Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶ୍ରୀକୁଞ୍ଜ ବିହାରୀ ପାଠାଗରର ବାର୍ଷିକ ଉତ୍ସବ ପାଳନ
ନବରଙ୍ଗପୁର : ସ୍ଥାନୀୟ ବୈଭବ କଲ୍ୟାଣ ମଣ୍ଡପ ଠାରେ ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ପାଠାଗର ତାର ପଞ୍ଚମ ବାର୍ଷିକ ଉତ୍ସବ ପାଳନ କରିଛି । କବି ଶ୍ରୀ ନାରାୟଣ ପଣ୍ଡାଙ୍କ ସଭାପତିତ୍ୱରେ ମହା ସମାରୋହରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ସୁଦୂର ବରଗଡ଼ରୁ ଲେଖକ ବାଗ୍ମୀ!-->…
Read More...
Read More...
ଦୋକନରେ ଅଗ୍ନିକାଣ୍ଡ, ବୃଦ୍ଧ ମୃତ
ହରଭଙ୍ଗା : ହରଭଙ୍ଗା ପଞ୍ଚାୟତ ପୁରୁଣା ଅଫିସ ନିକଟରେ ଏକ ଅସହାୟ ବୃଦ୍ଧ ଶଙ୍କର ମହାକୁଡ଼ (୭୫) ଆଜକୁ ୨୦ ବର୍ଷ ଧରି ପଂଚାୟତ ନିକଟରେ କାଠ କେବିନ ପକାଇ ଏକ ଛୋଟ ଦୋକାନ କରି ଚଲୁଥିଲା । ଗତକାଲି ବିଳମ୍ବିତ ରାତିରେ ଦୋକାନ ଭିତରେ ଲଣ୍ଠନ ଜଳାଇ ଦୋକାନ ଭିତରେ ଶଙ୍କର ମହାକୁଡ଼ ଶୋଇଥିଲା । ହଠାତ!-->…
Read More...
Read More...
ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ: ଜିରୋ କାଜୁଆଲିଟି ଉପରେ…
ସୁବର୍ଣ୍ଣପୁର : ଚଳିତ ବର୍ଷ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସୁପାର ଠେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ!-->…
Read More...
Read More...
ନୂଆଦିଲ୍ଲୀରେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନାଙ୍କୁ ଜାତୀୟ ସ୍ତରୀୟ ପ୍ରତିଭା ସମ୍ମାନ ପ୍ରଦାନ
ପାରଳାଖେମୁଣ୍ଡି : ପାରାଳାଖେମୁଣ୍ଡିର ଅବସରପ୍ରାପ୍ତ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଶିକ୍ଷାବିତ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନାଙ୍କୁ ନୂଆଦିଲ୍ଲୀ ଠାରେ ଜାତୀୟ ସ୍ତରୀୟ ପ୍ରତିଭା ସମ୍ମାନରେ ସମ୍ଭର୍ଦ୍ଧିତ କରାଯାଇଛି ।ନୂଆଦିଲ୍ଲୀର କୋଲେରା ବାଗ ସ୍ଥିତ ମେଟ୍ରୋଭ୍ୟୁ!-->…
Read More...
Read More...
ଶ୍ରୀମନ୍ଦିର ନାଟମଣ୍ଡପ ଉପରକୁ ଚଢିଗଲେ ବଙ୍ଗୀୟ ଯୁବକ
ପୁରୀ : ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିର ନାଟମଣ୍ଡପ ଉପରେ ଜଣେ ବଙ୍ଗୀୟ ଯୁବକ ଚଢୁଥିବା ବେଳେ ତାଙ୍କୁ ପୁଲିସ ଅଟକ ରଖିଛି । ଅଟକ ଯୁବକ ଜଣକ ହେଉଛି ପଶ୍ଚିମବଙ୍ଗ ଅଞ୍ଚଳର ରାକେଶ ହାଜରା । ଆଜି ମଧ୍ୟାହ୍ନ ସମୟରେ ରାକେଶ ଘଣ୍ଟି ଦ୍ୱାର ଦେଇ ନାଟ ମଣ୍ଡପରେ!-->…
Read More...
