Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପାଣି ପାଇଁ ରାସ୍ତାରୋକ
ଫୁଲବାଣୀ: କନ୍ଧମାଳ ଜ଼ିଲ୍ଲା ଟିକାବାଲି ଗ୍ରାମ ପାଞ୍ଚୟତ ଥାନା କଲୋନୀବାସୀଙ୍କୁ ଟାଙ୍କି ଦ୍ୱ ।ରା ପାଣି ଯୋଗାଇବା ପାଇଁ କଲୋନୀକୁ ଆସିଥିଲେ ସୁଦ୍ଧା ପାଣି ନ ଦେଇ ଟିପାରିଗାଁର ଲୋକଙ୍କୁ ପାଣି ଦିଆଯିବ କହି ଟିପାରିଗାଁକୁ ଟାଙ୍କି ନେବାକୁ କହିଥିଲେ । ଏଥିରେ କଲୋନୀ ଲୋକ ପାଣି ଦେବାକୁ ବାଧ୍ୟ!-->…
Read More...
Read More...
ପ୍ରଶାସନ ନିଦାବିଷ୍ଣୁ, ବିପଦଶଂକୁଳ ଅବସ୍ଥାରେ କଣ୍ଟାବାଞ୍ଜି ସରକାରୀ ପ୍ରାଥମିକ ବିଦ୍ୟାଳୟ
କଣ୍ଟାବାଞ୍ଜି, : ରାଜ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ରୂପରେଖ ବଦଳାଇ ସେଗୁଡ଼ିକୁ ସ୍ମାର୍ଟ ସ୍କୁଲରେ ପରିଣତ କରିବା ପାଇଁ ରାଜ୍ୟ ସରକାର ବିପୁଳ ଅର୍ଥ ବ୍ୟୟ କରୁଥଲେ ହେଁ ସେଥିରୁ ଆଶାନୁରୂପ ସୁଫଳ ମିଳୁ ନାହିଁ । ପ୍ରଶାସନିକ ଅବହେଳା ଓ ପରିଚାଳନାଗତ ତ୍ରୁଟି ଯୋଗୁ ଏବେ ବି ଅବହେଳିତ!-->…
Read More...
Read More...
ବନଦୁର୍ଗା ମନ୍ଦିରଠାରେ ଡ୍ରାଇଭର ସଂଘ ବୈଠକ
ପାଟଣାଗଡ଼ : ବଲାଙ୍ଗିର ଜିଲା ପାଟଣାଗଡ ଉପଖଣ୍ଡ ବେଲପଡ଼ା ବ୍ଲକ ବନଦୁର୍ଗା ମନ୍ଦିର ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ନୀଳାଞ୍ଚଳ ସିଂ ସଭା ପରିଚଳନା କରିଥିବା ବେଳେ ପାଟଣାଗଡ଼ ଡ୍ରାଇଭର୍ ମହାସଂଘର ସଭାପତି ଗଙ୍ଗା ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ!-->…
Read More...
Read More...
ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା, ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ
ପୁରୀ : ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ରୋଷଘରେ ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ । ଆନନ୍ଦବଜାରରେ ବ୍ୟବସାୟିକ ଶତୃତାକୁ କେନ୍ଦ୍ରକରି ଚୁଲି ଭଙ୍ଗାଯାଇଥିବା ଆଶଙ୍କା । ଗତକାଲି ରାତିରେ ଘଟିଛି ଘଟଣା । ମହାପ୍ରଭୁଙ୍କ ବଡସିଂହାର ବେଶ ପରେ ପହୁଡ ନିତି ସମୟରେ ରୋଷଘର!-->…
Read More...
Read More...
ସେବାରେ ଲାଗିଲା ଶବ ସଂରକ୍ଷଣ ଫ୍ରିଜର
ପୁରୀ : ପୁରୀ ସ୍ୱର୍ଗଦ୍ୱାର ସେବା ସମିତି ତରଫରୁ ଶବ ସଂରକ୍ଷଣ ଫ୍ରିଜର ସେବା ଗତକାଲି ଓଡିଶା ଦିବସ ଅବସରରେ ଲୋକାର୍ପିତ ହୋଇଛି । ଲୋକାର୍ପଣର ଦ୍ୱିତୀୟ ଦିନରୁ ହିଁ ଏହାର ଲାଭ ପୁରୀ ସହରବାସୀ ନେବା ଆରମ୍ଭ କରିଛନ୍ତି । ସୂଚନା ଯୋଗ୍ୟ ପୁରୀ ରେଡକ୍ରସ ରୋଡ ନିବାସୀ ଲୀଳା ଶର୍ମା ନିଜର ସ୍ୱର୍ଗତ!-->…
Read More...
Read More...
