Browsing Category

ରାଜ୍ୟ

କଣ୍ଟାମାଳ କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର

କଣ୍ଟାମାଳ : କଣ୍ଟାମାଳ ପଞ୍ଚାୟତ କଲେଜ ପରିସରରେ ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ଆଠ ଦିନିଆ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । ଆଜିର ଉଦଯାପନୀ ଉତ୍ସବ କଲେଜ ଅଧ୍ୟକ୍ଷା ପ୍ରଭାସିନୀ ଖଟୁଆଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ମୁଖ୍ୟ ଅତିଥିଭାବେ ସଂସ୍କୃତ
Read More...

ପ୍ରବଳପ୍ରତାପୀ ରାବଣ ନିଧନ ସହ ବନ୍ଧପାଲି ପୁରାତନ ରାମଲୀଳା ଶେଷ

କଣ୍ଟାମାଳ: କଣ୍ଟାମାଳର ସର୍ବପୁରାତନ ବନ୍ଧପାଲି ରାମଲୀଳା ଗତକାଲି ବିଳମ୍ବିତ ରାତ୍ରୀରେ ଶେଷ ହୋଇଥିବା ଜଣାଯାଇଛି । କଣ୍ଟାମାଳ ସଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବନ୍ଧପାଲି ରାମଲୀଳା ଚଳିତ ବର୍ଷ ୪୨ ବର୍ଷରେ ପଦାର୍ପଣ କରିଥିବା ବେଳେ ମୋଟ ୯ ଦିନ ଧରି ପାଳିତ ହେଉଥିବା ଏହି ଲୋକନାଟକକୁ ଗ୍ରାମର
Read More...

ନାରାୟଣପ୍ରସାଦ ସେକ୍ସନରେ ବିପୁଳ ପରିମାଣର ଶାଳ କାଠ ଜବତ

କଣ୍ଟାମାଳ : ଆଜି ପୂର୍ବାହ୍ନରେ କଣ୍ଟାମାଳ ରେଞ୍ଜ ମୋବାଇଲ ଦଳ ଓ ନାରାୟଣପ୍ରସାଦ ସେକ୍ସନର କର୍ମଚାରମାନେ ନିକଟସ୍ଥ ଜଙ୍ଗଲରୁ ବିପୁଳ ପରିମାଣର ସାଇଜ ଶାଳ କାଠ ଜବତ କରିଥିବା ବେଳେ କୌଣସି ଆସାମୀ ଧରିବାରେ ସଫଳ ହୋଇ ନଥିବା ପ୍ରକାଶ । ସୂଚନା ପ୍ରକାରେ ଗତକାଲି ଏକ ପିକଅପ ଭ୍ୟାନରେ ଚୋରା କାଠ
Read More...

ସଚ୍ଚୋଟତା କାର୍ଯ୍ୟ ପାଇଁ ତାପସ କୁମାର ସ୍ୱାଇଁଙ୍କୁ ପୁରସ୍କୃତ କଲା ସମ୍ବଲପୁର ପୁଲିସ

ସମ୍ବଲପୁର : ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିବା ତାପସ କୁମାର ସ୍ୱାଇଁଙ୍କୁ ତାଙ୍କର ମହତ କାର୍ଯ୍ୟ ପାଇଁ ସମ୍ବଲପୁର ପୁଲିସ ପୁରସ୍କୃତ କରିଛି । ଶ୍ରୀ ସ୍ୱାଇଁଙ୍କୁ ସମ୍ବଲପୁର ପୁଲିସ ପକ୍ଷରୁ ନଗତ ଏକ ହଜାର ଟଙ୍କା ପୁରସ୍କାର ପ୍ରଦାନ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ସମ୍ବଲପୁର: ସମ୍ବଲପୁର ଯୁଯୁମୁରା ଥାନା ଭୀମଖୋଜଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ ଏବଂ କାର ମଧ୍ୟରେ ଦୁର୍ଘଟଣା ଘଟିଛି । ଫଳରେ ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଯୁଯୁମୁରା
Read More...

