Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ଭୁବନେଶ୍ୱର ସାଂସଦ
ପୁରୀ : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବହୁତ ଖୁସି ଥିବା କହିଛନ୍ତି । ତେବେ ତାଙ୍କ ପାଇଁ ଭୁବନେଶ୍ୱରରୁ ଶ୍ରୀମନ୍ଦିର ଯାଏ ଯେଭଳି ପୋଲିସ ପ୍ରଶାସନର ବ୍ୟବସ୍ଥା କରାଗଲା ତାହାକୁ ନେଇ ସେ ରାଜ୍ୟ!-->…
Read More...
Read More...
ନାବାଳକ ଭାଇଙ୍କୁ ହତ୍ୟା କଲା ସଂପର୍କୀୟ ବଡ ଭାଇ
ଟିଟିଲାଗଡ : ନାବାଳକ ଭାଇଙ୍କୁ ହତ୍ୟା କରିଛି ଜଣେ ଦୂର ସଂପର୍କୀୟ ଭାଇ । ଏମିତି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସିରଭଟାପଡାରେ । ନାବାଳକର ଶବକୁ ଟିଟିଲାଗଡ-ବଲାଙ୍ଗୀର ରାସ୍ତାରେ ଥିବା ମାତୃ ଆଉ ଶିଶୁ ଡାକ୍ତରଖାନା ପାଖରେ ଥିବା ଏକ ନିର୍ମାଣଧୀନ ଘର ନିକଟରେ ଥିବା ବିରାଟ!-->…
Read More...
Read More...
ରାବଣବଧ ସହ ସରିଲା ବୌଦ୍ଧଗଡଜାତର ଶ୍ରୀରାମଲୀଳା ଯାତ୍ରା
ବୌଦ୍ଧ : ଅସତ୍ୟ ଉପରେ ସତ୍ୟର ଜୟ, ରାବଣ ବଧ ସହ ସରିଲା ବୌଦ୍ଧଗଡଜାତର ଶ୍ରୀରାମଲୀଳା ଯାତ୍ରା । ଦୀର୍ଘ ୧୮ ଦିନ ଧରି ରାମଲୀଳା ନାଟ୍ୟ ସଂସଦ ପକ୍ଷରୁ ସ୍ଥାନୀୟ ମାରୁତି ମଣ୍ଡପଠାରେ ଚାଲି ଆସୁଥିବା ରାମଲୀଳା ଯାତ୍ରା ଗତକାଲି ଶେଷ ହୋଇଛି । ଯାତ୍ରାକୁ ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାର!-->…
Read More...
Read More...
ସଂରକ୍ଷିତ ଜଙ୍ଗଲକୁ ସଫା କରୁଛନ୍ତି କାଠ ମାଫିଆ, ନୀରବ ସାଜିଛି ବନବିଭାଗ
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଲରମ୍ଭା ଅଞ୍ଚଳରେ ଅବାଧରେ କାଠ ମାଫିଆ କାଟି ନେଉଛନ୍ତି ମୂଲ୍ୟବାନ ଶାଗୁଆନ ଓ ଔଷଧୀୟ ଗଛ । ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପାହାଡ ଏବେ ଶ୍ରୀହୀନ ହେବାକୁ ବସିଥିବା ବେଳେ ଚେଇଁ ଶୋଇଛି ବନବିଭାଗ । ଦିନ ବିଭାଗର ନାକତକୁ ଜଙ୍ଗଲ ସଫା କରିବାରେ ଲାଗିଛନ୍ତି ।!-->…
Read More...
Read More...
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ଚିତ୍ରଶିଳ୍ପୀ ସୁଚିସ୍ମିତା: କାଚ ବୋତଲରେ ସ୍ପଞ୍ଜ ଆକ୍ରିଲିକ୍ ପେଣ୍ଟିଂ
ଅନୁଗୋଳ : ଅନୁଗୋଳ ଜିଲ୍ଲା ନାଲକୋ ନଗର ଅଞ୍ଚଳର ଚିତ୍ରଶିଳ୍ପୀ ସୁଚିସ୍ମିତା ଦାସ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି । ପୁରୁଣା କାଚ ବୋତଲ ଉପରେ ସ୍ପଞ୍ଜ ଆକ୍ରିଲିକ୍ ପେଣ୍ଟ୍ ଆଙ୍କି ଅନୁଗୋଳ ପାଇଁ ଗୋରବ ଆଣିଛନ୍ତି । ପିଲାଦିନରୁ ଚିତ୍ରଆଙ୍କି ବହୁ ସୁନମା ଅର୍ଜନ କରୁଥିଲେ ।!-->…
Read More...
