ଜିଲ୍ଲା ଯୋଜନା ଓ ସଂଯୋଜନ ବିଭାଗରେ ନୂତନ ଉପ ନିର୍ଦ୍ଦେଶକଙ୍କ ଯୋଗଦାନ

0 97

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ଓ ସଂଯୋଜନ ବିଭାଗ ରେ ନୂତନ ଉପ ନିର୍ଦ୍ଦେଶକ ଭାବରେ ଚତୃର୍ଭୁଜ ସାହୁ ଆଜି ଯୋଗଦାନ କରିଛନ୍ତି । ଯୋଜନା ଓ ସଂଯୋଜନା ବିଭାଗର ପତ୍ର ସଂଖ୍ୟା ୫୫୦୭, ତା.୪/୫/୨୨ ଅନୁସାରେ ଶ୍ରୀ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି । ଏହା ପୂର୍ବରୁ ସେ କନ୍ଧମାଳ ଜିଲ୍ଲାରେ ଯୋଜନା ଓ ସଂଯୋଜନ କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିଲେ । ଶ୍ରୀ ସାହୁ ୨୦୦୪ ମସିହାରୁ ୨୦୧୮ ଏବଂ ପରେ ମଧ୍ୟ କିଛି ଦିନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ଯୋଜନା ବିଭାଗର ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିଲେ ।

hiranchal ad1
Leave A Reply

Your email address will not be published.

5 + 11 =