Browsing Category

ରାଜ୍ୟ

ବୌଦ୍ଧ ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଉଦଯାପିତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଉଦଯାପିତ ହୋଇଯାଇଛି । ମୁଖ୍ୟଅତିଥି ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଓ ଜିଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରଦର୍ଶିତ ପ୍ରକଳ୍ପ ଗୁଡିକୁ ବୁଲି ଦେଖିବା ସହିତ କୁନି ବୈଜ୍ଞାନିକ
Read More...

କଣ୍ଟାମାଳ କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର

କଣ୍ଟାମାଳ : କଣ୍ଟାମାଳ ପଞ୍ଚାୟତ କଲେଜ ପରିସରରେ ଆଜି ଆଠ ଦିନିଆ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଆଜି ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରରେ ମୁଖ୍ୟ ଅତିଥିଭାବେ କଲେଜ ଅଧ୍ୟକ୍ଷା ପ୍ରଭାସିନୀ ଖଟୁଆ ଯୋଗ ଦେଇ ବର୍ତ୍ତମାନର ପରିସ୍ଥିତିରେ ମହିଳା ନିଜ ସୁରକ୍ଷା ପାଇଁ
Read More...

ସାମ୍ବାଦିକଙ୍କ ଗୋଡରେ ବେଡି ପକାଇବା ଘଟଣା, କଣ୍ଟାବାଞ୍ଜି ପ୍ରେସକ୍ଲବ ପକ୍ଷରୁ ଦୃଢ ନିନ୍ଦା

କଂଟାବାଞ୍ଜି : ବର୍ତ୍ତମାନ ସମୟରେ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ବିପଦ ଦେଇ ଗତି କରୁଛି । ଅନେକ ସମୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ହେଉଥିବା ନଜିର ହେଉଛି । ଦୁର୍ନୀତି କରୁଥିବା ଲୋକ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ଖବର ପ୍ରସାରଣ କଲେ ସାମ୍ବାଦିକଙ୍କୁ
Read More...

ଦଳରୁ ନିଲମ୍ବିତ ହେଲେ ପୂର୍ବତନ କାଉନସିଲର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜେଡିରେ ଦିନକୁ ଦିନ ଗୋଷ୍ଠୀ କନ୍ଦଳ ବଢ଼ିବାରେ ଲାଗିଛି । ଅନେକ ନେତା ଦଳିୟ ଶୃଙ୍ଖଳା ରକ୍ଷା ନକରିବା, ନେତା ମାନଙ୍କ ନିର୍ଦ୍ଦେଶ ନ ମାନି ମନ ଇଚ୍ଛା କାର୍ଯ୍ୟ କରୁଛନ୍ତି । ଏ ମାନଙ୍କ ଯୋଗୁଁ ପଂଚାୟତ ଓ ପୌର ନିର୍ବାଚନରେ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ
Read More...

ଗ୍ରାମ୍ୟ ନିର୍ମାଣ ବିଭାଜନର ନିର୍ବାହୀ ଯନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ନିର୍ମଳ କୁମାର ଦାସ

ପାରଳଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମ୍ୟ ନିର୍ମାଣ ବିଭାଜନ ଗଜପତିର ନିର୍ବାହୀ ଯନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ନିର୍ମଳ କୁମାର ଦାସ । ଏହା ପୂର୍ବରୁ ଗଞ୍ଜାମର ନିର୍ବାହୀ ଯନ୍ତ୍ରୀ ଏହି କାର୍ଯ୍ୟାଳୟର ଦାୟିତ୍ୱ ତୁଲାଉଥିଲେ । ବର୍ତ୍ତମାନ
Read More...

ଫୁଲବାଣୀ ଜିଲ୍ଲା ପ୍ରେସ କ୍ଳବର ନିନ୍ଦା : ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକୀପତ୍ର ପ୍ରଦାନ

ଫୁଲବାଣୀ: ବାଲେଶ୍ୱର ଜିଲ୍ଲା ନିଳଗିରି ଥାନା ଆଇଆଇସିଙ୍କ ବର୍ବରଚିତକାଣ୍ଡକୁ କନ୍ଧମାଳ ଜିଲ୍ଲା ପ୍ରେସ କ୍ଲବ ତରଫରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର କନକ ଟିଭି
Read More...

ନୂତନ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ମହେଶ ଚନ୍ଦ୍ର ନାୟକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ନୂତନ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ମହେଶ ଚନ୍ଦ୍ର ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଜିଲ୍ଲାର ବିକାଶ ସକାଶେ ରାସ୍ତା
Read More...

ସାମ୍ବାଦିକଙ୍କୁ ପୋଲିସର ବେଡ଼ି ପକାଇବା ଘଟଣାକୁ ଓଜେୟୁ ସୁବର୍ଣ୍ଣପୁର ଜିଲ୍ଲା ଶାଖାପକ୍ଷରୁ ନିନ୍ଦା

ସୁବର୍ଣ୍ଣପୁର : ସତ୍ୟକୁ ସାମ୍ନା କରୁଥିବା ସାମ୍ବାଦିକମାନଙ୍କ ପ୍ରତି ପୋଲିସର ଦବଙ୍ଗଗିରିକୁ ଓଡ଼ିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ଏ ସଂପର୍କରେ ସ୍ଥାନୀୟ ପ୍ରଭାସଲଜ୍‌ର ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଭାପତି
Read More...

ନୀଳଗିରି ସରମ୍ବାଦିକଙ୍କୁ ଗୋଡର ବେଡି ପକେଇବା ଘଟଣା, କାର୍ଯ୍ୟାନୁଷ୍ଠାନ ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଜି. ଉଦୟଗିରି,୮/୪: ସବୁ ସୀମା ସରହଦ ଟପିଗଲା ପୋଲିସ୍‌ । ନୀଳଗିରିର କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଦୁର୍ବ୍ୟବହାର , ଅମାନବୀୟ ଅତ୍ୟାଚାର କରିବା ସହିତ ଚିକିତ୍ସାବେଳେ ଗୋଡରେ ବେଡି ପକେଇ ରଖିବା ଘଟଣାକୁ ସାରା ରାଜ୍ୟ ନିନ୍ଦା କରୁଥିବାବେେ ଦୋଷୀଙ୍କ ବିରୁଦ୍ଧରେ ଦୃଢ
Read More...

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମୁଖ୍ୟ ଚିକିତ୍ସାଳୟ ପରିସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ପାତ୍ର, ଡି ଏମ୍‌ ଓ ପ୍ରମୋଦ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ
Read More...