Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ତେଲି ସମାଜ ଓ କଲଙ୍ଗା ସମାଜର ନବନିର୍ମିତ ଦ୍ୱୟ ଧର୍ମଶାଳାର ଶୁଭ ଉଦଘାଟନ
ପାଟଣାଗଡ଼,୨୬/୪- ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ତଥା ପଶ୍ଚିମ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ହରିଶଙ୍କର ଠାରେ ତୈଳିକ ବୈଶ୍ୟ ତେଲିସମାଜ ଓ ଗନ୍ଧମାର୍ଦ୍ଦନ ବଞ୍ଚାଅ କଳଙ୍ଗା ସମାଜର ନବନିର୍ମିତ ଦୁଇ ଧର୍ମଶାଳାକୁ ଆଜି ପାଟଣାଗଡ଼ ଲୋକପ୍ରିୟ ବିଧାୟକ ସରୋଜ କୁମାର ମେହେରଙ୍କ ଦ୍ୱାରା!-->…
Read More...
Read More...
ଝଙ୍କଡ଼ବାସୀ ମା’ ଶାରଳା ମନ୍ଦିର ପରିଦର୍ଶନ କଲେ ୫-ଟି ସଚିବ
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ମନ୍ଦିର ପୀଠକୁ ଆଜି ଗସ୍ତରେ ଆସିଥିଲେ ୫ଟି ସଚିବ ଭି କେ ପାଣ୍ଡିଆନ । ଆଜି ସକାଳ ପ୍ରାୟ ୭ଟା ସମୟରେ ପାଣ୍ଡିଆନ ମା ଶାରଳା ମନ୍ଦିରରେ ପହଞ୍ଚିଥିଲେ । ମା ଙ୍କ ଦର୍ଶନ ସହ ପ୍ରଥମ ଆଳତୀ କରିବା ପରେ ମନ୍ଦିର ଚାରିପାଖରେ!-->…
Read More...
Read More...
ନୟାଗଡ଼ ରାମେଶ୍ୱର ସାହିରୁ କିନ୍ନରଙ୍କ ମୃତଦେହ ଉଦ୍ଧାର
ଦଶପଲ୍ଲା : ନୟାଗଡ଼ ରାମେଶ୍ୱର ସାହି ସ୍ଥିତ ମଙ୍ଗଳା ସାହିର ଏକ ଘରୁ ଜଣେ କିନ୍ନରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ଆତ୍ମହତ୍ୟା କରିଥିବା ଶୁଣିବାକୁ ମିଳୁଥିବା ବେଳେ ତାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ମଧ୍ୟ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ରାଜପାଟଣା!-->…
Read More...
Read More...
ଏହି ସ୍କୁଲରେ ମାଗଣାରେ ପଢିବେ କୋଭିଡ ଅନାଥ
ଭୁବନେଶ୍ୱର: କରୋନା ମହାମାରୀ ଦୁଇ ବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱର ଅର୍ଥିକ ସ୍ଥିତିକୁ କବଜା କରି ରଖିଥିଲା । ଏହି ମହାମାରୀରେ ଅନାଥ ହୋଇଛନ୍ତି ହଜାର ହଜାର ଶିଶୁ । ବାପା, ମା’ଙ୍କୁ ହରାଇ ଅସହାୟ ହୋଇଯାଇଛନ୍ତି । ହେଲେ ଏବେ ଏହି କୋଭିଡ ଅନାଥ ଶିଶୁଙ୍କ ପାଇଁ ପାଠ ପଢିବାର ସୁଯୋଗ!-->…
Read More...
Read More...
’ରାମ ଗାଥାରେ ସାମାଜିକ ପ୍ରଭାବ ଓ ବୌଦ୍ଧର ରାମଲୀଳା’ ଶୀର୍ଷକ ଆଲୋଚନା ଚକ୍ର
ବୌଦ୍ଧ,୨୬/୪- ଶ୍ରୀରାମଲୀଳା ଯାତ୍ରା ଉପଲକ୍ଷେ ବୌଦ୍ଧଠାରେ "ରାମ ଗାଥାରେ ସାମାଜିକ ପ୍ରଭାବ ଓ ବୌଦ୍ଧର ରାମଲୀଳା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପଲ୍ଲିଶ୍ରୀ ଓ ପୁସ୍ତକ ମେଳାର ତୃତୀୟ ଦିବସରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଉଦଘାଟକ ଭାବରେ ପୂର୍ବତନ ବାଚସ୍ପତି ତଥା ବୌଦ୍ଧ!-->…
Read More...
