Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କିନ୍ନର ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଚା ଦୋକାନ ଉଦ୍ଘାଟିତ
ଗଜପତି/ପାରଳାଖେମୁଣ୍ଡି, ୨/୪: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କାର୍ଯ୍ୟାଳୟ ପରିସରରେ ବହୁଚାରା ମାତା କିନ୍ନର ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଚା ଦୋକାନ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା, ଜିଲ୍ଲାପରିଷଦ!-->…
Read More...
Read More...
ସୁବର୍ଣ୍ଣପୁର ନଦୀ ସଂଗମ ସ୍ୱର୍ଣ୍ଣ ପ୍ରୟାଗ ଘାଟରେ ହିନ୍ଦୁ ନବବର୍ଷ ପାଳିତ
ସୁବର୍ଣ୍ଣପୁର,୨/୪ - ଚୈତ୍ର ଶୁକ୍ଲ ପ୍ରତିପଦା ତଥା ହିନ୍ଦୁ ନବବର୍ଷ ଆଜି ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ,ସଂସ୍କାର ଭାରତୀ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମିଳିତ ଭାବରେ ମହାନଦୀ ଓ ତେଲନଦୀ ସଂଗମସ୍ଥଳୀ ସ୍ୱର୍ଣ୍ଣ ପ୍ରୟାଗ ଘାଟରେ!-->…
Read More...
Read More...
ଓଡ଼ିଶା ଦିବସ ପାଳନ ଅବସରରେ ଗଜପତି ଜିଲ୍ଲା ଲେଖକ ଲେଖିକା ପୁସ୍ତକ ଲୋକାର୍ପଣ
ଗଜପତି/ପାରଳାଖେମୁଣ୍ଡି, ୨/୪- ୮୭ ତମ ଉତ୍କଳ ଦିବସ ପାଳନ ଉତ୍କଳ ସମ୍ମିଳନୀ ଗଜପତି ଶାଖା ତରଫରୁ ସ୍ଥାନୀୟ ଉତ୍କଳ ହିତୈଶିନୀ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଭାରତ ଭୂଷଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଲୋକାର୍ପଣରେ ବିଚିତ୍ରନନ୍ଦ ବେବର୍ତା ଏବଂ ବିନୋଦ ଚନ୍ଦ୍ର ଜେନାଙ୍କ!-->…
Read More...
Read More...
ସୁପ୍ରିମକୋର୍ଟ ଜଜ୍ଙ୍କ ଦ୍ୱାରା ଭର୍ଚୁଆଲ କୋର୍ଟ ଓ ସୁରକ୍ଷିତ ସାକ୍ଷ୍ୟ ଗ୍ରହଣ କେନ୍ଦ୍ର ଉଦଘାଟିତ
ନବରଙ୍ଗପୁର,୨/୪ - ସୁପ୍ରିମକୋର୍ଟର ବିଚାରପତି ତଥା ଇ-କମିଟି ଅଧ୍ୟକ୍ଷ ନ୍ୟାୟମୁର୍ତ୍ତୀ ଡି. ୱାଇ. ଚନ୍ଦ୍ରଚୁଡ ଆଭାଷୀ (ଭର୍ଚୁଆଲ) ମାଧ୍ୟମରେ ଆଜି ନବରଙ୍ଗପୁର ଜିଲ୍ଲାକୋର୍ଟ ପରିସରରେ ଭର୍ଚୁଆଲ କୋର୍ଟ ରୁମ୍, ସୁରକ୍ଷିତ ସାକ୍ଷ୍ୟ ଗ୍ରହଣ କେନ୍ଦ୍ର ଓ ସାକ୍ଷୀ ପ୍ରତୀକ୍ଷା ଗୃହର ଶୁଭ ଉଦଘାଟନ!-->…
Read More...
Read More...
ନିର୍ଭୟା କଡି, ମୋ ଗେହ୍ଲା ଝିଅ ଏବଂ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ
ଗଞ୍ଜାମ,୨/୪: ବ୍ରହ୍ମପୁର ସହରାଞ୍ଚଳ ସିଡିପିଓ ଡିଭିଜନ ୨ ପକ୍ଷରୁ ନିର୍ଭୟା କଡି, ମୋ ଗେହ୍ଲା ଝିଅ ଏବଂ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସିଡିପିଓ ୨ର ସମସ୍ତ ଅଙ୍ଗନୱାଡି କର୍ମୀ, ସହାୟିକାଙ୍କ ସମେତ ବହୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର!-->…
Read More...
