Browsing Category

ରାଜ୍ୟ

ବୌଦ୍ଧ ପଲ୍ଲିଶ୍ରୀ ଓ ପୁସ୍ତକ ମେଳାର ଦ୍ୱିତୀୟ ଦିବସରେ ବ୍ୟଙ୍ଗକବି ସମ୍ମିଳନୀ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ

ବୌଦ୍ଧ,୨୫/୪- ଶ୍ରୀରାମଲୀଳା ଯାତ୍ରା ଉପଲକ୍ଷେ ଅନୁଷ୍ଠିତ ବୌଦ୍ଧ ପଲ୍ଲିଶ୍ରୀ ଓ ପୁସ୍ତକ ମେଳାର ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ବୌଦ୍ଧବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶି
Read More...

ଆଦିବାସୀ ଚିତ୍ରକଳା ପ୍ରତିଯୋଗିତାରେ ଛାତ୍ରଙ୍କ କୃତିତ୍ୱ

ପଦ୍ମପୁର,୨୫/୪- ପଦ୍ମପୁର ନିକଟସ୍ଥ ମହୁଲପାଲି ଗାଁର ଜଣାଶୁଣା ଚିତ୍ରଶିଳ୍ପୀ ନରେନ୍ଦ୍ର ବରିହାଙ୍କ ପୁଅ ଓମ ଅଙ୍କିତ ବରିହା ନିଜ ଗାଁ ତଥା ଅଞ୍ଚଳ ପାଇଁ ଗୈାରବ ଆଣି ଦେଇଛନ୍ତି । ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ରାଜଧାନୀ ଭୁବନେଶ୍ୱରଠାରେ ଆୟୋଜିତ ଆଦିବାସୀ
Read More...

ଖବର କାଗଜ ବିତରକଙ୍କୁ ପରିଚୟ ପତ୍ର ପ୍ରଦାନ

ବୌଦ୍ଧ,୨୫/୪- ସ୍ଥାନୀୟ ଟାଉନହଲ୍‌ ଠାରେ ବୌଦ୍ଧଜ଼ିଲ୍ଲାର ଖବର କାଗଜ ବିତରକ ମାନଙ୍କୁ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଆଜି ପରିଚୟ ପତ୍ର ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂ ଉପସ୍ଥିତ ଥିଲେ । ଖବର କାଗଜ
Read More...

ସାମାଜିକ ସଂଗଠନ ଦ୍ୱାରା ଶ୍ମଶାନ ସଫେଇ

ଦଶପଲ୍ଲା : ଦଶପଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଏନାବୁଲାର ମାନବିକ ସଂଗଠନ ପକ୍ଷରୁ ଦଶପଲ୍ଲାର ପ୍ରମୁଖ ଶ୍ମଶାନ ଗୁଡିକର ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଦିଲ୍ଲୀପ କୁମାର ମିଶ୍ରଙ୍କ ନେତୃତ୍ୱରେ କୋଡିଏରୁ ଅଧିକ ସ୍ୱେଚ୍ଛାସେବୀ ଏହି ସଫେଇ କାର୍ଯ୍ୟରେ ଭାଗନେଇଥିଲେ । ଖୋର୍ଦ୍ଧା
Read More...

ଶ୍ରୀମନ୍ଦିର ୪ ଘଣ୍ଟା ଭକ୍ତଙ୍କ ପାଇଁ ବନ୍ଦ ରହିବ

ପୁରୀ : ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏହି ବିଶେଷ ନୀତି ପାଇଁ ଆଜି ଅପରାହ୍ନ ୪ ଟାରୁ ରାତ୍ର ୮ ଟା ଯାଏ ଶ୍ରୀମନ୍ଦିର ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଶ୍ରୀଜୀଉ ମାନଙ୍କ ପଇତା ଲାଗି ନୀତି ଦ୍ୱିତୀୟ ଭୋଗମଣ୍ଡପ ପରେ ପରେ ଅନୁଷ୍ଠିତ ହେବ । ଏହି
Read More...

ଓଡିଆ ଆଇଏଏସ ଉଷା ପାଢ଼ୀ ପାଇଲେ ପ୍ରଧାନମନ୍ତ୍ରୀ ଶ୍ରେଷ୍ଠ ପ୍ରଶାସିକା ପୁରସ୍କାର

ଭୁବନେଶ୍ୱର : ଓଡ଼ିଶା କ୍ୟାଡ଼ର ଆଇଏଏସ ଉଷା ପାଢ଼ୀ ଜଣେ ଦକ୍ଷ ପ୍ରଶାସିକା ଭାବେ ବେଶ ପରିଚିତ । ତାଙ୍କ ଦକ୍ଷତାର ନିଦର୍ଶନ ଦିଲ୍ଲୀରେ ବି ଦେଖିବାକୁ ମିଳିଛି । କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଉଷା ପାଢ଼ୀ ଏବେ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅଛନ୍ତି ।
Read More...

ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଏବେ ଡହଡହ ଖରାକୁ ବିଦ୍ୟୁତ କାଟ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟୁତକାଟ ଜନିତ
Read More...

ନନ୍ଦପଡ଼ା ଶୀତଳ ଷଷ୍ଠୀ ସୁପରିଚାଳନା ପାଇଁ ସମିତି ଗଠିତ

ସମ୍ବଲପୁର : କରୋନା କଟକଣା ପାଇଁ ଗତ ଦୁଇବର୍ଷ କାଳ ସ୍ଥଗିତ ରହିବା ପରେ ଚଳିତବର୍ଷ ନନ୍ଦପଡ଼ା ସ୍ଥିତ ବମବରାଡ ବାଲୁଙ୍କେଶ୍ୱର ମନ୍ଦିର ଠାରେ ଶୀତଳଷଷ୍ଠୀ ଯାତ୍ରା ଧୁମଧାମ ସହିତ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ବେଣୁଧର ଦାସଙ୍କ ସଭାପତିତ୍ୱରେ ଏବର୍ଷ ନୂତନ ସମିତି ଗଠନ
Read More...

ମଦୁଆ ଗାଡ଼ି ଚାଳକଙ୍କ ବିରୁଦ୍ଧରେ ପୁଲିସ ଅଭିଯାନ, ୯୨ ଗିରଫ

ସମ୍ବଲପୁର : ମାଦକ ଦ୍ରବ୍ୟ ସେବନ କରି ଓ ବିଶେଷକରି ମଦ ପିଇ ଗାଡ଼ି ଚଳାଉଥିବାରୁ ସର୍ବାଧିକ ୪୨ ପ୍ରତିଶତ ପର୍ଯ୍ୟନ୍ତ ସଡ଼କ ଦୁର୍ଘଟଣା ହେଉଛି । ଏହି ତଥ୍ୟକୁ ଗମ୍ଭୀରତା ସହିତ ଗ୍ରହଣ କରି ଗତକାଲି ରାତିରେ ସମ୍ବଲପୁର ପୁଲିସ ପକ୍ଷରୁ ଏକ ଧରପକଡ ଅଭିଯାନ କରାଯାଇଥିଲା । ଏ ବାବଦରେ ଜିଲ୍ଲା
Read More...

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର

ପାରଳାଖେମୁଣ୍ଡି : ମାନ୍ୟବର ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଓ ମାନ୍ୟବର ଜିଲ୍ଲା ଜଜ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସତ୍ୟ ପିର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଏକ ସଚେତନତା ଶିବିର
Read More...