Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପାନୀୟଜଳ ସମସ୍ୟାନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ
ବୌଦ୍ଧ,୮/୪- ବୌଦ୍ଧବ୍ଲକ ମୁର୍ଷୁଣ୍ଢି ପଞ୍ଚାୟତର ସରଣ୍ଡା, ମୁର୍ଷୁଣ୍ଢି, ଭାଲିଆପଦର ଗ୍ରାମର ଶତାଧିକ ଗ୍ରାମବାସୀ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଭେଟି ପାନୀୟଜଳ ସମସ୍ୟାନେଇ ଏକ ଦାବିପତ୍ର ଦେଇଛନ୍ତି । ଦାବିପତ୍ରରେ ଉଲ୍ଲେଖ ଅଛି ଯେ ଗ୍ରାମବାସୀମାନେ ପାନୀୟଜଳ ଯୋଗାଣ ବ୍ୟବସ୍ଥାରୁ!-->…
Read More...
Read More...
ଛାତ ଉପରୁ ପଡି ପର୍ଯ୍ୟଟକଙ୍କ ମୃତ୍ୟୁ, ବାପା ଆଣିଲେ ହତ୍ୟା ଅଭିଯୋଗ
ପୁରୀ : ପୁରୀ ସମୁଦ୍ର କୂଳ ହୋଟେଲ ଦୀପ ରିସର୍ଟ ଛାତ ଉପରୁ ପଡି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ପର୍ଯ୍ୟଟକ ହେଉଛନ୍ତି କୋଲକାତାର ଚୟନ ରାୟ । ତେବେ ବଡ଼ କଥା ହେଉଛି ମୃତକଙ୍କ ବାପା ହତ୍ୟା ଅଭିଯୋଗ ଆଣିଛନ୍ତି । ଏହି ଘଟଣାକୁ ନେଇ ସି ବିଚ ଥାନାରେ ମାମଲା ରୁଜୁ ହୋଇଛି ।!-->…
Read More...
Read More...
ପାଟଣାଗଡ଼ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ପାଟଣାଗଡ,୮/୪- ପାଟଣାଗଡ ସ୍ଥାନୀୟ ରମାଇଁ ହାଇସ୍କୁଲ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝିଙ୍କ ଦ୍ୱାରା ଅନୁଷ୍ଠିତ ଏହି ମେଳାରେ ମୋଟ ୧୩୩ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ସେଥିମଧ୍ୟରୁ ଶ୍ରେଷ୍ଠ ୬ ଟି!-->…
Read More...
Read More...
ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ
ବୌଦ୍ଧ/ହରଭଙ୍ଗା,୮/୪- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଶୁକ୍ରବାର ପୋଗ୍ରାମ ଅଫିସର ଅଧ୍ୟାପକ ସୁଦାମ ଚରଣ ପୃଷ୍ଟିଙ୍କ ସଭାପତିତ୍ୱରେ ଛାତ୍ରୀ ଆତ୍ମ ସୁରକ୍ଷା ଶିବିର ଉଦଘାଟିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଅଧ୍ୟାପକ!-->…
Read More...
Read More...
ଅସହାୟ ଇସନକୁ ସହାୟତା କରିବାକୁ ଆଗେଇ ଆସିଲେ ସ୍ୱେଚ୍ଛାସେବୀ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଗଣ୍ଡାବହାଲ ଗ୍ରାମର ଦିବ୍ୟ ଜଗଦଲାଙ୍କ ପୁଅ ଇସନ୍ (୩)ଙ୍କ ପେଟର ନାଭିଟି ଫୁଲି ରହୁଛି, ରକ୍ତ ପଡ଼ୁଚି ତାହାର ଚିକିତ୍ସା ସକାଶେ ଆଜି ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ । ହେଲେ!-->…
Read More...
Read More...
ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଠାରେ ପ୍ରସୂତୀ କକ୍ଷ ଉଦଘାଟିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଗାରାବନ୍ଧ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ପ୍ରସୂତୀ କକ୍ଷକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର ରିବନ କାଟି ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୋଶାଣି ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳ!-->…
Read More...
Read More...
ଘୁ. ଉଦୟଗିରି ଏନଏସିର ଉପାଧ୍ୟକ୍ଷ ହଲେ ସନ୍ତୋଷ ବାଘ
ଘୁ. ଉଦୟଗିରି : ଶେଷ ହୋଇଛି ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ଆସନ ନିମନ୍ତେ ନିର୍ବାଚନ । ସମସ୍ତ କଳ୍ପନାର ଅନ୍ତ ଘଟିଛି । ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥାମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର!-->…
Read More...
Read More...
ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବ୍ରହ୍ମଗିରିରେ ଜଳ ନିଷ୍କାସନ ବ୍ୟବସ୍ଥା ସମୀକ୍ଷା
ପୁରୀ- ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ବ୍ଲକରେ ଜଳ ନିଷ୍କାସନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏ ସଂପର୍କରେ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଶ୍ରୀ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା!-->…
Read More...
Read More...
ଘୁ.ଉଦୟଗିରିରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ
ଘୁ. ଉଦୟଗିରି: ଅନ୍ତରଙ୍ଗ ଯୁବ ମହାସଂଘ, ପ୍ରଦାତ୍ତା ଓ ଭିଫୋର୍ସ କନ୍ଧମାଳ ତରଫରୁ ଘୁ. ଉଦୟଗିରି ସ୍ଥିତ ଇନ୍ଦିରା ପ୍ରିୟର୍ଶିନୀ ମହିଳା ମହବିଦ୍ୟାଳୟରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଛି । ସାରା ବିଶ୍ୱରେ ଏପ୍ରିଲ ୭କୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରୂପେ ବିଭିନ୍ନ ଅନୁଷ୍ଠାନ ତଥା ସରକାରୀ!-->…
Read More...
Read More...
ଇସ୍ତଫା ଦେଲେ ଆନ୍ଧ୍ରର ସବୁ ମନ୍ତ୍ରୀ
ନୂଆଦିଲ୍ଲୀ,୭/୪: ଆନ୍ଧ୍ରପ୍ରଦେଶରେ ହଠାତ ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି । ସମସ୍ତ ୨୪ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏସ.ଜଗନମୋହନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ସବୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଜଗନମୋହନ ନିଜ ମନ୍ତ୍ରିମଣ୍ଡଳର!-->…
Read More...
Read More...