Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାତ୍ୟା ମୁକାବିଲା:ଆଜି ସମୀକ୍ଷା କରିବେ ସ୍ୱତନ୍ତ୍ର ରିଲିଫ କମିଶନର
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଆଜି ବସିବ ପ୍ରାକ୍ ପ୍ରସ୍ତୁତି ବୈଠକ । ବାତ୍ୟା ଯୋଗୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲାପାଳଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ ସ୍ୱତନ୍ତ୍ର ରିଲିଫ କମିଶନର । ବାତ୍ୟା ସମୟରେ ଶୂନ ଜୀବନହାନୀ ଓ କମ୍ କ୍ଷୟକ୍ଷତି ନେଇ ଆଜିର!-->…
Read More...
Read More...
ପଞ୍ଚ ଠାକୁରାଣୀଙ୍କ ଯାତ୍ରାରେ ଆରମ୍ଭ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ, ଶତାଧିକ ଲୋକଙ୍କ ଭିଡ଼
ଫୁଲବାଣୀ:ଫୁଲବାଣୀର ଆରାଧ୍ୟା ଦେବୀ ମା ନାରାୟଣୀଙ୍କ ସମେତ ପଞ୍ଚ ଠାକୁରାଣୀଙ୍କ ଯାତ୍ରା ଶୁଭାରମ୍ଭ ହୋଇଛି । ପ୍ରଥମ ଦିନ ଠାକୁରାଣୀମାନଙ୍କୁ ରିତିନୀତି ଅନୁସାରେ ପୂଜାକମାନେ ପୂଜା ଅର୍ଚ୍ଚନା କରାଯାଇଥିଲେ । ତତ୍ ସହିତ ଠାକୁରାଣୀ ଯାତ୍ରାର ଅସ୍ଥାୟୀ ମଣ୍ଡପରେ ସୁସଜ୍ଜିତ କରାଯାଇଛି ।!-->…
Read More...
Read More...
ଅତିରିକ୍ତ ଜିଲ୍ଲାପାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ପୁରୀ: ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁଭାଷ ଚନ୍ଦ୍ର ନାଥଶର୍ମାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶ୍ରୀ ନାଥଶର୍ମା ଜଣେ ସରଳ, ଅମାୟିକ ଓ ଦକ୍ଷ ଅଧିକାରୀ ଥିଲେ । ଜିଲ୍ଲାରେ ତାଙ୍କ କାର୍ଯ୍ୟଶୈଳୀ ପ୍ରଶଂସନୀୟ ଥିଲା ବୋଲି ଉପସ୍ଥିତ ଅଧିକାରୀମାନେ ମତବ୍ୟକ୍ତ କରିଥିଲେ ।!-->…
Read More...
Read More...
ସ୍ୱର୍ଣ୍ଣପଦକ ପ୍ରାପ୍ତ ରୁନିତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଲେ ବ୍ରାହ୍ମଣୀଗାଁବାସୀ
ବାଲିଗୁଡ଼ା,୩/୫: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ତଥା ବ୍ରାହ୍ମଣୀଗାଁ ପାଇଁ ଗର୍ବ ଆଉ ଗୌରବ ଆଣିଥିବା ରୁନିତା ପ୍ରଧାନଙ୍କୁ ଆଜି ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ରୁନିତାଙ୍କ ଆସିବା ଖବରପାଇ ଗ୍ରାମବାସୀ ସ୍ଥାନୀୟ ରକ୍ତପଟା ଛକ ଠାରେ ଏକତ୍ରିତ ହୋଇଥିଲେ!-->…
Read More...
Read More...
ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ସମାରୋହ
ଜଗତସିଂହପୁର,୩/୫- ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଖିମୁଠି ଅନୁକୂଳ ଅନୁଷ୍ଠିତ ହୋଇଯାଇଛି । ସକାଳୁ କୃଷକମାନେ ସୁସଜ୍ଜିତ ଗଉଣୀରେ ଚନ୍ଦନ ହଳଦୀ ବୋଳା ବିହନ ଆଣି କ୍ଷେତକୁ ଆସିବାସହ ପ୍ରଥମେ ଭୂମିପୂଜନ କରି ମା ଲକ୍ଷ୍ମୀଙ୍କୁ ସୁମରଣା କରିବାପରେ!-->…
Read More...
Read More...
ଅଗ୍ନିବିପନ୍ନ ପରିବାରଙ୍କୁ ସହାୟତା
ବାଉଁଶୁଣି,୨/୫- ବୌଦ୍ଧବ୍ଲକ ଆମ୍ବଝରି ପଞ୍ଚାୟତର ଗୋଛାପଡା ଗ୍ରାମର ରବି ବାଘଙ୍କ ଘରେ ଶନିବାର ଅଗ୍ନିକାଣ୍ଡ ଘଟି ୬ବଖରା ଘର ଜଳିଯିବା ଯୋଗୁଁ ଏହି ପରିବାର ସର୍ବସ୍ୱ ହରାଇଥିଲେ । ଅଗ୍ନି ବିପନ୍ନ ପରିବାରକୁ ଆଜି ସତ୍ୟସାଇ ସେବା ସଙ୍ଗଠନ ବୌଦ୍ଧ ପକ୍ଷରୁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି ।!-->…
Read More...
Read More...
ଯୁଗ୍ମ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଅନୁଷ୍ଠିତ
ଗଜପତି/ପାରଳାଖେମୁଣ୍ଡି,୨/୫: ଗଜପତି ଜିଲ୍ଲା ସଦର ମହକୁମା ଠାରେ ଥିବା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ -୨ରେ ଯୁଗ୍ମ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଯୋଗଦେଇ ଜିଲ୍ଲାର ବିଭିନ୍ନ!-->…
Read More...
Read More...
ବିବାହିତ ଯୁବକଙ୍କ ଫେସବୁକ୍ ପ୍ରେମ ପରେ ଅପହରଣ ଓ ଦୁଷ୍କର୍ମ ମାମଲାରେ ଗିରଫ
ଘୁ.ଉଦୟଗିରି,୨/୫: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଧିନରେ ଥିବା ରଟିଙ୍ଗିଆ ଗ୍ରାମର ଜଣେ ୧୬ ବର୍ଷୀୟ ଯୁବତୀଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି । ସୂଚନା ଅନୁସାରେ ଗତ ୩ ତାରିଖରୁ ଭୁବନେଶ୍ୱରରେ ରହୁଥିବା ଜଣେ ରଟିଙ୍ଗିଆ ଗ୍ରାମର!-->…
Read More...
Read More...
କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୩୮ତମ ବାର୍ଷିକ ଉତ୍ସବ
ଫୁଲବାଣୀ,୨/୫:- ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନଠାରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୩୮ତମ ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ମଇ ଦିବସ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହର, ସମ୍ମାନିତ ଅତିଥି ଭାବେ ଫୁଲବାଣୀ ପୌର!-->…
Read More...
Read More...
ଡିଜିଟାଲ ମାର୍କେଟିଂ ତାଲିମ ଶିବିର ଅନୁଷ୍ଠିତ
ଫୁଲବାଣୀ,୨/୫:- ଟିକାବାଲି ଠାରେ ବ୍ଲକସ୍ତରୀୟ ଡିଜିଟାଲ ମାର୍କେଟିଂ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ତାଲିମ ଶିବିରରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଫ୍ଲିପ୍ କାର୍ଟ, ଅମାଜନ ଓ ଭିଗମାର୍ଟ ଭଳି ଆନ୍ତର୍ଜାତୀୟ ଡିଜିଟାଲ ବଜାରରେ ନିଜନିଜର ଦ୍ରବ୍ୟ ବିକିବା ନିମନ୍ତେ!-->…
Read More...
Read More...