଇଛି । ଏହି ଟୀକା ୧୬ ଜଣ ଗଣମାଧ୍ୟମ ପ୍ରତିନିଧି ନେଇଥିବାର ଜିଲ୍ଲା ପ୍ରଶାସନ
Read More...

ବେଆଇନ ମୋବାଇଲ ସିମ କାରବାର ନେଇ ଯାଞ୍ଚ

ଘୁ ଉଦୟଗିରି: ସ୍ଥାନୀୟ ଏସଡ଼ିପିଓ ଡି.ତିରୁପତି ରାଓ ପଟ୍ଟନାୟକଙ୍କ ନେତୃତ୍ୱରେ ଓ ଥାନା ଅଧିକାରୀ ରେବତୀ ଶବରଙ୍କ ଉପସ୍ଥିତିରେ ସ୍ଥାନୀୟ ସହରର ବିଭିନ୍ନ ମୋବାଇଲ୍‌ ଦୋକାନ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ମୋବାଇଲ ସିମ ବିକ୍ରୀ କରୁଥିବା ଦୋକାନମାନଙ୍କରେ ବିଭିନ୍ନ
Read More...

ହରିଶଙ୍କର ବୈଶାଖ ମେଳାର ମାନବୃଦ୍ଧି ପାଇଁ କୋଟିଏ ଟଙ୍କା ମଞ୍ଜୁର ଦାବି,କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଦାବିପତ୍ର…

ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ତଥା ପଶ୍ଚିମ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ହରିଶଙ୍କରରେ ଚଳିତବର୍ଷ ଆସନ୍ତା ମଇ ୧୪.ରୁ ୧୬ ପର୍ଯ୍ୟନ୍ତ ବୈଶାଖ ମେଳା ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହି ମେଳାକୁ ସରକାର ଅଣଦେଖା କରୁଥିବା ଏବଂ ଆଜି ପର୍ଯ୍ୟନ୍ତ ପ୍ରସିଦ୍ଧ ହରିଶଙ୍କର ବୈଶାଖ
Read More...

ଏଥର ରଥଯାତ୍ରାକୁ ଆସିପାରନ୍ତି ୨ଗୁଣା ଭକ୍ତ

ପୁରୀ:ପୁରୀ ଜିଲ୍ଲା ପ୍ରଶାସନର ଚଳିତ ବର୍ଷ ପାଇଁ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଚି । ପୁରୀ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନ ବୈଠକରେ ପୁରୀ ଜିଲ୍ଲା ପ୍ରଶାସନ ର ବିଭିନ୍ନ ବିଭାଗର ଅଫିସର, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଏହି
Read More...

ଭିଜିଲାନ୍ସ ପଞ୍ଝାରେ କୋଟିପତି ପ୍ରାଣୀଧନ ନିରୀକ୍ଷକ

ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କଳାରାହାଙ୍ଗ ଅଞ୍ଚଳର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଜଗନ୍ନାଥଙ୍କ କଳାରାହାଙ୍ଗ ସ୍ଥିତ ବାସଭବନ ସମେତ ୯ଟି ସ୍ଥାନରେ ଚଢ଼ଉ ଜାରି ରହିଛି।ଏହି ଚଢ଼ାଉରେ ୫ ଜଣ
Read More...

ସମ୍ଭାବ୍ୟ ବାତ୍ୟାକୁ ନେଇ ଏମିତି କହିଲେ ଆଇଏମ୍‌ଡି ଡିଜି

ନୂଆଦିଲ୍ଲୀ : ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ସକ୍ରିୟ ହେବାରେ ଲାଗିଛି । ଏହାର ପ୍ରଭାବରେ ଶୁକ୍ରବାର ଦିନ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା
Read More...

ସମସ୍ୟା ଘେରରେ ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟଟି ସମସ୍ୟା ଘେରରେ ରହିଛି । ଜିଲ୍ଲାର ବିକାଶ ସକାଶେ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ଦେଉଥିବା ବେଳେ ଅର୍ଥର ସୁ ବିନିଯୋଗ ହୋଇପାରୁ ନ ଥିବା ଅଭିଯୋଗ ହେଉଛି ।
Read More...

ଏହି ସବୁ ଜିଲ୍ଲାରେ ହୋଇପାରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ରାଜ୍ୟର ୨୪ଟି ଜିଲ୍ଲାରେ ଆଜି ହୋଇପାରେ କାଳବୈଶାଖୀ ବର୍ଷା । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ପ୍ରବଳ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ଗୋଟିଏରୁ ଦୁଇଟି ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି
Read More...

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପୁରୀ : ଦୀର୍ଘ ଦୁଇବର୍ଷ ପରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଜି ଅନୁଷ୍ଠିତ ହେଉଛି ରଥ ପ୍ରସ୍ତୁତି ବୈଠକ । ପୁରୀ ସର୍କିଟ ହାଉସ୍‌ରେ ଆରମ୍ଭ ହୋଇଛି ବୈଠକ । ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ଏସପି,
Read More...