Read More...
ବୌଦ୍ଧ ପଲ୍ଲିଶ୍ରୀ ଓ ପୁସ୍ତକମେଳାର ତୃତୀୟ ସନ୍ଧ୍ୟା, ସମ୍ବଲପୁରୀ ନୃତ୍ୟ ମନ ମୋହିଲା
ବୌଦ୍ଧ,୨୬/୪- ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସଭାପତିତ୍ୱରେ ଅନୁଷ୍ଠିତ ପଲ୍ଲିଶ୍ରୀ ଓ ପୁସ୍ତକ ମେଳାର ତୃତୀୟ ଦିବସର ସନ୍ଧ୍ୟା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଣ୍ଟାମାଳ ବିଧାୟକ ମହୀଧର ରଣା ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ସିନେ ତାରକା!-->…
Read More...
Read More...
ନେତାଜୀ ସୁଭାଷ ବୋଷ ଜୁନିୟର କଲେଜରେ ଇତିହାସ କଂଗ୍ରେସ୍ ଉଦ୍ଘାଟିତ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁଭାଷ ବୋଷ ଜୁନିୟର କଲେଜରେ କନ୍ଧମାଳ ଜିଲ୍ଲା ଇତିହାସ କଂଗ୍ରେସ ଡଃ. ସୁନୀଲ କୁମାର ପାତ୍ର ଅଧିକ୍ଷକଙ୍କ ସଭାପତିତ୍ୱରେ ଅୟୋଜିତ ହୋଇଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡଃ. ମନ୍ମଥ ପାଢୀ ପୂର୍ବତନ କୁଳପତି!-->…
Read More...
Read More...
ଟାକରା ଘାଟି ନିକଟରୁ ଅଜଣା ବାଇକ୍ ଉଦ୍ଧାର
ଦଶପଲ୍ଲା,୨୬/୪: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ଟାକରାଘାଟି ନିକଟସ୍ଥ ଅସିନିବେରେଣା ଖାଲ ନିକଟରୁ ପୁଲିସ ଏକ ଦୁର୍ଘଟଣାଗ୍ରସ୍ତ ବାଇକ୍ ଉଦ୍ଧାର କରିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଘାଟି ତଳେ ପ୍ରାୟ ୫ ଦିନ ହେଲା ( ଓଆର୍ ୧୨ ୯୦୫୯ ) ବାଇକଟି ସେହିଭଳି!-->…
Read More...
Read More...
ଦୀର୍ଘ ଦୁଇ ବର୍ଷ ପରେ ବାଲିଗୁଡାରେ ଖୋଲିଲା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ
ବାଲିଗୁଡା,୨୬/୪: ଦୀର୍ଘ ୨ ବର୍ଷ ପରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଛି । ଦୁଇବର୍ଷ ପରେ ଆଜି ପୁଣି ବାଲିଗୁଡା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି । ଏଥିରେ ଜିଲ୍ଲାପାଳ ଡା. ଡି ବୃନ୍ଦା, କନ୍ଧମାଳ ଏସ୍ପି ଭିନୀତ୍ ଅଗ୍ରୱାଲ୍, ଏସଡିପିଓ!-->…
Read More...
Read More...
ଜବରଦଖଲ ଦୋକାନୀଙ୍କଠାରୁ ଫାଇନ ଆଦାୟ କଲା ପାଟଣାଗଡ଼ ଏନ୍ଏସି
ପାଟଣାଗଡ଼ : ପାଟଣାଗଡ଼ ସହରରେ ଟ୍ରାଫିକ ସମସ୍ୟା ଦୀର୍ଘ ଦିନ ଧରି ଦେଖାଯାଉଥିବା ବେଳେ ଆଜି ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହ ଅଧିକାରୀ ଗୈାରହରୀ ମହନ୍ତଙ୍କ ନେତୃତ୍ୱରେ ଏକ ଟିମ୍ ଓ ପୋଲିସର ସହଯୋଗରେ ସହର ମୁଖ୍ୟ ରାସ୍ତା କଡ଼ର ଜବରଦଖଲ କରିଥିବା ଦୋକାନୀଙ୍କ ଠାରୁ!-->…
Read More...
Read More...