Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମର୍ଜାକୁଦରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ
ବୌଦ୍ଧ,୮/୪- ବୌଦ୍ଧଜିଲ୍ଲାର ଏକ ଅପହଞ୍ଚ ଅଞ୍ଚଳ ମର୍ଜାକୁଦ ଗ୍ରାମରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନନ ପ୍ଲାନ ଇଣ୍ଡିଆର ମିଳିତ ସହଯୋଗରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ଲାନ ଇଣ୍ଡିଆ ତରଫରୁ ୨ଦିନ ଧରି ଟିକାକରଣ ସଚେତନତା ରଥର ଗ୍ରାମରେ ବୁଲାଯାଇଥିଲା । ଟିକା!-->…
Read More...
Read More...
ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ଜେଲ
ଫୁଲବାଣୀ : ଫୁଲବାଣୀ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ତଥା ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍ ଭାସ୍କରଚନ୍ଦ୍ର ସାହୁ ଏକ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୨ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଓ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ପ୍ରସନ୍ନ!-->…
Read More...
Read More...
କଲରାପତରିଆ ବାଘ ଛାଲ ସହ ୭ ଗିରଫ
କରଞ୍ଜିଆ : କଲରାପତରିଆ ବାଘ ଛାଲ ମୁଲଚାଲ ବେଳେ ଜଙ୍ଗଲ ବିଭାଗ ପକ୍ଷରୁ ୭ ଜଣଙ୍କୁ ଗିରଫ କରିଛି । ଘଟଣାରୁ ଜଣାପଡିଛି କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ଦୁଧିଆଣି ବନାଞ୍ଚଳ ଯଶିପୁର ପୁରୁଣା ବସଷ୍ଟାଣ୍ଡ ନିକଟରେ ବିଳମ୍ବିତ ରାତ୍ର ପ୍ରାୟ ୧୦.୩୦-୧୧ଟା ସମୟରେ ଏକ କଲରାପତରିଆ ବାଘ ଛାଲ ମୁଲଚାଲ ହେବା!-->…
Read More...
Read More...
ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଅଂଶୁଘାତରେ ମୃତ୍ୟୁ ସନ୍ଦେହ
ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅନ୍ତର୍ଗତ ବାଗଝରଣ ରାସ୍ତା କଡରୁ ଗୁରୁବାର ସକାଳୁ ଖପ୍ରାଖୋଲ ପୁଲିସ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଛି । ବୃଦ୍ଧା ଜଣକ ରେଙ୍ଗାଲି ପଞ୍ଚାୟତ ଖୁରୀପାଣି ଗାଁର ବଉଳା ବରିହା (୭୦) ବୋଲି ଜଣାଯାଇଛି । ସୂଚନା ଅନୁସାରେ!-->…
Read More...
Read More...
ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକଙ୍କ ବିୟୋଗରେ ଯୁବ ପତ୍ରକାର ସଂଘ ପକ୍ଷରୁ ଶୋକସଭା
ପାଟଣାଗଡ଼ : ପାଟଣାଗଡ଼ ପୁର୍ବତନ ବ୍ଳକ ଅଧ୍ୟକ୍ଷ ତଥା ବିଜେପି ଜିଲ୍ଲା ସଭାପତି ସମାଜସେବୀ ଭକ୍ତ ବନ୍ଧୁ ନାଏକଙ୍କ ଅକାଳ ବିୟୋଗରେ ପାଟଣାଗଡ଼ ଉପଖଣ୍ଡ ଯୁବ ପତ୍ରକାର ସଂଘ ପକ୍ଷରୁ ଏକ ଶୋକସଭା ପ୍ରତ୍ୟୁଷ ରଞ୍ଜନ ଖମାରୀଙ୍କ ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି କରୁଣାକର!-->…
Read More...
Read More...
ଚତୁର୍ଥ ଦିନରେ ବୁଗୁଡା କଲୋନୀ ଗ୍ରାମବାସୀଙ୍କ ଧାରଣା,ପହଞ୍ଚିଲା ଦଶପଲ୍ଲା ପୋଲିସ
ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମପଞ୍ଚାୟତର ବୁଗୁଡା କଲୋନୀ ଗ୍ରାମର ଶହେ ଏକରରୁ ଅଧିକ ଚାଷଜମି କ୍ଷତିଗ୍ରସ୍ତ ହେଉଥିବାବେଳେ, ଆଦ୍ୟାବଧି ପ୍ରଶାସନ କିମ୍ବା ସ୍ୱତନ୍ତ୍ର ଭୂ - ଅର୍ଜନ ଅଧିକାରୀ ନୟାଗଡଙ୍କ ତରଫରୁ!-->…
Read More...
