Browsing Category

ରାଜ୍ୟ

ମଣିଷ ବଦଳରେ ଜେସିବି ଖୋଲୁଛି ପୋଖରୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକରେ ମୃତ୍ତିକା ସଂରକ୍ଷଣ ବା ଜଳ ବିଭାଜିକା ପକ୍ଷରୁ ପୋଖରୀ ଖନନ କାର୍ଯ୍ୟକ୍ରମ ଚାଲୁରହିଛି, ଯାହାକି ମଣିଷ ବଦଳରେ ଜେସିବି ଖନନ କରିଥିବାର ଅଭିଯୋଗ ହୋଇଛି । ଚଳିତ ପଞ୍ଚାୟତ ସମିତି ବୈଠକରେ ସରପଞ୍ଚ ସମିତି ସଭ୍ୟ ମାନେ ବିଭାଗୀୟ…
Read More...

ରାତିଅଧିଆ ଚେକିଂରେ ୧୫ଗାଡି ଜବତ ସହ ୧୨ ମଦୁଆ ଚାଳକ ବନ୍ଧା ହେଲେ

ସୁବର୍ଣ୍ଣପୁର: ରାଜ୍ୟ ପରିବହନ ବିଭାଗର କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ଓ ପରିବହନ ବିଭାଗ ତରଫରୁ ମିଳିତ ଭାବରେ ଗାଡି ମୋଟର ଯାଞ୍ଚ କରାଯାଇଥିଲା । ବିଶେଷ କରି ମଦ୍ୟ ପାନ କରି ଗାଡି ଚଳାଉଥିବା ଚାଳକଙ୍କ ପ୍ରତି ଦୃଢ…
Read More...

ଆରଏସଏସ ଫୁଲବାଣୀ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

ଫୁଲବାଣୀ: ଆଜି ଆରଏସଏସ ଫୁଲବାଣୀ ପକ୍ଷରୁ ସ୍ଥାନୀୟ ବଜାର ପେଟ୍ରୋଲ ପମ୍ପଛକଠାରୁ ଏକ ରାଲିରେ ଯାଇ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି ଦେଇ ରାଜ୍ୟପାଳ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କାରାଯାଇଛି । ଯାହା ଲିଖିତ ସୂଚନା…
Read More...

ସାମାନ୍ୟ ବର୍ଷାରେ ମୁଖ୍ୟ ସଡ଼କରେ ଆଣ୍ଠୁଏ ପାଣି, ଘରେ ପଶିଲା ଡ୍ରେନ ପାଣି

ଘୁ ଉଦୟଗିରି:କାହାର ଭୁଲ, କିଏ ଦୁର୍ଦ୍ଦଶା ଭୋଗୁଛି । ଏନଏସି କର୍ତ୍ତୃପକ୍ଷଙ୍କ ଭୁଲ ଯୋଗୁଁ ଇଲେକ୍ଟ୍ରି ଅଫିସ ଛକ ବାସିନ୍ଦା ସାମାନ୍ୟ ବର୍ଷା ହେଲେ ଜଳ ବନ୍ଦୀ ଭଳି ଅବସ୍ଥାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ପାଣି ରହୁଛି । ରାସ୍ତା ଉପରେ…
Read More...

ଓଡିଶା ପ୍ରତି ପ୍ରାୟତଃ ବାତ୍ୟା ଭୟ ନାହିଁ: ଏସଆରସି

ଭୁବନେଶ୍ଵର: ଓଡିଶା ପ୍ରତି ପ୍ରାୟତଃ ବାତ୍ୟା ଭୟ ନାହିଁ। ଓଡିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା। ୧୦ ତାରିଖରେ ବାତ୍ୟା ରାଜ୍ୟଠୁ ୧୫୦/୨୦୦ କିମି ଦୂରରେ ଥିବ। ବାତ୍ୟା ପ୍ରଭାବରେ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। ୧୦ ତାରିଖରେ ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ ଜିଲ୍ଲାରେ ପ୍ରବଳ…
Read More...

