Browsing Category

ରାଜ୍ୟ

ପୂର୍ଣ୍ଣ ହେଲା ୧୪ ବର୍ଷର ତପସ୍ୟା, କଣ୍ଟାବାଞ୍ଜି ପର୍ଯ୍ୟନ୍ତ ଚାଲିଲା ଇସ୍ପାତ ଏକ୍ସପ୍ରେସ୍‌

କଣ୍ଟାବାଞ୍ଜି : ଦୀର୍ଘ ୧୪ ବର୍ଷର ତପସ୍ୟାର ଅନ୍ତ ସରିଛି । ୧୨୮୭୧/୧୨୮୭୨ ହାୱଡ଼ା-ଟିଟିଲାଗଡ଼-ହାୱଡ଼ା ଇସ୍ପାତ ଏକ୍ସପ୍ରେସର ସେବା ଆଜିଠାରୁ କାଂଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛିାଇସ୍ପାତ ଏକ୍ସପ୍ରେସକୁ କଣ୍ଟାବାଞ୍ଜି ଯାଏ ସମ୍ପ୍ରସାରାଣ ପାଇଁ ରାଜନୈତିଜ ଦଳ, ସାମାଜିଜ ସଂଗଠନ
Read More...

ତେଲିବନ୍ଧ ଉଚ୍ଚ ବିଦ୍ୟାଳୟରେ ପୂର୍ବତନ ପ୍ରଧାନ ଶିକ୍ଷକ ଯୋଗୀନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶୋକସଭା

ବୌଦ୍ଧ : ତେଲିବନ୍ଧ ଉଚ୍ଚ ବିଦ୍ୟାଳୟ ପରିସରରେ ପୂର୍ବତନ ପ୍ରଧାନ ଶିକ୍ଷକ ଯୋଗୀନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଆଜି ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୌଦାମିନୀ ପ୍ରଧାନଙ୍କ ସଭାପତିତ୍ୱରେ ସ୍ୱର୍ଗତ ଯୋଗୀନ୍ଦ୍ର ସାରଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ
Read More...

ନବରଙ୍ଗପୁର ଜିଲ୍ଲା ଆଥଲେଟିକ ଦଳର ରେକର୍ଡ ସଂଖ୍ୟକ ପଦକ ହାସଲ

ନବରଙ୍ଗପୁର: ଭୁବନେଶ୍ୱର ଠାରେ ଚାଲିଥିବା ରାଜ୍ୟ ଆଥ୍‌ଲେଟିକ ମିଟରେ ନବରଙ୍ଗପୁର ଜିଲ୍ଲା ଆଥଲେଟିକ ଦଳର ସଫଳତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଭୁବନେଶ୍ୱର ସ୍ଥିତ କିଟ ଆଥଲେଟିକ ଷ୍ଟାଡିୟମରେ ୬୮ ତମ ରାଜ୍ୟ ଆଥଲେଟିକ ମିଟରେ ଯୋଗ ଦେଇ ନବରଙ୍ଗପୁର ଦଳର ଖେଳାଳିମାନେ ମୋଟ ୫ଟି ସ୍ୱର୍ଣ୍ଣ,୨ଟି
Read More...

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ପଲଶାଗୋରା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ପଲଶାଗୋରାସ୍ଥିତ କାନ୍ଦୁଲମୁଣ୍ଡା ପୋଖରୀରେ ବାଘମୁଣ୍ଡା ଗ୍ରାମର ସୁଶାନ୍ତ ନାଏକ (୩୦) ନାମକ ଯୁବକ ଗାଧୋଉଥିବା ବେଳେ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି । ସୂଚନାନୁଯାୟୀ ସୋମବାର ଅପରାହ୍ନ ୪ଟା ବେଳେ ବାଘମୁଣ୍ଡା ଗ୍ରାମର ବଉଲା
Read More...

