Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆମ୍ବୁଲାନ୍ସ ଲୋକାର୍ପିତ
ପୁରୀ: ଜିଲ୍ଲାପାଳ ସମର୍ଥ ବର୍ମା ଏକ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି । ଏହି ଆମ୍ବୁଲାନ୍ସକୁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଥିଲା । ପରେ ଏହାକୁ ମୁଖ୍ୟ ଚିକିତ୍ସାଳୟକୁ ହସ୍ତାନ୍ତର କରାଯାଇଛି । ଏଥିରେ ବେସିକ ଲାଇଫ୍ ସପୋର୍ଟ ବ୍ୟବସ୍ଥା ରହିଛି । ଉକ୍ତ!-->…
Read More...
Read More...
ଗରମ ତାୱାରେ ସନ୍ତୁଳି ହେଉଛି ଦଶପଲ୍ଲା
ଦଶପଲ୍ଲା,୨୯/୪: - ପ୍ରବଳ ଖରା ତାତିରେ ଆଉଟୁ ପାଉଟୁ ହୋଇ ଦହଗଂଜ ହେଉଛନ୍ତି ଦଶପଲ୍ଲାବାସୀ । ଏଥିସହିତ ଅଘୋଷିତ ବିଦ୍ୟୁତକାଟ୍ ଓ ଜଙ୍ଗଲ ନିଆଁ ପରିସ୍ଥିତିକୁ ଆହୁରି ସଙ୍ଗୀନ କରୁଥିବାବେଳେ ପାନୀୟଜଳ ସମସ୍ୟା ନ କହିବା ଭଲ । ଦଶପଲ୍ଲାର ସର୍ବାଧିକ ତାପମାତ୍ରା ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଡିଗ୍ରୀ!-->…
Read More...
Read More...
କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମ ଉଦ୍ଯାପିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନରେ ଗତ ୧୦ ଦିନ ଧରି ଚାଲିଥିବା କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମର ଉଦ୍ଯାପିତ ହୋଇଯାଇଛି । ଗତ ୧୮.୦୪.୨୦୨୨ ଠାରୁ ଆରମ୍ଭ ହୋଇଥିବା କୁକୁଡା ପାଳନ ତାଲିମ!-->…
Read More...
Read More...
ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷଙ୍କ ଗଜପତି ଗସ୍ତ
ପାରଳାଖେମୁଣ୍ଡି : ରାଜ୍ୟ ସରକାରଙ୍କ ଖାଦ୍ୟ କମିଶନ ଅଧ୍ୟକ୍ଷ ପି.କେ.ମେର୍କାପ ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ ଓ ଆଲୋଚନା କରିଫେରିଥିବାର ଜଣାପଡିଛି । ଶ୍ରୀ ମେର୍କାପଙ୍କ ସହ ରାଜ୍ୟ ଖାଦ୍ୟ କମିଶନର ସଭ୍ୟ ଡିଏନ୍ ପାଢୀ ଓ ମେମ୍ବର ସେକ୍ରେଟାରୀ ସିିବାନୀ ମହାନ୍ତି!-->…
Read More...
Read More...
ସିଡିଏମ୍ଓଙ୍କ କଡା ନିର୍ଦ୍ଦେଶ, ବାସଭବନରେ ରୋଗୀ ଦେଖିପାରିବେନି ଡାକ୍ତର
ଦଶପଲ୍ଲା : ବହୁବର୍ଷ ଧରି ବାସଭବନରେ ରୋଗୀ ଦେଖି ଫିସ୍ ଆଦାୟ କରିବା ଭଳି ଚିରାଚରିତ ପ୍ରଥାରେ ଲାଗିଛି ଅଂକୁଶ । ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ କୌଣସି ଡାକ୍ତର ନିଜ ସରକାରୀ ବାସଭବନରେ ରୋଗୀଙ୍କଠାରୁ ଫି’ ଆଦାୟ କରି ଚିକିତ୍ସା ଯୋଗାଇବେ ନାହିଁ ବୋଲି ସିଡିଏମ୍ଓ ଡାକ୍ତର!-->…
Read More...
Read More...
ଅଲେଖ ପହି ହେଲେ ନୟାଗଡର ନୂତନ ଏସପି
ଦଶପଲ୍ଲା : - ଗୃହ ବିଭାଗର ନିଷ୍ପତ୍ତି କ୍ରମେ ନୟାଗଡ଼ ଏସ୍ ପି ସିଦ୍ଧାର୍ଥ କଟାରିଆଙ୍କୁ ଖୋର୍ଦ୍ଧା ଏସପି ଭାବେ ବଦଳି କରାଯାଇଥିବା ବେଳେ ଖୋର୍ଦ୍ଧା ଏସ୍ପି ଅଲେଖ ପହିଙ୍କୁ ନୟାଗଡ଼କୁ ବଦଳି କରାଯାଇଛି । ଶ୍ରୀ ପହିଙ୍କ ଯୋଗଦାନ ପରେ ନୟାଗଡ ଆଇନ୍ ଶୃଂଖଳା ପରିସ୍ଥିତିରେ ବହୁ ପରିବର୍ତ୍ତନ!-->…
Read More...
Read More...
ମିଳିତ ନାଗରିକ କମିଟି ପକ୍ଷରୁ ଉତ୍କଳ ଗୌରବଙ୍କ ଜୟନ୍ତୀ ପାଳିତ
ଫୁଲବାଣୀ:ଏପ୍ରିଲ ୨୮ତାରିଖ ଉତ୍କଳ ଗୌରବ ମଧୁସୂଦନଙ୍କୁ ଜନ୍ମ ଜୟନ୍ତୀ ଭାବେ ସମଗ୍ର ରାଜ୍ୟରେ ପାଳନ କରାଯାଇଛି । ମିଳିତ ନାଗରିକ କମିଟି ପକ୍ଷରୁ ସାମ୍ବାଦିକ ଭବନଠାରେ ଉତ୍କଳ ଗୌରବଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ସଦସ୍ୟମାନେ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜଣେ ସଚା!-->…
Read More...
Read More...
ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ଶ୍ରାଦ୍ଧଦିବସ ପାଳିତ
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌରପରିଷଦ ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଧୂଳିମାଟିର ସ୍ଥାନ ଗୋପବନ୍ଧୁ ଚୌଧୁରୀଙ୍କ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ!-->…
Read More...
Read More...
ଭିଏସ୍ଏସ୍ ନଗରରେ ଜଳଛତ୍ର ଶିବିର ଆୟୋଜନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବାରୁ ଓ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରୀପ୍ରେକ୍ଷୀରେ ଭିଏସସନଗର ସରକାରୀ ହାଇସ୍କୁଲ୍ ନିକଟରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ଜଳଛତ୍ର ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ!-->…
Read More...
Read More...
ଆଇପିଏସସ୍ତରରେ ବଡ଼ ଧରଣର ଅଦଳବଦଳ
ଭୁବନେଶ୍ୱର : ରାଜ୍ୟ ସରକାର ଆଇପିଏସସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଆଇପିଏସ ଡକ୍ଟର ମନୋଜ କୁମାର ଛାବ୍ରାଙ୍କୁ ଡିଜି ପ୍ରିଜନ ଭାବେ ବଦଳି କରାଯାଇଛି । ସେହିପରି ଆଇପିଏସ ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଡିଜି ଫାୟାର ସର୍ଭିସ ଭାବେ ଅବସ୍ଥାପିତ କରାଯାଇଛି !-->…
Read More...
Read More...