Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଯୋଗୀନ୍ଦ୍ରଦେବ ଉଚ୍ଚବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ
ବୌଦ୍ଧ,୧/୪- ବୌଦ୍ଧ ଯୋଗୀନ୍ଦ୍ରଦେବ ଉଚ୍ଚବିଦ୍ୟାଳୟ ସଭାଗୃହରେ ପ୍ରଧାନ ଶିକ୍ଷକ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଉତ୍କଳ ଦିବସ ଓ ବିଦ୍ୟାଳୟସ୍ତରୀୟ ପୁସ୍ତକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶ୍ରୀ ଘିବେଲା, ବରିଷ୍ଠ ଶିକ୍ଷକ ଟଙ୍କଧର!-->…
Read More...
Read More...
ଓଡିଶା ଦିବସ ଅବସରରେ ପୁସ୍ତକ ପ୍ରଦର୍ଶନୀ ଉଦଘାଟିତ
ବୌଦ୍ଧ,୧/୪- ବୌଦ୍ଧ ସହରସ୍ଥିତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ସଭାଗୃହରେ ବିଦ୍ୟାଳୟସ୍ତରୀୟ ପୁସ୍ତକ ପ୍ରଦର୍ଶନୀ ମୁଖ୍ୟଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ଉଦୟନାଥ ମାଝୀଙ୍କ ଦ୍ୱାରା ଉଦଘାଟିତ ହେବା ସହିତ ଉତ୍କଳ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବୌଦ୍ଧ ଗୋଷ୍ଠୀ!-->…
Read More...
Read More...
ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏଥି ଉପଲକ୍ଷେ ପ୍ରାତଃ ୫ଘଣ୍ଟା ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଡାକବାଜି ଯୋଗେ ବନ୍ଦେ ଉତ୍କଳ ଜନନୀ ପରିବେଶଷଣ କରି ସହର ପରିକ୍ରମା କରାଯାଇଥିଲା ।!-->…
Read More...
Read More...
ପୋଲିସ ପ୍ରତିଷ୍ଠା ଦିବସ ପାଳିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ଠାରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥି ଯୋଗ ଦେଇ ଆନୁଷ୍ଠାନିକ ପ୍ୟାରେଡ଼ରେ ଅଭିବାଦନ!-->…
Read More...
Read More...
ଓଟିଡିସି ପକ୍ଷରୁ ପୁରୀ ସ୍ୱର୍ଗଦ୍ୱାରରେ ଶୁଦ୍ଧ ନିରାମିଷ କାଫେଟେରିଆ ଲୋକାର୍ପିତ
ପୁରୀ : ପୁରୀ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ଏବଂ ପୁରୀ ହେଉଛି ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର । ବିଶ୍ୱାସ ରହିଛି ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ହେଲେ ମନୁଷ୍ୟର ମୋକ୍ଷ ପ୍ରାପ୍ତି ହୋଇଥାଏ । ସେଇଥିପାଇଁ ତ ଅନେକ ନିଜର ମୃତ୍ୟୁ ପରେ ତାଙ୍କର ଶବକୁ ପୁରୀ ସ୍ୱର୍ଗଦ୍ୱାରରେ!-->…
Read More...
Read More...
ଘୁ.ଉଦୟଗିରି ଆହାର କେନ୍ଦ୍ରର ବାର୍ଷିକୀ ଉତ୍ସବରେ ଯୋଗ ଦେଲେ ଏନଏସି ଅଧ୍ୟକ୍ଷା, ଖାଇଲେ ଭାତ-ଡାଲମା
ଘୁ ଉଦୟଗିରି : ସ୍ଥାନୀୟ ସହରରେ ଥିବା ଆହାର କେନ୍ଦ୍ରକୁ ଆଜି ସାତ ବର୍ଷ ପୁରିଥିବା ବେଳେ ଆହାର କେନ୍ଦ୍ରକୁ ବେଲୁନ,ଫୁଲ ଲଗେଇ ସୁନ୍ଦର ଭାବେ ସଜା ଯାଇଥିଲା । ସ୍ଥାନୀୟ ବିଡିଓ ତଥା ଅତିରିକ୍ତ ଉପଜିଲ୍ଲାପାଳ ଆଶିଶ ତ୍ରିପାଠୀଙ୍କ ସମେତ ଏନଏସିର ନବନିର୍ବାଚିତ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ!-->…
Read More...
Read More...
ପାଟଣାଗଡ଼ ପ୍ରଶାସନ ପକ୍ଷରୁ ୮୬ ତମ ଓଡ଼ିଶା ଦିବସ ପାଳିତ
ପାଟଣାଗଡ଼ : ପାଟଣାଗଡ଼ ପ୍ରଶାସନ ପକ୍ଷରୁ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ସମାରୋହ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ଼ ସହର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ପରେ ସ୍ଥାନୀୟ ରମାଇଁ ହାଇସ୍କୁଲ!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର : ଜିଲ୍ଲା ଗ୍ରନ୍ଥାଗାର ପ୍ରେକ୍ଷାଳୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ "ପରୀକ୍ଷା ପେ ଚର୍ଚ୍ଚା ୨୦୨୨' ର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆଭାସୀ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ!-->…
Read More...
Read More...
ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ଅବସର ଗ୍ରହଣ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ତାଙ୍କର ବ୍ୟକ୍ତିଗତ ସହାୟକ ଧବଳକିଶୋର ପଣ୍ଡା ଗତକାଲି ଅବସର ଗ୍ରହଣ କରିଛନ୍ତି । ଏ ଅବସରରେ ତାଙ୍କୁ ଗତକାଲି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଉଚ୍ଛ୍ୱସିତ ବିଦାୟକାଳିନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସଭାରେ!-->…
Read More...
Read More...
ବୌଦ୍ଧରେ ଆରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ
ବୌଦ୍ଧ,୧/୪: ବୌଦ୍ଧ ଜିଲ୍ଲା ପୋଲିସ ଓ ୫ମ ଆଇଆରବି ପକ୍ଷରୁ ମିଳିତଭାବେ ୮୭ତମ ଆରକ୍ଷୀ ପ୍ରତିଷ୍ଠା ଦିବସ ବଲାସିଙ୍ଗାସ୍ଥିତ ପଡିଆଠାରେ ପାଳିତ ହୋଇଯାଇଛି । ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଂଜନ ମହାନ୍ତି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଭୟ ବାହିନୀ ସମ୍ମିଳିତ ପ୍ୟାରେଡର!-->…
Read More...
Read More...