Browsing Category

ରାଜ୍ୟ

ପୋଲ ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଜହ୍ନାପଙ୍କ :ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କଠାରୁ ଜଗତି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଫେଜ-୨ର ରାସ୍ତା ସମ୍ପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟ ଚାଲୁଅଛି । ତେବେ ଏହି ରାସ୍ତାରେ ଥିବା ପୋଲଗୁଡିକ ମଧ୍ୟ ନୂତନ ଭାବେ କରାଯାଉଛି । କିନ୍ତୁ ଠିକାଦାର ନିଜ ଇଚ୍ଛାରେ ପୋଲ
Read More...

ବୁଗୁଡ଼ା କଲୋନୀବାସୀଙ୍କୁ ଆଲୋଚନା ପାଇଁ ଡାକିଲେ ଭୂ-ଅର୍ଜନ ଅଧିକାରୀ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ପଞ୍ଚାଯତ ବୁଗୁଡ଼ା କଲୋନୀ ଗ୍ରାମବାସୀ ନ୍ୟାୟ ପାଇଁ ଦୀର୍ଘଦିନ ଧରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇଥିବାବେଳେ ଆଜି ସେମାନଙ୍କୁ ଆଲୋଚନା ପାଇଁ ନୋଟିସ୍‌ ପଠାଇଛନ୍ତି ସ୍ୱତନ୍ତ୍ର ଭୂ ଅର୍ଜନ ଅଧିକାରୀ ନୟାଗଡ଼ । ଦଶପଲ୍ଲା ତହସିଲ ପକ୍ଷରୁ ଏହି
Read More...

ପୁରୀରେ ହେବାକୁ ଥିବା ପଦଯାତ୍ରା ସ୍ଥଗିତ

ପୁରୀ : ଶ୍ରୀମନ୍ଦିର ଚାରି ପାଖରେ ଏଏସ୍‌ଆଇ ଓ ଏନ୍‌ଏମ୍‌ଏର ବିନା ଅନୁମତି ଚାଲିଥିବା ଖନନ ଓ ସ୍ଥାୟୀ ନିର୍ମାଣ କୁ ବିରୋଧ କରି ଆସନ୍ତାକାଲି ପୁରୀ ରେ ହେବାକୁ ଥିବା ପଦଯାତ୍ରା ଉପରେ ରୋକ ଲଗାଇଛି ପ୍ରଶାସନ । ପୁରୀରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବା ଆଶଙ୍କା କରି ପ୍ରଶାସନ ଏହି ପଦଯାତ୍ରା
Read More...

ବୌଦ୍ଧରେ ଅଗ୍ନି ବର୍ଷା : ରେକର୍ଡ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଅଗ୍ନିବର୍ଷା । ଦିନକୁ ଦିନ ଅସହ୍ୟ ହେଉଛି ତାତି । ପ୍ରତିଦିନ ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହୁଛି । ବିଶେଷକରି,ପଶ୍ଚିମ ଓଡ଼ିଶା ସ୍ଥିତି ସାଂଘାତିକ । ଗତ କିଛି ଦିନ ଧରି ଅଗ୍ନି ବର୍ଷାରେ ଜଳୁଛି ବୌଦ୍ଧ ସହର । ଆଜି ୪୪.୫ ଡିଗ୍ରି ସହ
Read More...

ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ : ଶ୍ରମିକଙ୍କୁ ବକେୟା ମଜୁରୀ ଟଙ୍କା ନମିଳିବାରୁ କାମ ବନ୍ଦ କଲେ ଶ୍ରମିକ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ମହାନଦୀ ଉପରେ ସେତୁ ନିର୍ମାଣ କାମ ଦିନକୁ ଦିନ ସରି ସରି ଆସୁଥିବା ବେଳେ କାମ କରୁଥିବା ଶ୍ରମିକଙ୍କ ବକେୟା ଟଙ୍କା ଏପର୍ଯ୍ୟନ୍ତ ନମିଳିବାରୁ ସ୍ଥାନୀୟ ଶ୍ରମିକମାନେ ଚାଲୁଥିବା ଆପ୍ରଚ ରୋଡ଼ କାମକୁ ସୋମବାର ଦିନ ବନ୍ଦ ରଖିଥବା ଜଣାପଡିଛି ।
Read More...

