Browsing Category

ରାଜ୍ୟ

ଆସିଲେନି ପୁଞ୍ଜିଲାଲଙ୍କ ଓକିଲ ଓ ସାକ୍ଷୀ, ଘୁଞ୍ଚିଲା ଶୁଣାଣି

ପାଟଣାଗଡ଼: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଶୁଣାଣି ଆଜି ପାଟଣାଗଡ଼ ଏଡିଜେ କୋର୍ଟରେ ହେବାରଥିଲା । ମାତ୍ର ପୁଞ୍ଜିଲାଲଙ୍କ ଓକିଲ ଏବଂ ସାକ୍ଷୀ ଅନୁପସ୍ଥିତ ଥିବା କାରଣରୁ ଶୁଣାଣି ତାରିଖକୁ ପୁଣି ଘୁଞ୍ଚାଇ ଦିଆଯାଇଛି । ଏହା ପୂର୍ବରୁ ଦୁଇଥର ଶୁଣାଣି ଘୁଞ୍ଚି ସାରିଛି
Read More...

ସାମାନ୍ୟ ବଚସାରୁ ଟେଣ୍ଟ ମାଲିକଙ୍କୁ ହତ୍ୟା

ପୁରୀ : ପୁରୀ ଜିଲ୍ଲା ଗୋପରେ ଟେଣ୍ଟ ମାଲିକଙ୍କୁ ହତ୍ୟା । ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ । ଡିଜେ ଗାଡି ଟେଣ୍ଟ କପଡା ଚିରିବା ପରେ ହୋଇଥିଲା ବଚସା । ଡିଜେ ଗାଡ଼ି ରୋକିବାବାରୁ ଟେଣ୍ଟ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ । ଡାକ୍ତରଖାନାରେ ଟେଣ୍ଟ ମାଲଳ ମୃତ୍ୟୁ ହୋଇଥିବା ଜଣାପଡିଛି ।
Read More...

ଟ୍ରାକ୍ଟର ସହିତ ୭୫ ଖଣ୍ଡ କଞ୍ଚା ଶାଳ ଗଣ୍ଡି ଜବତ : ୨ଗିରଫ, ଡ୍ରାଇଭର ଫେରାର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବନାଞ୍ଚଳ ଅନ୍ତର୍ଗତ ଦାରିଙ୍ଗବାଡି ସେକ୍ସନ ଉହାମାହା ଜଙ୍ଗଲରୁ ଆଜି ଦାରିଙ୍ଗବାଡ଼ି ବନ ବିଭାଗ ଏକ ଟ୍ରାକ୍ଟର ସହିତ ୭୫ଖଣ୍ଡ ଶାଳ କାଠ ଗଣ୍ଡି ବୋଝେଇ ହୋଇଥିବା ଟ୍ରାକ୍ଟରକୁ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଘଟଣା ସ୍ଥଳରୁ
Read More...

ଏବେ ମିଳିବନି ତାତିରୁ ତ୍ରାହି

ଭୁବନେଶ୍ୱର: ଏବେ ମିଳିବନି ତାତିରୁ ତ୍ରାହି । ଗ୍ରୀଷ୍ମ ପ୍ରବାହରେ ଆହୁରି କଲବଲ ହେବ ଜନଜୀବନ । ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ତାତି ଅସମ୍ଭାଳ ହେବ ବୋଲି ସତର୍କ କରିଛି ପାଣିପାଗ କେନ୍ଦ୍ର । ଓଡ଼ିଶା ମଧ୍ୟକୁ ଶୁଷ୍କ ବାୟୁ ପ୍ରବାହ ହେଉଥିବାରୁ ତାତି ବଢୁଛି । ଆସନ୍ତା ୩ଦିନ ପର୍ଯ୍ୟନ୍ତ ତାତିରୁ
Read More...

