Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅଲ୍ ଓଡିଶା ଅଙ୍ଗନୱାଡି ଆସୋସିଏସନ ବୌଦ୍ଧ ଶାଖା ତରଫରୁ ବିକ୍ଷୋଭ ଶୋଭାଯାତ୍ରା
ବୌଦ୍ଧ,୨/୪- ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ ବୌଦ୍ଧ ଶାଖା ତରଫରୁ ୧୪ ଦଫା ଦାବିନେଇ ଆଜି ଏକ ବିକ୍ଷୋଭ ଶୋଭାଯାତ୍ରା ବୌଦ୍ଧରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିରଠାରୁ ଏହି ବିକ୍ଷୋଭ ଶୋଭାଯାତ୍ରା ବାହାରି!-->…
Read More...
Read More...
ଆକାଂକ୍ଷା ମହିଳା ସଂଗଠନ ତରଫରୁ ଉତ୍କଳ ଦିବସ ପାଳିତ
ଗଜପତି,୨/୪- ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ଉତ୍କଳ ଦିବସ ପାଳନ କରାଯାଇଥିଲା । ପ୍ରଥମେ ଆକାଂକ୍ଷା ମହିଳା ସଂଗଠନର କର୍ମକର୍ତ୍ତା ମାନେ ଗାନ୍ଧୀଛକ ଠାରେ ଥିବା ଗଜପତି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳା ପ୍ରଦାନ କରିଥିଲେ ।!-->…
Read More...
Read More...
ସୀତାରାମ ୟୁଥ୍ କ୍ଲବ୍ ପକ୍ଷରୁ ଉତ୍କଳ ଦିବସ ପାଳନ
ଦଶପଲ୍ଲା,୨/୪ : - ଦଶପଲ୍ଲାର ଅଗ୍ରଣୀ ଯୁବ ଅନୁଷ୍ଠାନ ସୀତାରାମ ୟୁଥ୍ କ୍ଲବ୍ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ସ୍କୁଲ୍ - କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ‘ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାପୁରୁଷଙ୍କ ଭୂମିକା ’ ନେଇ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ!-->…
Read More...
Read More...
ପୁରୀ ଜିଲ୍ଲାସ୍ତରୀୟ ୮୭ତମ ଓଡିଶା ଦିବସ ପାଳିତ
ପୁରୀ,୨/୪- ଜିଲ୍ଲାସ୍ତରୀୟ ୮୭ତମ ଓଡିଶା ଦିବସ ପାଳିତ ହୋଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ୱପ୍ନାରାଣୀ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସଭାରୋ ପୌରହିତ୍ୟ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଭାଷ ଚନ୍ଦ୍ର!-->…
Read More...
Read More...
୮୭ତମ ପୋଲିସ ପ୍ରତିଷ୍ଠା ଦିବସରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କୁ ଡିଜିପି ପଦକ ପ୍ରଦାନ
ବାଲିଗୁଡା,୨/୪: ୮୭ତମ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ଠାରେ ପାଳନ ହୋଇଯାଇଥିବା ବେଳେ ଏହି ଅବସରରେ ରାଜ୍ୟର ବିଭିନ୍ନ ଥାନାରେ କାର୍ଯ୍ୟରତ ଥାନା ଅଧିକାରୀ ସବ-ଇନ୍ସପେକ୍ଟରଙ୍କୁ ଡିଜିପି ପଦକ(ଡିସ୍କ)ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାରେ ଉତ୍କୃଷ୍ଠ!-->…
Read More...
Read More...
