Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପକୁ ପରିବେଶ ମଞ୍ଜୁରି ମିଳିବ କେବେ ?
ଦଶପଲ୍ଲା : ନୟାଗଡ଼ ତଥା ଖୋର୍ଦ୍ଧା ଜିଲ୍ଲାର ଜୀବନରେଖା କୁହାଯାଉଥିବା ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ନେଇ ଅନେକ ଆଶା ସୃଷ୍ଟି ହୋଇଥିବା ବେଳେ ଗତକାଲି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ( ଏନ୍ଟିସିଏ ) ବା ଏନ୍ବିଡବ୍ଲଏଲ୍ ପ୍ରମୁଖ ଅଧିକାରୀ ବି.କେ ସିଂହ ଦଶପଲ୍ଲା!-->…
Read More...
Read More...
ଜାତୀୟ ପଞ୍ଚାୟତ ଦିବସ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା
ଜହ୍ନାପଙ୍କ : ଆଜି ଜାତୀୟ ପଞ୍ଚାୟତ ଦିବସ ଅବସରରେ ବୌଦ୍ଧ ବ୍ଳକ ଅନ୍ତର୍ଗତ ଖୁଂଟବନ୍ଧ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଟୁନି ମହାନନ୍ଦିଆଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ପିଇଓ ଶମ୍ଭୁ ପ୍ରସାଦ କ୍ଷେତୀ ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ, ରାସ୍ତା!-->…
Read More...
Read More...
ତେଲିବନ୍ଧ ଓ ଲକ୍ଷ୍ମୀପ୍ରସାଦ କ୍ଲଷ୍ଟରରେ ତିନିଦିନିଆ ସହଯୋଗ ତାଲିମ ଶିବିର ଉଦଯାପିତ
ବୌଦ୍ଧ/ଜହ୍ନ ।ପଙ୍କ,୨୪/୪: ବୌଦ୍ଧ ବ୍ଳକ ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ମକୁନ୍ଦପୁର ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ଓ ଲକ୍ଷ୍ମୀପ୍ରସାଦ ପି ୟୁ ପି ଏସ୍ ଏବଂ ତେଲିବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ଆନନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ରାମପୁର ପ୍ରାଥମିକ!-->…
Read More...
Read More...
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ପୁରୀ : କୋଣାର୍କ ଥାନା ଠାରୁ ପ୍ରାୟ ୫୦୦ ମିଟର ଦୂର କୋଣାର୍କ ମା ଭଗବତୀ ମହାବିଦ୍ୟାଳୟ ସମ୍ମୁଖରେ ଥିବା ଏକ କାଜୁ ଗଛରେ ଝୁଲନ୍ତା ଅବସ୍ଥାରେ ଆଜି ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି କୋଣାର୍କ ପୋଲିସ । ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ମୁତାବକ ଯୁବକ ଜଣଙ୍କର ନାମ ମୁନା ପଢୀଆରୀ!-->…
Read More...
Read More...
ଜିଲ୍ଲାସ୍ତରୀୟ ପଞ୍ଚ ଦିବସୀୟ ଦକ୍ଷତା ବୃଦ୍ଧି ତାଲିମ ଉଦଘାଟିତ
ବୌଦ୍ଧ :ବୌଦ୍ଧ ଜିଲ୍ଲାସ୍ତରୀୟ ୫-ଟି ହାଇସ୍କୁଲ ପ୍ରଧାନ ଶିକ୍ଷକ ଓ ଶିକ୍ଷକ ମାନଙ୍କ ଦକ୍ଷତା ବୃଦ୍ଧି ଏବଂ ଡିଜିଟାଲ ଜ୍ଞାନ କୌଶଳ ଅଭିବୃଦ୍ଧି ତାଲିମ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସ୍ମାର୍ଟ କ୍ଲାସରୁମ ପରିସରରେ ଉଦଘାଟିତ ହୋଇଯାଇଛି । ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ!-->…
Read More...
Read More...
ବାଇକ୍ ଦୁର୍ଘଟଣାରେ ଯୁବକ ମୃତ
ପଲଶାଗୋରା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଧାନଖଣ୍ଡି ବରପଦର ରାସ୍ତାର କୁରରାମୁଣ୍ଡା ଭିତରକୁ ବାଇକ ଖସି ପଡି ବରପଦର ଗ୍ରାମର ଯୁବକ ସୁଜିତ ମଲ୍ଲିକ(୩୦)ଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଶନିବାର ରାତ୍ର ୧୧ଘଣ୍ଟା ସମୟରେ ରୁଣ୍ଡିମହୁଲ ପଞ୍ଚାୟତ ବରପଦର ଗ୍ରାମ ସୁଜିତ ଓ କୃପା କୌଣସି!-->…
Read More...