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା କମିଟି ବୈଠକ, ଖୋଲା ସ୍ଥାନରେ ବଜ୍ରପାତରୁ ରକ୍ଷା ପାଇବା…

ନବରଙ୍ଗପୁର: ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ବୈଠକରେ ଜିଲ୍ଲାପାଳ ଡକ୍ଟର କମଳଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା(ବନ୍ୟା) କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର
Read More...

୬ରୁ ୧୨ ପିଲାଙ୍କୁ କୋଭାକ୍ସିନ ଟିକା

ଭୁବନେଶ୍ୱର: ଆଗକୁ କରୋନାର ଚତୁର୍ଥ ଲହର ଆସିବାକୁ ଅଛି । ଏନେଇ ସବୁଠି ଭୟର ବାତାବରଣ । ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ୬ରୁ ୧୨ ବର୍ଷର ପିଲାମାନଙ୍କ ଟିକାକରଣ ସମ୍ପର୍କରେ ଏହି ବଡ଼ ଖବର ସାମନାକୁ ଆସିଛି । ୬ରୁ ୧୨ ବର୍ଷର ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ
Read More...

ଆଉ ୪ରୁ ୫ ଦିନ ପ୍ରଚଣ୍ଡ ତାତି ରହିବ : ଆଏମଡି ଡିଜି

ଭୁବନେଶ୍ୱର: ସାରା ରାଜ୍ୟକୁ କଲବଲ କରୁଛି ତାତି । ଟାଣ ଖରା ସହ ଝାଞ୍ଜି ପବନରେ ଅସ୍ତବ୍ୟସ୍ତ ଜନଜୀବନ । ସାରା ରାଜ୍ୟରେ ଅଗ୍ନିବର୍ଷା । ଡହଡହ ଖରା ସହ ଝାଞ୍ଜିରେ ଅସ୍ତବ୍ୟସ୍ତ ଜନଜୀବନ । ଖରା ଏମିତି ହେଉଛି ଯେ ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ । ଏହା ଭିତରେ ଏକ ବଡ଼ ସୂଚନା ଦେଇଛନ୍ତି
Read More...

ଆସନ୍ତାକାଲିଠାରୁ କଲେଜ କ୍ଲାସ ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲିଠାରୁ କଲେଜ ଯିବେ ନାହିଁ ଛାତ୍ରଛାତ୍ରୀ। କାଲିଠାରୁ ମେ’ ୨ ତାରିଖ ଯାଏ କଲେଜ ଓ ୟୁନିଭର୍ସିଟିରେ କ୍ଲାସ ରୁମ୍‌ରେ ପଠା ପଢ଼ାହେବ ନାହିଁ। ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କାଲିଠାରୁ ୟୁଜି/ପିଜି କ୍ଲାସକୁ ବନ୍ଦ କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ପକ୍ଷରୁ ଏହି
Read More...

୪୧୧ କିଲୋ ଗଞ୍ଜେଇ ସହ ୩ ଗାଡି ଜବତ: ୭ଜଣ ଗିରଫ

ସମ୍ବଲପୁର: ଗଞ୍ଜେଇ ଚୋରା ଚାଲାଣର ଏକ ବଡ ରେକେଟ ପର୍ଦ୍ଦାଫାଶ କରିବାରେ ସମ୍ବଲପୁର ପୁଲିସ ସଫଳ ହୋଇଛି । ଏଥିରେ ସାମିଲ ୭ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୪୧୧ କିଲୋଗ୍ରାମ ଗଞ୍ଜେଇ ଓ ଏହାକୁ ନେବା ଆଣିବା କରିବା ପାଇଁ ବ୍ୟବହୃତ ୩ଟି ଗାଡି ଜବତ କରାଯାଇଛି । ଏ ବିଷୟରେ ଜିଲ୍ଲା
Read More...