ମହାନଦୀରେ ବୁଡିଯାଇଥିବା ତିନି ସାଙ୍ଗଙ୍କ ମୃତଦେହ ଉଦ୍ଧାର

କଟକ: ମହାନଦୀରେ ବୁଡିଯାଇଥିବା ତିନି ସାଙ୍ଗଙ୍କ ମୃତଦେହ ଉଦ୍ଧାର ହୋଇଛି। ବହୁ ଖୋଜାଖୋଜି ପରେ ନିଖୋଜ ସାଦିକ ଖାନଙ୍କ ମୃତଦେହ ମିଳିଛି । ରବିବାର ଗାଧୋଇବାକୁ ଆସିଥିବାବେଳେ ଅପରାହ୍ନରେ ମହାନଦୀରେ ବୁଡି଼ ନିଖୋଜ ହୋଇଥିଲେ ୩ ନାବାଳକ।ପୂର୍ବରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ, ଆଜି
Read More...

ଅଧ୍ୟାପକ ସଂଜୀବ କୁମାର ନାୟକଙ୍କ ପରଲୋକ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଜଣେ ପ୍ରଚଣ୍ଡ ପ୍ରତିଭାବନ୍ତ ସବୁଜ ମଣିଷ ଅଧ୍ୟାପକ ସଂଜୀବ ନାୟକଙ୍କ ଗତ ରାତିରେ ପରଲୋକ ହୋଇଯାଇଛି । ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ କିଛିଦିନ ହେବ କଟକ ବଡ଼ ଡାକ୍ତରଖାନା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲର ଆଇସିୟୁରେ ଭର୍ତ୍ତି ହୋଇ
Read More...

ମହାବୀର କ୍ଷେତ୍ରରେ ଲଙ୍କାପୋଡ଼ି ଯାତ୍ରା : ତାଡ଼କା ବଧ, ସୀତା ବିବାହ ମଞ୍ଚସ୍ଥ

ଦଶପଲ୍ଲା : ଲଙ୍କାପୋଡ଼ି ଯାତ୍ରାର ଦ୍ୱିତୀୟ ଦିବସରେ ଶ୍ରୀ ଶ୍ରୀ ରଘୁନାଥଜୀଉଙ୍କ ମନ୍ଦିରରେ ଦିବା ସମୟେ ବିବାହ ନୀତି ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ମଂଚରେ ପ୍ରଥମେ ସିଦ୍ଧବନରେ ଋଷିମାନଙ୍କ ଯାଗରକ୍ଷା ଓ ସେଠାରେ ତାଡ଼କୀ ଅସୁରୀ ଓ ତାହାର ଦୁଇପୁତ୍ର ସୁବାହୁ ଓ ମାରିଚ ଅତ୍ୟାଚାର ପରିବେଷିତ
Read More...

ମହିଳା ଜୀବିକା ସୁରକ୍ଷା ମଞ୍ଚ ଦ୍ୱାରା ନବ ନିର୍ବାଚିତ ଜନ ପ୍ରତିନିଧି ନେଲେ ତାଲିମ

ଘୁ ଉଦୟଗିରି : ଆଜି ଘୁ. ଉଦୟଗିରି ବ୍ଲକର ସମସ୍ତ ନବ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ମହିଳା ଜୀବିକା ସୁରକ୍ଷା ମଞ୍ଚ ଲୋକ ସଙ୍ଗଠନ ଦ୍ୱାରା ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଉକ୍ତ ତାଲିମ କାର୍ଯ୍ୟକ୍ରମକୁ ସ୍ଥାନୀୟ ପ୍ରଦାତ୍ତା ସଭାଗୃହରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଷମା
Read More...

ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀରେ ନବନିର୍ମିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ହେଉଛି ପୁରୀ ଜ଼ିଲ୍ଲା ପାଇଁ ଏକ ଐତିହାସିକ ଦିବସ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ
Read More...

ବିଭିନ୍ନ ପ୍ରସଙ୍ଗ ନେଇ ଉପଜିଲ୍ଲାପାଳଙ୍କୁ ଭେଟିଲେ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଉପଜିଲ୍ଲାପାଳ ନିହାର ରଞ୍ଜନ କହଁରକୁ ସୌଜନ୍ୟମୂଳକ ସାକ୍ଷାତ କରି ସହରର ବିଭିନ୍ନ କୀର୍ତ୍ତିରାଜିର ସୁରକ୍ଷା ପ୍ରସଙ୍ଗ ନେଇ ବିଭିନ୍ନ ଦାବି ରଖିଲେ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା । ଏହି ଅବସରରେ ମନ୍ଦିରମାଳିନୀ ସୁବର୍ଣ୍ଣପୁର ସହରରେ ରହିଥିବା ପୁରାତନ
Read More...