Read More...
ଧଳପୁର ଛକଠାରୁ ପୁରୁଣାକଟକ ରାସ୍ତା ଓ ଡ୍ରେନ ନିର୍ମାଣ ଦାବିରେ ରାସ୍ତାରୋକ
ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଗାଁ ମୁଣ୍ଡ ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ନିର୍ମାଣ ଶୀଘ୍ର ଆରମ୍ଭ କରିବା ଦାବିରେ ସୋମବାର ଧଲପୁର ଛକ ଠାରେ ଆଞ୍ଚଳିକ ବିକାଶ ତରଫରୁ ରାସ୍ତା ରୋକ କରାଯାଇଥିଲା । ସକାଳ ୭ଟା ଠାରୁ ପରିଷଦର ସମ୍ପାଦକ ବିକାଶ ମହାକୁଡ଼,ଉପ ସଭାପତି ଲବ କୁମାର ପ୍ରଧାନ,!-->…
Read More...
Read More...
ସଂଗ୍ରାମପୁର ବିଦ୍ୟାଳୟରେ ବୁଦ୍ଧ ଜୟନ୍ତୀ ପାଳିତ
ସାହାଜପାଲ: ବୌଦ୍ଧ ଜିଲ୍ଲା ତାଳ ସରଡ । ପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମ ପୁର ଉଚ୍ଚ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ବୁଦ୍ଧ ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭରତ ମେହେର ବୁଦ୍ଧଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।!-->…
Read More...
Read More...
ବେଆଇନ ଭାବେ ନଦୀରୁ ହେଉଛି ବାଲି ଚୋରା ଚାଲାଣ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକରେ ଦୁଇଟି ପ୍ରମୁଖ ନଦୀ ରହିଛି । ଗୋଟିଏ ହେଲା ଇଦ୍ରାବତୀ ନଦୀ ଆଉ ଗୋଟିଏ ହେଲା ଭାସ୍କେଲ ନଦୀ । ରାଜସ୍ୱ ବିଭାଗ ପକ୍ଷରୁ ଏହି ଦୁଇଟି ନଦୀର ବାଲି ଉଠାଣ ପାଇଁ ଟେଣ୍ଡର ଦେଇଛନ୍ତି ଓ ଆଉ କିଛି ଘାଟରେ ଟେଣ୍ଡର ହୋଇନାହିଁ । ସରକାରଙ୍କ!-->…
Read More...
Read More...
ଦଶପଲ୍ଲାରେ ବାର୍କୁ ତୀବ୍ର ବିରୋଧ
ଦଶପଲ୍ଲା: ଦଶପଲ୍ଲା ର ବ୍ୟବସାୟୀକ ପେଣ୍ଠସ୍ଥଳ ଦୁର୍ଗାବଜାରରେ ଏକ ମଦ ବାର ଖୋଲିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଯାହାକୁ ନେଇ ଦଶପଲ୍ଲାରେ ତୀବ୍ର ଜନ ଅସନ୍ତୋଷ ସୃଷ୍ଟି ହେବା ସହ,ଏହାକୁ ଜୋର୍ଦାର ବିରୋଧ କରାଯାଇଛି । ଦଶପଲ୍ଲା ଏନଏସି ଅଧ୍ୟକ୍ଷା ପୁନମ୍!-->…
Read More...
Read More...
ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ
ବଲାଙ୍ଗୀର: ବଲାଙ୍ଗୀର ଜ଼ିଲ୍ଲା ସନ୍ତରଣ ସଂଘ ତରଫରୁ ସ୍ଥାନୀୟ ଆର ଏନ ସିଂଦେଓ ସନ୍ତରଣଗାରରେ ବଲାଙ୍ଗୀର ଜ଼ିଲ୍ଲା ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜ଼ିଲ୍ଲା ପରିଷଦ ସଭାପତି ଦେବକୀ ସାହୁ ସମ୍ମାନିତ ଅତିଥି ଭାବେ ମୁନିସିପାଲଟି ଅଧକ୍ଷା ଲିକା ସାହୁ ଓ ସିଆରପିଫ!-->…
Read More...
Read More...