Read More...
ପୋଲିସ ପ୍ରତିଷ୍ଠା ଦିବସ: ଶ୍ରେଷ୍ଠ ୫ ପୁଲିସ ପୁରସ୍କୃତ
ଫୁଲବାଣୀ,୨/୪ :- କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ରିଜର୍ଭ ପୁଲିସ୍ ପଡ଼ିଆରେ ଅନୁଷ୍ଠିତ ଏହି ଉତ୍ସବରେ ଆଇଆର ବି ଏନ୍ ଓ ଏପିଆର୍ ଦ୍ୱାରା ପ୍ୟାରେଡ୍ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଆରକ୍ଷୀ ଅଧିକାରୀ!-->…
Read More...
Read More...
ଆଜିଠାରୁ ଆରମ୍ଭହେଲା ଯୋଗେଶ୍ୱର ଦେବଙ୍କ ଦଣ୍ଡଯାତ୍ରା
ଦଶପଲ୍ଲା,୨/୪: - ଦଶପଲ୍ଲା ବ୍ଲକ୍ କୁଲୁରୁକୁମ୍ପା ଗ୍ରାମପଞ୍ଚାୟତର ଦୁର୍ଗାପ୍ରସାଦ ଗ୍ରାମରେ ବିରାଜିତ ଦଶପଲ୍ଲା ପଶ୍ଚିମାଞ୍ଚଳର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଯୋଗେଶ୍ୱର ମହାଦେବଙ୍କ ପୀଠରେ ଆଜିଠାରୁ ୧୩ ଦିନାତ୍ମକ ଦଣ୍ଡଯାତ୍ରା ବା ଝାମୁଯାତ୍ରା ଆରମ୍ଭ ହୋଇଛି । ଅମାବାସ୍ୟା ରାତ୍ର ୧୧!-->…
Read More...
Read More...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୧ ମୃତ,୧୫ ରୁ ଅଧିକ ଆହତ
ଦଶପଲ୍ଲା,୨/୪- ଆଜି ମଧ୍ୟାହ୍ନ ୧୨ଟାରେ ଖୋର୍ଦ୍ଧା - ବଲାଙ୍ଗୀର ୫୭ ନଂଜାତୀୟ ରାଜପଥର ଟାକରା ଘାଟି ନିକଟସ୍ଥ ପଡିଆ କୁଟିବାରି ନିକଟରେ ଓଡ଼ିଶା ରାଜ୍ୟ ପରିବହନ ନିଗମର ଜଟଣୀ- କଣ୍ଟାମାଳ ଯାତ୍ରୀବାହି ବସ୍ ସହ ଜଟଣୀରୁ ଆସୁଥିବା ଗ୍ୟାସ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ!-->…
Read More...
Read More...
ବୌଦ୍ଧରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀର କାର୍ଯ୍ୟକ୍ରମ “ବନ୍ଦେ ଉତ୍କଳ ଜନନୀ”
ବୌଦ୍ଧ : ଓଡିଶା ଦିବସ ଅବସରରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପ୍ରାୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ “ବନ୍ଦେ ଉତ୍କଳ ଜନନୀ” ଗତକାଲି ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା ସଂଗ୍ରାହଳୟ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ!-->…
Read More...
Read More...
ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ
ଛତିଶଗଡ : ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ। ଏନେଇ ଆଜି ଛତିଶଗଡ ରାୟଗଡ ସେସନ୍ସ କୋର୍ଟ ଦଣ୍ଡାଦେଶ ଦେଇଛନ୍ତି। ବହୁ ଚର୍ଚ୍ଚିତ କଳ୍ପନା ଦାସ ଓ ଝିଅ ବବ୍ଲି ହତ୍ୟା ଘଟଣାରେ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି। ଅନ୍ୟତମ ଅଭିଯୁକ୍ତ ଅନୁପ!-->…
Read More...
Read More...