Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାତି ପାହିଲେ ଅକ୍ଷୟ ତୃତୀୟ, ଶ୍ରୀକ୍ଷେତ୍ର ପୁରୀ ଚଳଚଞ୍ଚଳ
ପୁରୀ : ରାତି ପାହିଲେ ପବିତ୍ର ଅକ୍ଷୟ ତୃତୀୟା ସହ ଆରମ୍ଭ ହେବ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା। ଏହି ଅବସରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହେବା ସହ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ତେବେ ଗତ ଦୁଇବର୍ଷ ପରେ ଚଳିତ ବର୍ଷ ଭକ୍ତଙ୍କ!-->…
Read More...
Read More...
ଲଘୁ ବନଜାତ ଦ୍ରବ୍ୟର ଚୋରା ଚାଲାଣ,ଆଦିବାସୀଙ୍କୁ ମିଳୁନି ଉଚିତ୍ ପ୍ରାପ୍ୟ
ଦଶପଲ୍ଲା: ମୁଣ୍ଡଫଟା ଖରାରେ ବଣ ଜଙ୍ଗଲ ବୁଲି ମହୁଲ, ଟୋଲ, ଚାରମଂଜି, କେନ୍ଦୁପତ୍ର ସଂଗ୍ରହ କରୁଥିବା ଆଦିବାସୀଙ୍କୁ ମିଳିପାରୁନି ଏହାର ଉଚିତ ମୂଲ୍ୟ । ରକ୍ତକୁ ପାଣି କରି, ନିଜର ଜୀବିକା ନିର୍ବାହ କରୁଥିବା ଦଶପଲ୍ଲା ବ୍ଲକ୍ର ଶହଶହ ଆଦିବାସୀ ପରିବାର ହେଉଛନ୍ତି ଶୋଷଣର ଶିକାର । ବିଭିନ୍ନ!-->…
Read More...
Read More...
ଶ୍ରମିକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
ସୁବର୍ଣ୍ଣପୁର: ଗତକାଲି ମେ ଦିବସ ଅବସରରେ ସୋନପୁର ଗଣପତି ବାଲାଜି ସ୍ପିନିଂ ମିଲ ଶ୍ରମିକ ସଙ୍ଘ ତରଫରୁ ବାଲାଜି ମନ୍ଦିର ପ୍ରାଙ୍ଗଣରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ରୂପେ ଯୁବନେତା ଅରବିନ୍ଦ ବାରିକ, ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ବିଜେପି!-->…
Read More...
Read More...
କାଳିଆ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ଅକ୍ଷୟ ତୃତୀୟ ଭେଟି
ଭୁବନେଶ୍ୱର : କାଲି ମିଳିବ କାଳିଆ ଟଙ୍କା । ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ଭେଟି ଦେବେ ରାଜ୍ୟ ସରକାର । ପ୍ରତ୍ୟେକ କାଳିଆ ହିତାଧିକାରୀଙ୍କୁ ୨ହଜାର ଟଙ୍କା ଲେଖାଏଁ ମିଳିବ । ଯାହା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା ।
ଖବର ଅନୁଯାୟୀ, ଚଳିତ ବର୍ଷର ପ୍ରଥମ କାଳିଆ!-->!-->!-->…
Read More...
Read More...
ଦାରିଙ୍ଗବାଡ଼ି ପାଇଁ ଗର୍ବ ଆଣିଲେ ରୁନିତା
ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ପାଇଁ ଗର୍ବ ଆଉ ଗୌରବ ଆଣିଲେ ରୁନିତା ପ୍ରଧାନ । ଦାରିଙ୍ଗବାଡି ନୀଳକନ୍ଦର ସାହିର ନିବାସୀ ବିସିକେଶନ ପ୍ରଧାନ ଓ ମାତା ସନ୍ତୋଷିନି ପ୍ରଧାନଙ୍କ ଝିଅ ରୁନିତା ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ଅଧ୍ୟୟନ କରୁଥିଲେ!-->…
Read More...
Read More...
କିଆକଟା ପଞ୍ଚାୟତ ଜିଆରଏସଙ୍କ ବିୟୋଗରେ ଶୋକସଭା
କିଆକଟା : କିଆକଟା ଗ୍ରାମ ପଞ୍ଚାୟତର କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ ସୁନୀଲ କୁମାର ଭୋଇଙ୍କ ଗତ୨୬ ତାରିଖରେ ଅକାଳ ବିୟୋଗ ହୋଇଯାଇଛି । ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଆଜି କିଆକଟା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଗାୟତ୍ରୀ ବେହେରା କାର୍ଯ୍ୟ ନିର୍ବାହୀ ଅଧିକାରୀ ରତ୍ନାକର!-->…
Read More...
Read More...
ଗୋଷ୍ଠୀ କେନ୍ଦ୍ରରେ ହେବ ଜେଏମ୍ଏଫ୍ସି କୋର୍ଟ, ପରିଦର୍ଶନ କଲେ ଜିଲ୍ଲା ଜଜ୍
ପାଟଣାଗଡ଼:ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଜମିରେ ଜେଏମ୍ଏଫ୍ସି କୋର୍ଟ ନିର୍ମାଣ ପାଇଁ ଜିଲ୍ଲା ଜଜ୍ ଲୋକନାଥ ମହାପାତ୍ର କ୍ଷେତ୍ର ପରିଦର୍ଶନ କରିଛନ୍ତି । ଏହାସହ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଗୋଷ୍ଠୀ କେନ୍ଦ୍ରଠାରେ ଅସ୍ଥାୟୀ ଭାବେ!-->…
Read More...
Read More...
ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ବୌଦ୍ଧ/ଜହ୍ନ ।ପଙ୍କ,୩୦/୪: ବୌଦ୍ଧ ବ୍ଳକ ତାଳସରଡା ପଂଚାୟତ ଅନ୍ତର୍ଗତ କନକପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରବିନ୍ଦ ମହାକୁଳଙ୍କ ଆଜି ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ସିଆରସିସି ସଂଜୟ କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା!-->…
Read More...
Read More...
ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକତ୍ସା ଦିବସ ପାଳିତ
ଜଗତସିଂହପୁର,୩୦/୪- ଜଗତସିଂହପୁର ଜିଲ୍ଲା ସଂସ୍କୃତି ଭବନଠାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ପାରୁଲ ପଟୱାରୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ!-->…
Read More...
Read More...
ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ
ପାରଳାଖେମୁଣ୍ଡି,୩୦ା୪ : ଗଜପତି ଜିଲ୍ଲାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରେ ପ୍ରାଣୀ ସଂପଦ ବିକାଶ ବିଭାଗ ଦ୍ୱାରା ବିଭିିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥି ଉପଲକ୍ଷେ ସକାଳ ୭ଘଣ୍ଟା ସମୟରେ ଗୋଷାଣୀ ବ୍ଲକ ଢାମୁଣୀଗାଁ ଠାରେ ଏକ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା!-->…
Read More...
Read More...