Read More...
ରେଳ ଷ୍ଟେସନ ପରିସରରେ ଯୁବକକୁ ପିଟିପିଟି ହତ୍ୟା
ଭୁବନେଶ୍ୱର:ଭୁବନେଶ୍ୱର ରେଳ ଷ୍ଟେସନ ପରିସରରେ ଜୈନକ ଯୁବକକୁ ଅନ୍ୟ ଜଣେ ଯୁବକ ପିଟିପିଟି ହତ୍ୟା କରିଥିବା ଜଣାପଡିଛି । ଘଟଣାରୁ ଜଣାପଡିଛି ଯେ, ଭୁବନେଶ୍ୱର ରେଳ ଷ୍ଟେସନର ପୁରୁଣା ଟିକେଟ କାଉଣ୍ଟର ସମ୍ମୁଖରେ ମହମ୍ମଦ ଆଲମ ଓ ଶଙ୍କର ପାଣ୍ଡେ ନାମକ ଦୁଇଜଣ ଯୁବକ ନିଜ ନିଜର ପରିବାର ସହ ରୁହନ୍ତି!-->…
Read More...
Read More...
ରାଜଧାନୀରେ ଡବଲ ମର୍ଡର, ଅଭିଯୁକ୍ତ ଅଟକ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଆଇନଶୃଙ୍ଖଳା ବିଗୁଡିଥିବା ବେଳେ ଖୋଦ ରାଜଧାନୀ ଭୁବନେଶ୍ୱରରେ ଅପରାଧ, ହତ୍ୟା ଭଳି ଘଟଣା ନିତିଦିନିଆ ହୋଇଗଲାଣି । ଆଜି ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଅଂଚଳରେ ଏକ ଡବଲ ମର୍ଡର ଭଳି ଏକ ଘଟଣା ଘଟିଛି । ଯାହାକୁ ନେଇ ରାଜଧାନୀରେ ଆତଙ୍କ ସୃଷ୍ଟି ହୋଇଛି ।!-->…
Read More...
Read More...
ଆକ୍ସନ ମୁଡରେ କାର୍ଯ୍ୟାରମ୍ଭ କଲେ ୧୬ ନମ୍ୱର୍ ୱାର୍ଡ କାଉନସିଲର
ନବରଙ୍ଗପୁର,୨୪/୪: ବୁଲଡୋଜର ଲଗାଇ ଆକ୍ସନ ମୁଡ୍ରେ କାର୍ଯ୍ୟ ଆରମ୍ଭ କରିଛନ୍ତି ୱାର୍ଡନମ୍ବର ୧୬ର ନବ ନିର୍ବାଚିତ କାଉନସିଲର ଅମିତ ପ୍ରଧାନ । ଦୀର୍ଘ ବର୍ଷ ଧରି ସହରର ସବୁଠୁ ଅଧିକ ଭୋଟର ଥିବା ଏହି ବଡ ୱାର୍ଡକୁ ପୌର ପରିଷଦ ପକ୍ଷରୁ ଅବହେଳା ହୋଇ ଆସୁଥିବା ଅଭିଯୋଗ ହେଉଥିଲା । ଏହାର ସୁଯୋଗ!-->…
Read More...
Read More...
ଉଦଘାଟିତ ହେଲା ବୌଦ୍ଧ ପଲ୍ଲିଶ୍ରୀ ଏବଂ ପୁସ୍ତକ ମେଳା
ବୌଦ୍ଧ,୨୪/୪- ବୌଦ୍ଧର ପ୍ରସିଦ୍ଧ ଶ୍ରୀରାମଲୀଳା ଯାତ୍ରା ଅବସରରେ ବୌଦ୍ଧ ପଲ୍ଲିଶ୍ରୀ ଏବଂ ପୁସ୍ତକ ମେଳାର ଶୁଭ ଉଦଘାଟନୀ ଉତ୍ସବ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ମଶାଲ ଶୋଭାଯାତ୍ରା ଶ୍ରୀରାମ ମନ୍ଦିର ଠାରୁ ବାହାରି ସହର ପରିକ୍ରମା କରି କଚେରୀ ପଡିଆ ଠାରେ!-->…
Read More...
Read More...