ଅବସରପ୍ରାପ୍ତ ସମାଜସେବୀ ଶିକ୍ଷକଙ୍କ ପରଲୋକ
ଫୁଲବାଣୀ,୨/୪:- କନ୍ଧମାଳ ଜିଲ୍ଲାର ଜଣେ ଜଣାଶୁଣା ସମାଜସେବୀ ଦରଦୀ, ଅସହାୟକୁ ସହାୟତା କାର୍ଯ୍ୟରେ ଲିପ୍ତ ରହୁଥିବା ଅବସରପ୍ରାପ୍ତ ଶିକ୍ଷକ ଭୀମସେନ ସାହୁଙ୍କର ଅକାଳ ବିୟୋଗ ଘଟିଛି । ତାଙ୍କର ଶିଷ୍ୟମାନେ ଆଜି ସରକାରୀ ଚାକିରୀରେ ଅଧିଷ୍ଠିତ ରହିଛନ୍ତି । ସେମାନେ ମଧ୍ୟ ତାଙ୍କ ବିୟୋଗରେ ଦୁଃଖ!-->…
Read More...
Read More...
ସୁବର୍ଣ୍ଣପୁର ଜିଲାସ୍ତରୀୟ ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ
ସୁବର୍ଣ୍ଣପୁର,୨/୪- ସୁବର୍ଣ୍ଣପୁର ଜିଲ୍ଲା ସଦରମହକୁମାରେ ଅବସ୍ଥିତ ନବନିର୍ମିତ ଟାଉନହଲ ଠାରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ ଓ ଜିଲା ପ୍ରତିଷ୍ଠା ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା ଯୋଗ ଦେଇ ସ୍ୱତନ୍ତ୍ର ଓଡ଼ିଶା!-->…
Read More...
Read More...
ବୌଦ୍ଧ କନ୍ଧମାଳ ଉଦଯୋଗୀ ସମ୍ମିଳନୀର ଆଞ୍ଚଳିକ ରିଟ୍ରିଟ ଅନୁଷ୍ଠିତ
ଜି.ଉଦୟଗିରି/ରାଇକିଆ:୨/୪: ବୌଦ୍ଧ କନ୍ଧମାଳ ଖ୍ରୀଷ୍ଟିୟ ଉଦଯୋଗ ସମିଳନୀର ଆଞ୍ଚଳିକ ରିଟ୍ରିଟ ରାଇକିଆ ବ୍ଲକ ଗମାଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବକ୍ତା ଭାବରେ ଆଚାର୍ଯ୍ୟ କ୍ଷମାଶୀଳ ବାଗ ଯୋଗ ଦେଇଥିଲେ । ଜିଲ୍ଲାର କର୍ମକର୍ତ୍ତା ତଥା ସଭାପତି ପ୍ରଶାନ୍ତ କୁମାର ଦାସ, ଉପ ସଭାପତି!-->…
Read More...
Read More...
ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ କାର୍ଯ୍ୟକ୍ରମ
ଗଜପତି,୨/୪- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟ ରଙ୍ଗମଞ୍ଚ ଠାରେ ଉତ୍କଳ ଦିବସ ଉପଲକ୍ଷେ ଏକ ଦେଶାତ୍ମବୋଧକ ସଙ୍ଗୀତ କାର୍ଯ୍ୟକ୍ରମ "ବନ୍ଦେ ଉତ୍କଳ ଜନନୀ’ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଓଡ଼ିଶା!-->…
Read More...
Read More...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଯାତ୍ରୀବାହୀ ବସ୍ ସହିତ ଗ୍ୟାସ ଟ୍ରକ ଧକ୍କା
ଦଶପଲ୍ଲା,୨/୪: - ଆଜି ଦିନ ୧୨ ଟା ସମୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଟାକରାଘାଟି ଉପରେ ଏକ ଗ୍ୟାସ୍ ବୋଝେଇ ଟ୍ରକ୍ ସହିତ ,ଓଡ଼ିଶା ପରିବହନ ନିଗମର ଜଟଣୀ କଣ୍ଟାମାଳ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କାହେବା ଯୋଗୁଁ ବସ୍ ଡ୍ରାଇଭରଙ୍କ ଦୁଇଟିଯାକ ଗୋଡ଼ ଭାଙ୍ଗିିଯାଇ ଗୁରୁତର!-->…
Read More...
Read More...