ମାଉସୀ ମନ୍ଦିର ପ୍ରତିଷ୍ଠା ଓ ପଞ୍ଚକୁଣ୍ଡିୟ ମହାଯାଜ୍ଞ ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ବେଲପଡ଼ା ମାଉସୀ ମନ୍ଦିର ପ୍ରତିଷ୍ଠା ଓ ପଞ୍ଚ କୁଣ୍ଡିୟ ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ମହାଦେବ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ମାଉସୀ ମନ୍ଦିର ପ୍ରତିଷ୍ଠା ଓ ପଞ୍ଚ କୁଣ୍ଡିୟ ମହାଯଜ୍ଞ ଦୀର୍ଘ ଚାରି…
Read More...

ଘୁ.ଉଦୟଗିରି ଏନଏସି କାଉନସିଲରଙ୍କ ସ୍ୱତନ୍ତ୍ର ବୈଠକ

ଘୁ ଉଦୟଗିରି: ଆଜି ସ୍ଥାନୀୟ ଏନଏସି କାଉନସିଲ ହଲଠାରେ ସ୍ୱତନ୍ତ୍ର କାଉନସିଲ ବୈଠକ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏନଏସି ନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀ ଉପସ୍ଥିତ ରହିଥିବା ବେଳେ ଉପାଧ୍ୟକ୍ଷ ସନ୍ତୋଷ ବାଘଙ୍କ ସମେତ…
Read More...

ଗାଧେଇବାକୁ ଯାଇ ଶାଲୁଙ୍କି ନଦୀରେ ଖସି ପଡି ଶ୍ରମିକଙ୍କ ମୃତ୍ୟୁ

ଘୁ ଉଦୟଗିରି: ସ୍ଥାନୀୟ ସହରର ଜଣେ ଶ୍ରମିକ ସାଲୁଙ୍କି ନାଳରେ ଗାଧୋଇବାକୁ ଯାଇ ସେଠାରେ ପଡି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଗତକାଲି ରାତିରେ ସ୍ଥାନୀୟ ୧୩ନଂ ୱାର୍ଡର ବୁଲୁସୁଗା ସାହିର ଅଶୋକ ବେହେରା(୪୦)ନାମକ ଶ୍ରମିକ ପ୍ରତ୍ୟେକ ଦିନ ଭଳି ନିଜ କାମ ସାରି ଏମଏମସି ରୋଡ଼ରେ ଥିବା ସାଲୁଙ୍କି…
Read More...

ଧର୍ମପରାୟଣ ବ୍ୟକ୍ତି ପେଦା ଗୁରୁଙ୍କ ଅକାଳ ବିୟୋଗ

ନବରଙ୍ଗପୁର: ସବୁଦିନ ପାଇଁ ନିରବି ଗଲା ଗୋଟିଏ ଶବ୍ଦ, ରାମ ରାମ ନନା, ଭଲ ଅଛୁ କି ? କାହାର ଭୋଜି, ପର୍ବ ପର୍ବାଣୀ, ଯେ କୌଣସି ମନ୍ଦିର ଉତ୍ସବ ହେଉ ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଥିବା ଧାର୍ମିକ ବ୍ୟକ୍ତି ଥିଲେ ସିଏଚ. ଚନ୍ଦ୍ରଶେଖର ରାଓ ଓରଫ ପେଦା । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ…
Read More...

ଜିଲ୍ଲା ପରିଷଦ ତୃତୀୟ ବୈଠକ ଅନୁଷ୍ଠିତ

ପୁରୀ : ଜିଲ୍ଲା ପରିଷଦ ତୃତୀୟ ବୈଠକ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ବପ୍ନାରାଣୀ ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିଥିଲେ । ଖରାଦିନେ ପାନୀୟ ଜଳ ସମସ୍ୟା ସମ୍ପର୍କରେ ବିଶଦ ଭାବରେ…
Read More...