Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଭିନ୍ନ ପ୍ରସଙ୍ଗ ନେଇ ଉପଜିଲ୍ଲାପାଳଙ୍କୁ ଭେଟିଲେ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଉପଜିଲ୍ଲାପାଳ ନିହାର ରଞ୍ଜନ କହଁରକୁ ସୌଜନ୍ୟମୂଳକ ସାକ୍ଷାତ କରି ସହରର ବିଭିନ୍ନ କୀର୍ତ୍ତିରାଜିର ସୁରକ୍ଷା ପ୍ରସଙ୍ଗ ନେଇ ବିଭିନ୍ନ ଦାବି ରଖିଲେ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା । ଏହି ଅବସରରେ ମନ୍ଦିରମାଳିନୀ ସୁବର୍ଣ୍ଣପୁର ସହରରେ ରହିଥିବା ପୁରାତନ!-->…
Read More...
Read More...
ସାମ୍ବାଦିକଙ୍କ ସୁରକ୍ଷା ଦାବି କଲା ଓଡିଶା ସାମ୍ବାଦିକ ସଂଘର ଗଜପତି ଜିଲ୍ଲା ଶାଖା, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…
ପାରଳାଖେମୁଣ୍ଡି : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ପୁଲିସ ସେଠାକାର ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ପୁଲିସ୍ ପକ୍ଷରୁ ଯେଉଁଭଳି ଅତ୍ୟାଚାର କରାଗଲା ଏବଂ ଗୋଡରେ ବେଡି ପକାଗଲା ତାହା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ଆଗରୁ ମଧ୍ୟ ଅନେକ!-->…
Read More...
Read More...
ନାଇକେନପାଲିରେ ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳିତ
ସୁବର୍ଣ୍ଣପୁର -ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ବ୍ଲକସ୍ତରୀୟ ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ଏହି ପାଳନ ଉତ୍ସବରେ ଯୋଗ ଦେଇ ଉପସ୍ଥିତ ଗର୍ଭବତୀ ମହିଳାଙ୍କୁ ନିରାପଦ ମାତୃତ୍ୱର ବିଭିନ୍ନ!-->…
Read More...
Read More...
ବେଲପଡାରେ ତାରିଣୀ ପୂଜା ପାଇଁ ପୂର୍ଣ୍ଣ କଳସ ଯାତ୍ରା
ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ବେଲପଡା ପ୍ରସିଦ୍ଧ ତାରିଣୀ ପୀଠରେ ଚୈତ୍ର ତାରିଣୀ ପୂଜା ଉତ୍ସବ ପାଇଁ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୋଖରୀରୁ ପୂର୍ଣ୍ଣ କଳସ ଆଣି ପୀଠରେ କଳସ ସ୍ଥାପନ ସହ ପୂଜାର୍ଚ୍ଚନା କରଯାଇଥିଲା । ପୂଜା କର୍ତ୍ତା ଭାବେ ଅରୁଣ ଜୈନ ଓ ତାଙ୍କ!-->…
Read More...
Read More...
ପାଟଣାଗଡ଼ରେ ଶିକ୍ଷା ସଚେତନ ରଥର ଶୁଭାରମ୍ଭ
ପାଟଣାଗଡ଼ :ସମଗ୍ର ଶିକ୍ଷା ବଲାଙ୍ଗୀର ଓ ପାଟଣାଗଡ଼ ଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ପାଟଣାଗଡ଼ ବ୍ଲକ ତଥା ବିଜ୍ଞପିତ ଅଞ୍ଚଳରେ ଜନ ସଚେତନ ପାଇଁ ଶିକ୍ଷା ସଚେତନ ରଥର ଆଜି ଶୁଭାରମ୍ଭ ହୋଇଛି । ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳସ ସ୍ଥାପନ ସହ ପୂଜାର୍ଚ୍ଚନା!-->…
Read More...
Read More...