ଆର୍ଥିକ ଅନିୟମିତତା ଅଭିଯୋଗରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ

ପାଟଣାଗଡ଼,୧୯/୪- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ମହରାପଦର ପଞ୍ଚାୟତ ସର୍ଗିପାଲି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ଆର୍ଥିକ ଅନିୟମିତତା ପ୍ରତିବାଦରେ ଗ୍ରାମବାସୀ ବିଦ୍ୟାଳୟ ଫାଟକରେ ସୋମବାର ତାଲା ପକାଇଥିଲେ । ଫଳରେ ବିଦ୍ୟାଳୟ ବନ୍ଦ ରହିବା ସହ ଆନ୍ଦୋଳନରେ ଛାତ୍ରୀଛାତ୍ରମାନେ
Read More...

ପାଟଣାଗଡ଼ ଉପଖଣ୍ଡସ୍ତରୀୟ ଯୁଗ୍ମ ଜନଅଭିଯୋଗ ଶୁଣାଣୀ ଶିବିର

ପାଟଣାଗଡ଼,୧୯/୪- ପାଟଣାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଖଣ୍ଡସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଶହେ ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିବା ବେଳେ ୪୩ ଜଣ ଅଭିଯୋଗକାରୀଙ୍କ ଶୁଣାଣି ବିଚାରକୁ
Read More...

ଆଜିଠୁ ମିଳିବ ମାଟ୍ରିକ୍ ଆଡମିଟ୍ କାର୍ଡ

କଟକ: ଆଜିଠୁ ମିଳିବ ମାଟ୍ରିକ୍ ଆଡମିଟ୍ କାର୍ଡ । ଦଶମ ଶ୍ରେଣୀ ଦ୍ୱିତୀୟ ସମେଟିଭ୍ ଆସେସମେଣ୍ଟ ପାଇଁ ଅନଲାଇନରେ ମିଳିବ ଆଡମିଟ କାର୍ଡ । ସେହିପରି ମଧ୍ୟମା ଓ SOSC- ୨୦୨୨ ପାଇଁ ମଧ୍ୟ ଆଡମିଟ୍ କାର୍ଡ ମିଳିବ। ପୂର୍ବାହ୍ନ ୧୦ଟାରୁ ଅନଲାଇନରେ ଉପଲବ୍ଧ ହେବ ଆଡମିଟ୍ କାର୍ଡ । ବୋର୍ଡ ୱେବସାଇଟ
Read More...

କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ବୃଦ୍ଧି, ଲାଭବାନ ହେବେ କେନ୍ଦୁପତ୍ର ତୋଳାଳି

ଭୁବନେଶ୍ୱର: ବଢ଼ିଲା କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ। ଏହାଦ୍ୱାରା ଉପକୃତ ହେବେ ରାଜ୍ୟର ୭.୫୦ ଲକ୍ଷ ଗରୀବ କେନ୍ଦୁପତ୍ର ତୋଳାଳୀ । ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେନ୍ଦୁପତ୍ରର ସଂଗ୍ରହ ମୂଲ୍ୟ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ
Read More...

ନିଲମ୍ବିତ ହେଲେ ୩ କନଷ୍ଟେବଲ

ସମ୍ବଲପୁର: ଆଜି ତିନିଜଣ କନଷ୍ଟେବଲଙ୍କୁ ନିଲମ୍ବିତ କରାଯାଇଛି । ସରକାରୀ ଗାଡିରେ ତେଲ ପକାଇବାରେ ଓଭର ବିଲିଂ ଅଭିଯୋଗରେ ଆଜି ୩ଜଣ କନଷ୍ଟେବଲ ନିଲମ୍ବିତ ହୋଇଛନ୍ତି । ସେମାନେ ଚଞ୍ଚକତା କରି ଓଭର ବିଲିଂ କରିଥିଲେ । ଏଥିପାଇଁ ମୋଟର ଭେଇକିଲ ବିଭାଗର ୩ ଜଣ କନଷ୍ଟେବଲଙ୍କୁ ଜିଲ୍ଲା ଏସପି
Read More...