Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅବକାରୀ ଚଢ଼ାଉ ୧୫୬୦କିଲୋ ମହୁଲ ଜବତ, ଜଣେ ଗିରଫ
ବାଲିଗୁଡ଼ା,୩୦/୪: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ସିମନବାଡ଼ି ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୧୫୬୦ କିଲୋ ବେଆଇନ ମହୁଲ ଜବତ କରିବାସହ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ବେଆଇନ ଭାବେ ମହୁଲ କିଣି ଗଚ୍ଛିତ ରଖିବା ଅଭିଯୋଗରେ ସିମନବାଡ଼ି ଗ୍ରାମର ବିଦ୍ୟାଧର ସାହୁ ନାମକ!-->…
Read More...
Read More...
ବିବାହର ପ୍ରଥମ ବାର୍ଷିକୀ ଉତ୍ସବ ଉପଲକ୍ଷେ ରକ୍ତଦାନ ଶିବିର
ବୌଦ୍ଧ : ସାଗ୍ରୀ ମହାକୁର ଏବଂ ରଜନୀ ମହାକୁରଙ୍କ ବିବାହର ପ୍ରଥମ ବାର୍ଷିକ ଉତ୍ସବ ଉପଲକ୍ଷେ ଆଦିତ୍ୟ ବିର୍ଲା ଗ୍ରୁପର (ସୋଲାର ପ୍ଲାଣ୍ଟ,ଗାନ୍ଧୀଗ୍ରାମ,ବୌଦ୍ଧ) ସମସ୍ତ ସଦସ୍ୟ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଏହି ଶିବିରରେ ୧୭ଜଣ ରକ୍ତଦାନ କରିଥିଲେ । ଆଦିତ୍ୟ ବିର୍ଲା ଗ୍ରୁପର ପ୍ଲାଣ୍ଟ!-->…
Read More...
Read More...
ଡୁଙ୍ଗୁରିପାଲି ବ୍ଲକରେ ଆରମ୍ଭ ହେଲା ପରିବର୍ତ୍ତନ ଯାତ୍ରା
ସୁବର୍ଣ୍ଣପୁର ବିଭିନ୍ନ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲାରେ ଯୁବନେତା ବଳଦେବ ପ୍ରସାଦ ବେଦବାକଙ୍କ ନେତୃତ୍ୱରେ ବାହାରିଥିବା ପରିବର୍ତ୍ତନ ଯାତ୍ରା ଆଜି ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର କର୍ଲାଯୁଲି ପଞ୍ଚାୟତ ଅନ୍ତର୍ଗତ ମହୁଲ ପାଲି ଗ୍ରାମରୁ ଆରମ୍ଭ ହୋଇଥିଲା । ପ୍ରଥମେ ମହୁଲପାଲି ଗ୍ରାମରେ!-->…
Read More...
Read More...
ମାହେଶ୍ୱରୀ ଗୋଶାଳାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ
ବୌଦ୍ଧ: ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦନ୍ତାପାଳି ସ୍ଥିତ ମାହେଶ୍ୱରୀ ଗୋଶାଳାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଗୋଶାଳା ଅଧକ୍ଷ ନିର୍ଗୁଣ ମହାକୁଡ଼ ଓ ସମ୍ପାଦକ କୃତ୍ତିବାସ ପଲିଆଙ୍କ ତତ୍ୱାବଧାନରେ ପ୍ରାୟ ତିନି ଶହ ଅସହାୟ ବୁଲା ଗୋମାତାଙ୍କୁ ନେଇ ପ୍ରାୟ ତିନିବର୍ଷ!-->…
Read More...
Read More...
ବିଶ୍ୱ ନୃତ୍ୟ ଦିବସ ଅବସରରେ ନଟରାଜ କଳା ମନ୍ଦିରର ବାର୍ଷିକ ଉତ୍ସବ
ଫୁଲବାଣୀ: ବିଶ୍ୱ ନୃତ୍ୟ ଦିବସରେ ଫୁଲବାଣୀର ସୁପରିଚିତ ନୃତ୍ୟ ଓ କଳା ଅନୁଷ୍ଠାନ ନଟରାଜ କଳା ମନ୍ଦିରର ବାର୍ଷିକ ଉତ୍ସବ ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ!-->…
Read More...
Read More...