ମନମୁଣ୍ଡା ରେଞ୍ଜରୁ ପୁରୀ ରଥ ପାଇଁ ଗଲା ୧୦୯ ଖଣ୍ଡ କାଠ

ବାଉଁଶୁଣୀ : ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଆଜି ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେଞ୍ଜରୁ ୧୦୯ ଗଣ୍ଡି ରଥ କାଠ ପ୍ରେରଣ କରାଯାଇଛି । ଡିଏଫଓ ଦେବପ୍ରିୟ କମ୍ପଙ୍କ ନେତୃତ୍ୱ ଓ ତତ୍ତ୍ୱାବଧାନରେ ମନମୁଣ୍ଡା ରେଞ୍ଜ ଅଫିସର ନାରାୟଣ ସ୍ୱାଇଁ, ଗୁନ୍ଦୁଲିଆ ସେକ୍ସନ ବନପାଳ ରାଧେଶ୍ୟାମ କମ୍ପ ଏବଂ
Read More...

ହିନ୍ଦୁ ହିଁ ଆଗେ ବାର୍ତ୍ତାକୁ ନେଇ ଡା.ପ୍ରବୀଣ ଭାଇ ତୋଗାଡିଆଙ୍କ ସୁବର୍ଣ୍ଣପୁର ଗସ୍ତ

ସୁବର୍ଣ୍ଣପୁର: ଆନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ତଥା ରାଷ୍ଟ୍ରୀୟ ବଜରଙ୍ଗ ଦଳର ଅଧ୍ୟକ୍ଷ ଡା.ପ୍ରବୀଣ ଭାଇ ତୋଗାଡିଆ ସୁବର୍ଣ୍ଣପୁର ଗସ୍ତରେ ଆସି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ସ୍ଥାନୀୟ ସର୍କିଟ ହାଉସର ସମ୍ମିଳନୀ କକ୍ଷରେ ସମୃଦ୍ଧ ହିନ୍ଦୁ, ସୁରକ୍ଷିତ ହିନ୍ଦୁ ଓ
Read More...

ଦ୍ୱାଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ୨୦୨୨ ଆରମ୍ଭ

ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ଦ୍ୱାଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ୨୦୨୨ ବନଜ୍ୟୋତ୍ସ୍ନାର ବରିଷ୍ଠ ଉପଦେଷ୍ଟା କୌଶିକ ସାହୁଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଯାଇଛି ସ୍ଥାନୀୟ ଫୁଲବାଣୀ କରୋନେସନ ପଡ଼ିଆ ଠାରେ । ଏଥିରେ ମୁଖ୍ୟ ଅତିଥି ତଥା
Read More...

ବିଜେପିର ସମୀକ୍ଷା ବୈଠକ ଅନୁଷ୍ଠିତ

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଥିବା ବଣିକ ସଂଘର ସଭାଗୃହ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନ ମଣ୍ଡଳ ସ୍ତରିୟ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଥମେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜୟ ଲାଭ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ

ଘୁ ଉଦୟଗିରି: ସ୍ଥାନୀୟ ଏନ୍‌ଏସି କାର୍ଯ୍ୟାଳୟ ପରିସର ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଘୁ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ସ୍ଥାନୀୟ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର ଓ ଉପାଧ୍ୟକ୍ଷ ସନ୍ତୋଷ ବାଗ ଉପସ୍ଥିତ ରହି ଏହି
Read More...

ଗ୍ରେଶୀଙ୍ଗିଆ ଆରଶ୍ମିନ୍‌ ଜନତା ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ପୃଥିବୀ ଦିବସ ପାଳିତ

ଘୁ.ଉଦୟିରି: କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକ ଅଧିନରେ ଥିବା ଗ୍ରେଶୀଙ୍ଗିଆ ଆରସ୍ମିନ ଜନତା ଉଚ୍ଚ ବିଦ୍ୟାଳୟରେ ପୃଥିବୀ ଦିବସ କନ୍ଧମାଳ ଅନ୍ତରଙ୍ଗ ଯୁବ ମହାସଂଘ, ଆକ୍ସନ ଏଡ୍‌ ଭି ଫୋର୍ସ ଓ ପ୍ରଦତ୍ତା ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ
Read More...