Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସବୁ ଗୁହାରି ନିଷ୍ଫଳ,ଧାରଣାରେ ବସିବେ ଗ୍ରାମବାସୀ
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଚଡେୟାପଲ୍ଲୀ ଗ୍ରାମ ପଞ୍ଚାୟତଟି ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ ପଞ୍ଚାୟତ । ଛୋଟ ଛୋଟ ୧୨ଗୋଟି ୱାର୍ଡ ସହ କେତେଗୋଟି ପଡା ଗ୍ରାମକୁ ନେଇ ଗଠିତ ପଞ୍ଚାୟତ । କିନ୍ତୁ ଭୌଗୋଳିକ ପରିସୀମା ଦୃଷ୍ଟି କୋଣରୁ ଏହା ବ୍ୟାପକ ଅଞ୍ଚଳ ପର୍ଯ୍ୟନ୍ତ!-->…
Read More...
Read More...
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଫୁଲବାଣୀଠାରେ ବିଦ୍ୟାରମ୍ଭ ସଂସ୍କାର ଉତ୍ସବ ପାଳିତ
ଫୁଲବାଣୀ : ପବିତ୍ର ଉତ୍କଳ ଦିବସ ଅବସରରେ ବିଦ୍ୟାରମ୍ଭ ସଂସ୍କାର ଉତ୍ସବ ପାଳନ କରାଯାଇଛି । ଉକ୍ତ ଦିବସରେ ପ୍ରାରମ୍ଭ ଶ୍ରେଣୀଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିଶୁ ନୂତନଭାବେ ଯୋଗଦାନ କରି ବିଦ୍ୟାଳୟକୁ ଉତ୍ସବମୁଖର କରିବା ସଙ୍ଗେ ସଙ୍ଗେ ବନ୍ଦନା ପ୍ରାର୍ଥନା କରି ଚଳିତ ବର୍ଷ!-->…
Read More...
Read More...
ଦଶପଲ୍ଲା ଅଙ୍ଗନୱାଡି କର୍ମୀଙ୍କ ବୈଠକ
ଦଶପଲ୍ଲା : ରବିବାର ଅଲ୍ ଓଡିଶା ଅଙ୍ଗନୱାଡି କର୍ମଚାରୀ ସଂଘ ଦଶପଲ୍ଲା ଶାଖାର ଏକ ବୈଠକ ସଂଘର ସଭାନେତ୍ରୀ ବିନୋଦିନୀ ଦେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଗାଁ କଲ୍ୟାଣ ସମିତିର କୌଣସି କାର୍ଯ୍ୟକ୍ରମରେ କର୍ମୀମାନେ ସାମିଲ ନ ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ଏଥିସହ!-->…
Read More...
Read More...
ରେଳପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବାକୁ ଚେତାବନୀ ଦେଲେ ବୁଗୁଡା କଲୋନୀ ଗ୍ରାମବାସୀ
ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି । ରେଳ ପ୍ରକଳ୍ପ ନିର୍ମାଣ ପାଇଁ ଦୀର୍ଘବର୍ଷ ଧରି ଚାଲିଥିବା ଅଧିଗ୍ରହଣ ପ୍ରକିୟା ଶେଷ ହେବାର ନାଁ ଧରୁ ନାହିଁ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ବୁଗୁଡା କଲୋନୀ ଗ୍ରାମର ୫୦ ଜଣ ଆଦିବାସୀ ଚାଷୀଙ୍କ ଚାଷ ଜମି ରେଳପଥ!-->…
Read More...
Read More...
ସୋନପୁରକୁ ଇନଟାକ୍ ରାଜ୍ୟ ଆବାହକଙ୍କ ଆଗମନ, ଐତିହ୍ୟର ସୁରକ୍ଷା ଦିଗରେ କାମ କରିବାକୁ ଦେଲେ ପରାମର୍ଶ
ସୋନପୁର : ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ତଥା ଇନଟାକ୍ ର ଓଡିଶା ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀ ସଂପ୍ରତି ସୁବର୍ଣ୍ଣପୁର ଗସ୍ତ କରି ଇନଟାକ୍ ସୋନପୁର ଚେପ୍ଟରର କର୍ମକର୍ତ୍ତା ଓ ସଭ୍ୟମାନଙ୍କୁ ଭେଟି ଐତିହ୍ୟ ସମ୍ପନ୍ନ ସୁବର୍ଣ୍ଣପୁର ଜିଲ୍ଲାର ଐତିହ୍ୟର ସୁରକ୍ଷା ଓ ପ୍ରଚାର!-->…
Read More...