ଗଛରୁ ତିନି ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ଆରମ୍ଭ
ନବରଙ୍ଗପୁର: ଉମରକୋଟ ଥାନା ଅନ୍ତର୍ଗତ ତୋହରା ଗ୍ରାମ ନିକଟ ଜଙ୍ଗଲ ମଧ୍ୟରେ ଥିବା ଏକ କୁସୁମ ଗଛରୁ ତିନି ଜଣ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରି ଉମରକୋଟ ପୋଲିସ୍ ଏବଂ ସାଇଣ୍ଟିଫିକ୍ର ତଦନ୍ତ ଆରମ୍ଭ କରିଛି । ତିନି ଜଣକ ମଧ୍ୟରେ ଦୁଇ ଜଣ ନାବାଳିକା ଏବଂ ଜଣେ ବିବାହିତା ବୋଲି!-->…
Read More...
Read More...
ଶୋଭାଯାତ୍ରାରେ ସାମିଲ ହୋଇ ସହର ପରିକ୍ରମା କଲେ ରାମଭକ୍ତ
କଣ୍ଟାବାଞ୍ଜି : କେଶରିୟା ପତାକା, ଧ୍ୱଜାରେ ଶୋଭାୟମାନ ସହରର ରାସ୍ତା ଓ ଛକ, ଘରେ ଘରେ ମଧ୍ୟ ଲାଗି ରହିଥିଲା ଭଗବାନ ଶ୍ରୀରାମଙ୍କ ଛବି ପତାକା । ଏହା ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା କଣ୍ଟାବାଞ୍ଜିରେ । ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ଭାରତ ବର୍ଷରେ ରାମ ନବମୀ ରୂପେ ପାଳିତ!-->…
Read More...
Read More...
ବୌଦ୍ଧରେ ଭାରତୀୟ ଶିକ୍ଷଣ ମଣ୍ଡଳର ପ୍ରତିଷ୍ଠା ଦିବସ ସମାରୋହ ପାଳିତ
ବୌଦ୍ଧ,୧୧/୪: ଶିକ୍ଷାରେ ଭାରତୀୟତା ପ୍ରୟୋଗ କଲେ ରାଷ୍ଟ୍ରର ପୁନଃରୁଥାନ ହୋଇପାରିବ ବୋଲି ଭାରତୀୟ ଶିକ୍ଷଣ ମଣ୍ଡଳର ପ୍ରତିଷ୍ଠା ଦିବସ ସମାରୋହ ପାଳନ ଅବସରରେ ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସଂଗଠନର ସଭାପତି ଟଙ୍କଧର ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା!-->…
Read More...
Read More...
ହାଇଦ୍ରାବାଦରୁ ହାର୍ଡକୋର ଗଞ୍ଜେଇ ମାଫିଆ ଗିରଫ
ଭୁବନେଶ୍ବର: ଓଡିଶା ଏସଟିଏଫକୁ ବଡ ସଫଳତା । ହାଇଦ୍ରାବାଦରୁ ଗିରଫ ହେଲା ହାର୍ଡକୋର ଗଞ୍ଜେଇ ମାଫିଆ । ମାଲକାନଗିରିର ଏକ ଗଞ୍ଜେଇ କାରବାରର ମାଷ୍ଟର ମାଇଣ୍ଡ ଥ୍ୟାଲି ଶ୍ୟାମ ସୁନ୍ଦରକୁ ହାଇଦ୍ରାବାଦର ଅମ୍ବରପେଟ୍ଟା ସାଇକ୍ରିଷ୍ନା ନଗରରୁ କାବୁ କରିଛି ଓଡିଶା ଏସଟିଏଫ।ଗତବର୍ଷ ଅକ୍ଟୋବର!-->…
Read More...
Read More...
ତାତି ବଢୁଛି ହେଲେ ଖୋଲିନି ଜଳଛତ୍ର, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି
ଗୋଲାମୁଣ୍ଡା,୧୧/୪- ପ୍ରଚଣ୍ଡ ଖରାସାଙ୍ଗକୁ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବାବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ପ୍ରଶାସନ ପକ୍ଷରୁ ଜଳଛତ୍ର ଖୋଲାଯାଇ ନଥିବାରୁ ଲୋକେ ପାନୀୟଜଳ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି ।!-->…
Read More...
Read More...