Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଘୁ.ଉଦୟଗିରିରେ ୮୭ ତମ ଉତ୍କଳ ଦିବସ ପାଳିତ
ଘୁ ଉଦୟଗିରି: ସ୍ଥାନୀୟ ଅତିରିକ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୮୭ ତମ ଉତ୍କଳ ଦିବସ ମହାଆଡମ୍ବର ସହିତ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ଆରମ୍ଭରେ ସରସ୍ୱତୀ ଶିଶୁ ମନ୍ଦିର ଓ ବିବେକାନନ୍ଦ ସ୍କୁଲର ଛାତ୍ରଛାତ୍ରୀ ସମେତ ସମସ୍ତ ଅତିଥି ଓ!-->…
Read More...
Read More...
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଗଣଧାରଣା
ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଦ୍ୱାରରେ କୋସଲ ସାହିତ୍ୟ ସଂସ୍କୃତି ଏକାଡେମୀ ପକ୍ଷରୁ କୋସଲି ଭାଷା ସାହିତ୍ୟର ସାମ୍ବିଧାନିକ ମାନ୍ୟତା ଦାବୀରେ ଏକ ଗଣ ଧାରଣା ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ପ୍ରତିଷ୍ଠାତା ଆବାହକ ଗୋରେଖନାଥ ସାହୁଙ୍କ ନେତୃତ୍ୱରେ!-->…
Read More...
Read More...
ପ୍ରଧାନ ପଣ୍ଡିତ ନଳିନୀ ଗୁରୁମା’ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା
ଦଶପଲ୍ଲା : ବୋଲଗଡ ବ୍ଲକ୍ ଟିକାତାଳସ୍ଥ ସ୍ୱାମୀ ବିବେକାନନ୍ଦ ସଂସ୍କୃତ ବିଦ୍ୟାପୀଠର ପ୍ରଧାନପଣ୍ଡିତ ନଳିନୀ ସାହୁଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ବିଶିଷ୍ଟ ଶିକ୍ଷାବିତ୍ ବିଜୟ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବେଦମନ୍ତ୍ର ଉଚ୍ଚାରଣ ସହିତ ମୁଖ୍ୟଅତିଥି!-->…
Read More...
Read More...
ମନରେଗା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସମ୍ପର୍କୀୟ ଜନ ଶୁଣାଣି ଶିବିର
ଦଶପଲ୍ଲା : ଓଡ଼ଗାଁ ବ୍ଲକ ସଭାଗୃହରେ ଗୁରୁବାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସମ୍ପର୍କୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନିରଞ୍ଜନ!-->…
Read More...
Read More...
ପୁରୀରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ
ପୁରୀ :ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ୮୭ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ରିଜର୍ଭ ପୋଲିସ ପଡିଆଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ କେ ବିଶାଳ ସିଂ ଯୋଗଦେଇ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥିଲେ । ତେବେ ଯେତେ!-->…
Read More...
Read More...
ଆଉ ୬ ମାସ ମିଳିବ ମାଗଣା ଚାଉଳ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୬ ମାସ ପର୍ଯ୍ୟନ୍ତ ଲୋକଙ୍କୁ ଟଙ୍କିକିଆ ଚାଉଳ ସହ ମାଗଣା ଚାଉଳ ମଧ୍ୟ ମିଳିବ । ପୂର୍ବରୁ କେନ୍ଦ୍ର ସରକାର ମାଗଣା ଚାଉଳ ଦେବାକୁ ଘୋଷଣା କରିଥିବାବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ନବୀନ!-->…
Read More...
Read More...
ବାଲୁକା କଳା ମାଧ୍ୟମରେ ଉତ୍କଳ ଦିବସର ଶୁଭେଚ୍ଛା
ପୁରୀ : ଉତ୍କଳ ଦିବସ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ।ବନ୍ଦେ ଉତ୍କଳ ଜନନୀ ଥିମକୁ ଆଧାର କରି ଓଡିଶାର ପ୍ରତିଷ୍ଠା ଦିବସରେ ଓଡିଶାର କଳା, ସଂସ୍କୃତି ନୈପୁଣ୍ୟ ଏବଂ ବୀରତ୍ୱର ଗାଥା!-->…
Read More...
Read More...
ଆଜିଠାରୁ ଏହି ସବୁ ଜିନିଷ ହେଲା ମହଙ୍ଗା
ଭୁବନେଶ୍ୱର : ଅପ୍ରେଲ ପହିଲାରୁ ଆରମ୍ଭ ହୋଇଛି ନୂଆ ଆର୍ଥିକ ବର୍ଷ । ବଜେଟରେ ଘୋଷଣା ଅନୁଯାୟୀ ଅପ୍ରେଲ ପହିଲାରୁ ଅନେକ ସାମଗ୍ରୀ ଉପରେ ଟିକସ ବୃଦ୍ଧି ପାଇଛି । ବିଶେଷକରି ୮୦୦ ପ୍ରକାରର ଔଷଧ ମହଙ୍ଗା ହେବାକୁ ଯାଉଛି । ଯନ୍ତ୍ରଣା ଉପଶମକାରୀ, ଆଣ୍ଟିବାୟୋଟିକ ଓ ଆଣ୍ଟି!-->…
Read More...
Read More...
ନିଖୋଜ ଯୁବକର ଗଳିତ ମୃତଦେହ ଉଦ୍ଧାର
ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ ଅନ୍ତର୍ଗତ ଲରମ୍ଭା ଥାନା ତମିଆ ଅଡକ ନଳାରେ ନିଖୋଜ ଯୁବକର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ବିଘ୍ନରାଜ ପୁଟେଲ (୪୫) ବୋଲି ଜଣାପଡିଛି । ବିଘ୍ନରାଜ ଗତ ସୋମବାର ଦିନ ଠାରୁ ନିଖୋଜ ଥିଲେ । ପରିବାର ଲୋକେ ବହୁତ ଖୋଜା ଖୋଜି କରିଥିଲେ!-->…
Read More...
Read More...
ମାନସ ହତ୍ୟା, କ୍ରାଇମ୍ ରିକ୍ରିଏସନ୍ ସ୍ଥାନରେ ପ୍ରବଳ ଭିଡ
ଚାନ୍ଦବାଲି: ଶର୍ମିଷ୍ଠଙ୍କୁ ନେଇ ଚାନ୍ଦବାଲିର ପଳାଶପୁରରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ । କିଭଳି ଫେବୃଆରୀ ୭ ତାରିଖରେ ଶର୍ମିଷ୍ଠା ମାନସଙ୍କୁ ଅପହରଣ କରିଥିଲେ, ସେ ବାବଦରେ ତଥ୍ୟ ରଖୁଛନ୍ତି ଶର୍ମିଷ୍ଠା । ଅପହରଣ ଦିନ ମାନସ ଯେଉଁଠାକୁ ବାହାଘର ଭିଡିଓ ସୁଟିଂ ପାଇଁ ଯାଇଥିଲେ, ସେହି!-->…
Read More...
Read More...