Read More...
ମାଛ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ବୁଲବୁଲ ସ୍ୱୟଂ ସହାୟକ ଗୋଷ୍ଠୀ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାର ଆଦିମ ଅଧିବାସୀଙ୍କ ମୁଖ୍ୟ ଚାଷ ହେଉଛି ହଳଦୀ ଚାଷ । ଏହାବ୍ୟତୀତ ଅନ୍ୟାନ୍ୟ ପାରମ୍ପରିକ ଚାଷ ଯଥା ଧାନ,ମାଣ୍ଡିଆ,କାନ୍ଦୁଲ, ମକା ,ଅଦା ଆଦି ଚାଷ କରିଥାନ୍ତି । ବିଶେଷ କରି ଅର୍ଥକାରୀ ଫସଲ ଭାବେ ଅଦା, ହଳଦୀ,ମକା ଓ କାନ୍ଦୁଲ ଚାଷ କରିଥାନ୍ତି । ହେଲେ କଠିନ!-->…
Read More...
Read More...
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜିଲ୍ଲାସ୍ତରୀୟ ୧୩୧ତମ ଜନ୍ମ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି : ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର , ଭାଷାଭିତ୍ତିକ ରାଷ୍ଟ୍ର ନିର୍ମାଣର ବଳିଷ୍ଠ ବିନ୍ଧାଣୀ , ଅଗ୍ରପୂଜ୍ୟ, ଚୀର-ସ୍ମରଣୀୟ ତଥା ବନ୍ଦନୀୟ , ପୁଣ୍ୟଶ୍ଳୋକ ପୁଣ୍ୟାତ୍ମା, ଅମ୍ଳାନ ବ୍ୟକ୍ତିତ୍ୱ, ଓଡ଼ିଆ ସ୍ୱାଭିମାନି ମହାପୁରୁଷ ତଥା ସମସ୍ତ ଉତ୍କଳବାସୀଙ୍କ!-->…
Read More...
Read More...
ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ
ପାରଳାଖେମୁଣ୍ଡି : ସ୍ଥାନୀୟ ସରକାରୀ ମେହେନ୍ଦ୍ର ଗିରି ପୌର ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷକ ଶିକ୍ଷା ନିଦେଶଳୟ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି ।!-->…
Read More...
Read More...
ବୌଦ୍ଧ ବ୍ଲକ ଶିକ୍ଷା ସମୀକ୍ଷା ବୈଠକ
ବୌଦ୍ଧ : ବୌଦ୍ଧ ବ୍ଲକ ଏପ୍ରିଲ ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପଦୋନ୍ନତି ପାଇ ଯୋଗଦାନ କରିଥିବା ପ୍ରଧାନ ଶିକ୍ଷକମାନଙ୍କୁ ଯଥା ଶୀଘ୍ର!-->…
Read More...
Read More...
ଟିମ ବ୍ରଦର ହୁଡ ଦ୍ୱାରା ପଥଚାରୀ ଓ ଯାତ୍ରୀଙ୍କୁ ଦହି ପଣା ବଣ୍ଟନ
ବାଲିଗୁଡ଼ା: ସାରା ରାଜ୍ୟରେ ଲାଗି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ ଏଥିରୁ ବର୍ତ୍ତି ନାହିଁ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି । ଏଠାରେ ମଧ୍ୟ ତାପମାତ୍ରା ପାଖାପାଖି ୪୦ ଡିଗ୍ରୀ ରହୁଛି । ଲୋକଙ୍କୁ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ପାଇଁ ସିମନବାଡି ଗ୍ରାମର ବିନଦାସ ୟୁଥ ଗ୍ରୁପ ଦ୍ୱାରା ଆଜି!-->…
Read More...
Read More...