୮ମ ଜାତୀୟ ଫୁଟଭଲି ଫେଡରେସନ କପ୍ -୨୦୨୨, ଓଡ଼ିଶା ଚମ୍ପିୟାନ୍
ଘୁ ଉଦୟଗିରି: ଫୁଟଭଲି ଫେଡରେସନ୍ ଅଫ୍ ଇଣ୍ଡିଆ, ନୂଆଦିଲ୍ଲୀ ଆନୁକୁଲ୍ୟରେ ଏବଂ କେରଳ ଫୁଟଭଲି ଆସୋସିଏସ ଦ୍ୱାରା କୁଚିକୋଡି ଠାରେ ଆୟୋଜିତ ୮ମ ଜାତିୟ ଡବଲସ୍ ପୁରୁଷ ଫୁଟଭଲି ଫେଡରେସନ୍ କପ୍ -୨୦୨୨ ର ଫାଇନାଲ ମ୍ୟାଚରେ କେରଳ ରାଜ୍ୟ ଦଳକୁ ୨-୦ ସେଟରେ ପରାସ୍ତ କରି ଓଡ଼ିଶା ଦଳ ଚମ୍ପିୟନ!-->…
Read More...
Read More...
ତେଲଗୁ ନବବର୍ଷ ଉଗାଦି ମହୋତ୍ସବ -୨୦୨୨ ପାଳିତ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ସହରରେ ରହୁଥିବା ତେଲୁଗୁ ଦେବାଙ୍ଗ (ଢେରା) ସଂପ୍ରଦାୟ ପକ୍ଷରୁ ସ୍ଥାନୀୟ ବୁଢିମା କଲ୍ୟାଣ ମଣ୍ଡପ ପରିସରରେ ତେଲୁଗୁ ନବବର୍ଷ ଉଗାଦି ପର୍ବ ଉତ୍ସାହର ସହ ପାଳିତ ହୋଇଯାଇଛି । ବି.ସତ୍ୟ ନାରାୟଣ ରାଓଙ୍କ ସଂଯୋଜନାରେ ଆରଧ୍ୟା ଦେବୀ ବୁଢିମା ଠାକୁରାଣୀଙ୍କ ପାରମ୍ପରିକ!-->…
Read More...
Read More...
ଅପ୍ରେଲ ୧୦ରୁ ଆରମ୍ଭ ହେବ ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା
ଦଶପଲ୍ଲା : ମହାମାରୀ କରୋନାକୁ ନେଇ ସାରାଦେଶରେ ଦୁଇ ବର୍ଷ ହେଲା ବିଭିନ୍ନ ପରମ୍ପରା ବା ଯାତ୍ରା ମହୋତ୍ସବ ବନ୍ଦ ହୋଇରହିଛି । ଚଳିତବର୍ଷ ଏଥିରେ ଆଶ୍ୱସ୍ତି ଆସିବା ପରେ ବିଭିନ୍ନ ପର୍ବପର୍ବାଣୀ ସହ ଯାତ୍ରା ମହୋତ୍ସବ ଉପରୁ ସରକାର ପ୍ରତିବନ୍ଧକ ହଟାଇଛନ୍ତି । ଫଳରେ ପୁଣି ଥରେ ରାଜ୍ୟର ବିଭିନ୍ନ!-->…
Read More...
Read More...
ଶିଶୁଙ୍କ ଶିକ୍ଷାକୁ ପ୍ରାଧାନ୍ୟ ଓ ଦେୟମୁକ୍ତ ଶିକ୍ଷାକେନ୍ଦ୍ରର ଶୁଭାରମ୍ଭ
ଗଜପତି/ପାରଳାଖେମୁଣ୍ଡି, ୨/୪- ଉତ୍କଳ ଦିବସ ଅବସରରେ ଆକ୍ସନଏଡ଼ ଓ ଜିଲ୍ଲାପ୍ରଶାସନ ମିଳିତ ଉଦ୍ୟମରେ ରାୟଗଡ ବ୍ଲକର ଦୁଇଗୋଟି ଶିଶୁମିତ୍ର ପଞ୍ଚାୟତ ନାରାୟଣପୁର ଓ ଜିରାଙ୍ଗର ଚାରୋଟି ଗ୍ରାମରେ ଶିଶୁଙ୍କର ଶିକ୍ଷାକୁ ପ୍ରାଧାନ୍ୟଦେଇ ଦେୟମୁକ୍ତ ଶିକ୍ଷାକେନ୍ଦ୍ରର ଶୁଭାରମ୍ଭ ହୋଇଛି । ଏହି!-->…
Read More...
Read More...
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ପକ୍ଷରୁ ରେଶମ ଚାଷ ସମୂହ ଋଣ ଯୋଜନାର ଶୁଭାରମ୍ଭ
ଘୁ ଉଦୟଗିରି,୨/୪: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ପରିସର ଠାରେ ଥିବା ପ୍ରେକ୍ଷାଳୟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ,ଫୁଲବାଣୀ ପକ୍ଷରୁ ରେଶମ ଚାଷ ସମୂହ ଋଣ ପ୍ରଦାନ କାର୍ଯ୍ୟକ୍ରମ ଉପରେ କନ୍ଧମାଳ ଜିଲ୍ଲା ରେଶମ ଚାଷୀ, ରେଶମ କାର୍ଯ୍ୟାଳୟର ଅଫିସର,!-->…
Read More...
Read More...