Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ୱାରା କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମ
ଗଜପତି/ପାରଳାଖେମୁଣ୍ଡି,୧୯/୪: ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ୱାରା କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମର ଉଦଘାଟନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ନୂଆଗଡ ବ୍ଲକର ବିଭିନ୍ନ ଗ୍ରାମରୁ ମୋଟ ୩୦ ଜଣ ମହିଳା ଓ ପୁରୁଷ!-->…
Read More...
Read More...
ଆକାଂକ୍ଷା ସମୀକ୍ଷା ବୈଠକ କଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ
ଗଜପତି/ପାରଳାଖେମୁଣ୍ଡି,୧୯/୪: ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ କେନ୍ଦ୍ର ଖାଦ୍ୟ ଉତ୍ପାଦନ ଶିଳ୍ପ ତଥା ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରହ୍ଲାଦ ସିଂ ପଟେଲଙ୍କ ଅଧ୍ୟକ୍ଷତାରେ ‘ଆକାଂକ୍ଷା’ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଜପତି!-->…
Read More...
Read More...
ବିନିକା ଥାନାରେ ଆମ ପୁଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁବର୍ଣ୍ଣପୁର,୧୯/୪- ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସଭାଗୃହ ଠାରେ ଆଜି ପୁଲିସ ଓ ଜନସାଧରଣଙ୍କ ସୁସମ୍ପର୍କକୁ ନେଇ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ପବିତ୍ର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ!-->…
Read More...
Read More...
ଓଡ଼ଗାଁ ରଘୁନାଥ ମନ୍ଦିରରେ ଅଣ ସେବାୟତଙ୍କ ଦାଦାଗିରି
ଦଶପଲ୍ଲା : ନୟାଗଡ ଜିଲ୍ଲା ଓଡଗାଁ ଠାରେ ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିରରେ ଚାଲିଥିବା ଓଡିଶା ପ୍ରସିଦ୍ଧ ରାମନବମୀ ଯାତ୍ରା ସମୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମନ୍ଦିର ଭିତରେ ଥିବା ଅର୍ଗଳୀର ଭିତର ପାଖରେ ଏକ ବାହାରର ବ୍ୟକ୍ତି ଉପସ୍ଥିତ ରହି ଦର୍ଶନ କରିବାକୁ ଯାଉଥିବା ଭକ୍ତ!-->…
Read More...
Read More...
ଲଛିପୁରଠାରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା ଆୟୋଜିତ
ସୁବର୍ଣ୍ଣପୁର : ସଦର ବ୍ଲକର ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ତଥା ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସହାୟତାରେ ଲଛିପୁର ଠାରେ ଏକ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା ସଫଳ ଭାବେ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ଏହି ସ୍ୱାସ୍ଥ୍ୟମେଳାରେ!-->…
Read More...
Read More...
ଗଙ୍ଗାସାଗର ନିକଟରେ ନିର୍ମାଣଧିନ ଡାକ୍ତରଖାନା କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ ଚଞ୍ଚଳ ରାଣା
ପାଟଣାଗଡ,୧୯/୪: ପାଟଣାଗଡର ଗଙ୍ଗାସାଗର ଗ୍ରାମ ନିକଟରେ ନିର୍ମାଣଧୀନ ଡାକ୍ତରଖାନା କୋଠାର ତଦାରଖ କରିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା । ତେବେ ଜିଲ୍ଲାପାଳ ଶ୍ରୀ ରାଣା ପାଟଣାଗଡ ଉପଖଣ୍ଡସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବରରେ ଯୋଗ ଦେବାକୁ ଆସି ସେ ଏହି କୋଠାର ତଦାରଖ କରିବା ପାଇଁ!-->…
Read More...
Read More...
ସରସ୍ୱତୀ ଶିଶୁ ମନ୍ଦିରରେ ଅଗ୍ନିଶମ ବାହିନୀ ପକ୍ଷରୁ ଅଗ୍ନି ସୁରକ୍ଷା ତାଲିମ ଅନୁଷ୍ଠିତ
ଘୁ.ଉଦୟଗିରି,୧୯/୪: ଘୁ.ଉଦୟଗିରି ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଆଜି ସ୍ଥାନୀୟ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁଠାରୁ କିପରି ନିଜକୁ ସୁରକ୍ଷିତ କରିବା ସେ ବିଷୟରେ ତାଲିମ ପ୍ରଦାନ କରିଥିଲେ । କିପରି ନିଆଁକୁ ଆୟତ୍ତ କରିବା ଓ ଏହା କି ପ୍ରକାରର ନିଆଁ ତାହା ଜାଣିବା ପରେ କେଉଁପ୍ରକାର!-->…
Read More...
Read More...
ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ
ସୁବର୍ଣ୍ଣପୁର: ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ଜୁନିୟର ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଅଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଣ୍ଡୋଘାଟ ସରପଞ୍ଚ କେସନ୍ ଜଗଦଲା ମୁଖ୍ୟ ଅତିଥି ଭାବରେ!-->…
Read More...
Read More...
ଜଙ୍ଗଲୀ ବାର୍ହା ଆକ୍ରମଣରେ ଆଦିବାସୀ ମହିଳା ଗୁରୁତର
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମପାୟତ ଅନ୍ତର୍ଗତ ପାହାଡି ଗ୍ରାମ ପାନାବାରୀର କୋକିଳ ପ୍ରଧାନ ( ୬୫ ) ଆଜି ପୂର୍ବାହ୍ନ ୧୧ ଘଟିକା ସମୟେ ନିଜ ଗ୍ରାମ ନିକଟସ୍ଥ ନାଳକୁ ଗାଧୋଇ ଯିବା ସମୟରେ ଏକ ଜଙ୍ଗଲୀ ଦନ୍ତା ବାର୍ହା ( ପୁରୁଷ ବାର୍ହା ) ମହିଳାଙ୍କୁ ଆକ୍ରମଣ କରି!-->…
Read More...
Read More...
ଗୁଡ଼୍ ସେଫର୍ଡ ଇଂରାଜୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ଉଦଘାଟିତ
ଘୁ ଉଦୟଗିରି: ଘୁ ଉଦୟଗିରି ଶ୍ରୀରାମପଦା ସ୍ଥିତ ଗୁଡ଼୍ ସେଫର୍ଡ ଇଂରାଜୀ ବିଦ୍ୟାଳୟେରେ ଆଜି ଅତିରିକ୍ତ ଶ୍ରେଣୀ ଗୃହର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହିଁ କାର୍ଯ୍ୟକ୍ରମରେ ସ୍ଥାନୀୟ ଥାନା ଅଧିକାରୀ ଶ୍ରୀମତି ରେବତୀ ଶବର ଓ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ବନି ଚରଣ ରଥ!-->…
Read More...
Read More...