କାର୍ଯ୍ୟକ୍ଷମ ହେଉନି ବସୁଧା ଯୋଜନା,ପାନୀୟ ଜଳ ଅଭାବରେ ଛଟପଟ ସିର୍କି ଗ୍ରାମବାସୀ
ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକା ପଡ଼ି ପଞ୍ଚାୟତ ସିର୍କି ଗ୍ରାମ ୧୪୦ରୁ ଅଧିକ ପରିବାର ଥିବାବେଳେ ଜନସଂଖ୍ୟା ପ୍ରାୟ ୯୦୦ ରୁ ୧୦୦୦ ହେବ । ଏହି ଗ୍ରାମରେ ସରକାରଙ୍କ ବସୁଧା ଜଳ ଯୋଜନାରେ ଟାଙ୍କି ଥାଇ ମଧ୍ୟ ସମ୍ପୂର୍ଣ ଗ୍ରାମବାସୀ ଜଳ କଷ୍ଟରେ ଜୀବନ!-->…
Read More...
Read More...
ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୁସ୍ତକ ବଣ୍ଟନ
ବାଲିଗୁଡ଼ା: ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ବଣ୍ଟନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦେଶୀ ନାୟକଙ୍କ ସହିତ ସିମନବାଡ଼ି ସରପଞ୍ଚ ଅମିତା ପ୍ରଧାନ ସରପଞ୍ଚ!-->…
Read More...
Read More...
ଉଠାଜଳସେଚନର ଗଭୀର ନଳକୂପ ଖନନ ହେବ କେବେ ?
ସୋନପୁର,୩୦/୪- ଶିଳ୍ପବିହୀନ ସୁବର୍ଣ୍ଣପୁର ଜିଲ୍ଲାର ସତୁରୀ ଭାଗ ଲୋକ ଚାଷ ଉପରେ ନିର୍ଭରଶୀଳ । ଅନ୍ୟପକ୍ଷରେ ଚାଷଜମିକୁ ଜଳସେଚନ ପାଇଁ ଅଗ୍ରାଧିକାର ଦେଉଥିବା ସରକାର କହୁଛନ୍ତି । କିନ୍ତୁ ଜିଲ୍ଲାରେ ଉଠାଜଳସେଚନ ବିଭାଗ ତରଫରୁ ଚାଷ ଜମି ଗଭୀର ନଳକୂପ ଖନନ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।!-->…
Read More...
Read More...
ଜାଲ୍ ନୋଟ୍ କାରବାର ଅଭିଯୋଗରେ ଜଣେ ଅଟକ, କିଛି ଟଙ୍କା ସହ ପ୍ରିଣ୍ଟର ଜବତ
ପାଟଣାଗଡ,୩୦/୪: - ଜାଲ୍ ନୋଟ୍ କାରବାର କରୁଥିବା ଅଭିଯୋଗରେ ପାଟଣାଗଡ଼ ଥାନା ପଣାମୁଣ୍ଡା ଗାଁରୁ ଜଣକୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ୍ । ଅଟକ ଅଭିଯୁକ୍ତ ହେଲେ ଡୁମେରପଦର ଗାଁର ରୋହିତ ଦାସ । ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୯ ଘଣ୍ଟା ସମୟରେ ରୋହିତ ଦାସ ପଣ୍ଡା!-->…
Read More...
Read More...
ସଂଗୀତଜ୍ଞ ତଥା ଶ୍ରୀଜୀଉସେବକ ସରୋଜ ତ୍ରିପାଠୀଙ୍କ ପରଲୋକ
ନବରଙ୍ଗପୁର,୩୦/୪: - କୋଷାଗୁମୁଡା ଜଗନ୍ନାଥ ମନ୍ଦିରର ସେବକ ତଥା ମହାନ ଆଧ୍ୟାତ୍ମିକ ବ୍ୟକ୍ତି ସଂଗୀତଜ୍ଞ ସରୋଜ ତ୍ରିପାଠୀଙ୍କର ଗତକାଲି ସନ୍ଧ୍ୟାରେ ହୃଦଘାତରେ ପରଲୋକ ଘଟିଛି । ଶ୍ରୀଜୀଉଙ୍କ ଆଳତି ସେବା ସାରିବା ପରେ ଦେବାଳୟ ମଧ୍ୟରେ ସେ ବିବ୍ରତ ବିଚଳିତ ହୋଇ ପଡିଥିଲେ ଏବଂ ମହାପ୍ରଭୁଙ୍କ!-->…
Read More...
Read More...