Read More...
ସାମ୍ବାଦିକଙ୍କୁ ନ୍ୟାୟ ଦାବିରେ ପୁରୀ ଏସପି ଅଫିସ ଆଗରେ ବିକ୍ଷୋଭ
ପୁରୀ : ବାଲେଶ୍ୱର ଜିଲ୍ଲା ନୀଳଗିରିରେ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ପୋଲିସ ଏକ ସାମାନ୍ୟ ବଚସା ଘଟଣାକୁ ନେଇ ଗିରଫ କରିବା ଓ ହସପିଟାଲରେ ଚିକିତ୍ସା ଅବସ୍ଥାରେ ଗୋଡ଼ରେ ବେଡି ପକାଇ ସଶସ୍ତ୍ର ପୋଲିସ ମୁତୟନ ଘଟଣାକୁ ସାରା ରାଜ୍ୟରେ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।!-->…
Read More...
Read More...
ନୟାଗଡରେ ଅଂଗନୱାଡି କର୍ମୀଙ୍କ ଶୋଭାଯାତ୍ରା
ଦଶପଲ୍ଲା : ଭାରତୀୟ ମଜଦୁର ସଂଘ ସଂଲଗ୍ନ ଅଲ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍ ଆସୋସିଏସନ ନ଼ୟାଗଡ ଜିଲା ଶାଖା ତରଫରୁ ବିଭିନ୍ନ ଦାବିକୁ ନେଇ ନୟାଗଡ଼ରେ ଏକ ଶୋଭାଯାତ୍ରା ଆୟୋଜନା ହୋଇଥିଲା । ଉକ୍ତ ଶୋଭାଯାତ୍ରା ନୟାଗଡ ପିଡବ୍ଲୁଡି ବଙ୍ଗଳା ଠାରୁ ବାହାରି ନଗର ପରିକ୍ରମା କରି ନୟାଗଡ ଜିଲ୍ଲାପାଳ!-->…
Read More...
Read More...
ପ୍ରକାଶ ପାଇଲା ଓଟିଇଟି ରେଜଲ୍ଟ
ଭୁବନେଶ୍ୱର: ଶୁକ୍ରବାର ଓଟିଇଟି ରେଜଲ୍ଟ ପ୍ରକାଶ ପାଇଛି । ଓଡ଼ିଶା ଟିଚର୍ସ ଏଲିଜିବିଲିଟ ଟେଷ୍ଟ(ଓଟିଇଟି) ପ୍ରକାଶ ପାଇଛି ।www.bseodisha.ac.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ । ଏହି ୱେବସାଇଟକୁ ଯାଇ ପରୀକ୍ଷା ଫଳା ଜାଣି ହେବ ।ପରୀକ୍ଷାର୍ଥୀମାନେ ନିଜ ରୋଲ ନମ୍ବର ଦେଇ ପରୀକ୍ଷା ଫଳ!-->…
Read More...
Read More...
ଆମ୍ବଝରୀ ପଞ୍ଚାୟତରେ ଖୋଲିଲା ଜଳଛତ୍ର
ବୌଦ୍ଧ,୮/୪- ବୌଦ୍ଧବ୍ଲକ ଆମ୍ବଝରୀ ପଞ୍ଚାୟତ ତରଫରୁ ୨୫ଟି ସ୍ଥାନରେ ଆଜି ଜଳଛତ୍ର ଖୋଲାଯାଇଛି । ନୂତନ ସରପଞ୍ଚ ପ୍ରେମା ବାଘ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ବିଶି ଉପସ୍ଥିତ ରହି ଜଳଛତ୍ରର ଶୁଭାରମ୍ଭ କରିଥିଲେ । ଏହି ଜଳଛତ୍ର ଖୋଲିବା ଦ୍ୱାରା ଖରାରେ ଯିବାଆସିବା କରୁଥିବା!-->…
Read More...
Read More...