Read More...
୬ ଡକାୟତ ଗିରଫ
ପୁରୀ : ଚନ୍ଦନପୁର ଥାନା ପୋଲିସ ଦ୍ୱାରା ୬ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପୋଲିସ ଏହି ଅଭିଯୁକ୍ତ ମାନଙ୍କ ଠାରୁ ୨୦ଟି ମୋବାଇଲ, ଦୁଇଟି ବନ୍ଧୁକ, ୪ଟି ବାଇକ ସହ ୩୭୩୦ ଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ନାରାୟଣ ମଲ୍ଲିକ, ବିଜୟ ମଲ୍ଲିକ, ସତ୍ୟମ ମହାପାତ୍ର,!-->…
Read More...
Read More...
ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାଯିବା ଘଟଣା, ଯାଞ୍ଚ ପାଇଁ ୨ଜଣିଆ ଟିମ୍ ଗଠନ
ପୁରୀ : ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାଯିବା ଘଟଣାର ଯାଞ୍ଚ ପାଇଁ ଗଠନ ହୋଇଛି ୨ଜଣିଆ ଟିମ୍ । ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଓ ନୀତି ପ୍ରଶାସକଙ୍କୁ ନେଇ ଟିମ ଗଠନ ହୋଇଛି । ଏହି ଟିମ କିଛି ସେବାୟତ ଓ ଜେଟିପିଙ୍କୁ ଜେରା କରିଛନ୍ତି । ୨ଦିନ ମଧ୍ୟରେ ତଦନ୍ତ କରି ଟିମ୍ ରିପୋର୍ଟ ଦେବ ପରେ!-->…
Read More...
Read More...
ଚୈତ୍ର ବାସନ୍ତୀକ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ପାଟଣାଗଡ : ପଶ୍ଚିମଓଡିଶାର ପ୍ରମୁଖ ହରିଶଙ୍କର ତିର୍ଥସ୍ଥଳୀ ମାଁ ବିନ୍ଧ୍ୟବାସନୀ ମନ୍ଦିର ପ୍ରାଙ୍ଗଣରେ ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀ ବିଂଝାଲ ସମାଜ ପକ୍ଷରୁ ଚୈତ୍ର ବାସନ୍ତୀକ ପୂଜା ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷିତ ହୋଇଯାଇଛି । ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀ!-->…
Read More...
Read More...
ଶିଶୁ ମନ୍ଦିରର ବିକାଶ ପାଇଁ ନବ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ବୈଠକ
ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନବ ନିର୍ବାଚିତ ଜିଲ୍ଲା ପରିଷଦ, ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ମାନଙ୍କୁ ନେଇ ଏକ ବୈଠକ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଶିକ୍ଷାବିତ ଲଳିତ ମୋହନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ!-->…
Read More...
Read More...
ବାଇକ ଧକ୍କାରେ ସ୍ୱାଧୀନତା ସଂଗ୍ରାମୀ ଗୌରମୋହନ ମିଶ୍ର ଆହତ
ବୌଦ୍ଧ,୩/୪: ବୌଦ୍ଧଜିଲ୍ଲାର ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ଗୌରମୋହନ ମିଶ୍ର (୯୮ ବର୍ଷ) ବାଇକ ଧକ୍କାରେ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଶହୀଦ ଛକ ନିକଟରେ ଥିବା ନିଜଘରୁ ବାହାରି ପାଖରେ ଥିବା ଏକ ଦୋକାନକୁ କିଛି ଜରୁରୀ ଜିନିଷ କିଣିବାକୁ ଯାଇଥିଲେ । ସେଠାରୁ ଜିନିଷ!-->…
Read More...
Read More...