Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲାସ୍ତରୀୟ ଅଂଶୁଘାତ ଓ ଜଳକଷ୍ଟ ନିବାରଣ ପ୍ରଶିକ୍ଷଣ ଶିବିର
ନବରଙ୍ଗପୁର,୪/୪- ଜିଲ୍ଲାସ୍ତରୀୟ ଅଂଶୁଘାତ ଓ ଜଳକଷ୍ଟ ନିବାରଣ ଲାଗି ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କର ଏକଦିବସୀୟ ପ୍ରଶିକ୍ଷଣ ଶିବିର ଆଜି ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି ।!-->…
Read More...
Read More...
ରୋଟାରୀ କ୍ଳବ ଇଷ୍ଟ ସଭାପତି କାମରାଜୁ ମହାରଣା ସମ୍ମାନିତ
ଗଞ୍ଜାମ : ପଶ୍ଚିମବଙ୍ଗର ଦିଘାଠାରେ ରୋଟାରୀ ଜିଲ୍ଲା ୩୨୬୨ର ପରିବାର ସମାବେଶ ପରିବର୍ତ୍ତନର ଦୁଇ ଦିନିଆ ସମ୍ମିଳନୀରେ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟର ସଭାପତି କାମରାଜୁ ମହାରଣା ଉଲ୍ଲେଖନୀୟ ସମାଜ କଲ୍ୟାଣ କାର୍ଯ୍ୟ ପାଇଁ ସମ୍ମାନିତ ହୋଇଛନ୍ତି । ରୋଟାରୀ ଆନ୍ତର୍ଜାତୀୟ ସଭାପତି ଶେଖର!-->…
Read More...
Read More...
ସୋପାନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା
ଗଜପତି,୪/୪- ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତର ବି.ସୀତାପୁର ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ର ଠାରେ ସୋପାନ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ଫିତା କାଟି ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା ପୁଷ୍ଟି!-->…
Read More...
Read More...
ବୌଦ୍ଧ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ, ୭୩ଟି ପ୍ରକଳ୍ପ ପ୍ରଦର୍ଶିତ
ବୌଦ୍ଧ,୪/୪:- ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବୌଦ୍ଧ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଥିଲେ ଯେ ଦୈନନ୍ଦିନ ଜୀବନରେ ବିଜ୍ଞାନର ଆବଶ୍ୟକତା!-->…
Read More...
Read More...
କୋରଡ଼ା ନିକଟରେ ସଡ଼କ ଦୁର୍ଘଟଣା, ଗଛରେ ପିଟିହୋଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
ଦଶପଲ୍ଲା,୪/୪: - ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା- ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର କୋରଡ଼ା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, କୋରଡ଼ା ଢିପସାହି ନିକଟରେ ଏକ ଆପାଚି ବାଇକ୍ରେ ଜଣେ ଯୁବକ ଦଶପଲ୍ଲାରୁ ନୟାଗଡ଼ ଅଭିମୁଖେ!-->…
Read More...
Read More...
ଅଦ୍ୱିତା କାର୍ଯ୍ୟକ୍ରମରେ କିଶୋରୀମାନଙ୍କୁ ଅଣ୍ଡା ବଣ୍ଟନର ଶୁଭାରମ୍ଭ କଲେ ସରପଞ୍ଚ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତ ବି.ସୀତାପୁରର ଅଙ୍ଗନବାଡି କେନ୍ଦ୍ରରେ ଅଦ୍ୱିତା କାର୍ଯ୍ୟକ୍ରମ ଦ୍ୱାରା କିଶୋରୀ ବାଳିକା (୧୫ ବର୍ଷରୁ ୧୯ ବର୍ଷ) ବୟସର କିଶୋରୀମାନଙ୍କୁ ସପ୍ତାହକୁ ତିନି ଗୋଟି ଅଣ୍ଡା ଦେବାର ବ୍ୟବସ୍ଥା ରହିଛି । ଅଦ୍ୱିତା!-->…
Read More...
Read More...
ବାଣୀଗୋଛା ରୁଦ୍ରକାଳୀଙ୍କ ଦଣ୍ଡଯାତ୍ରା ଆରମ୍ଭ
ଦଶପଲ୍ଲା: ଦଶପଲ୍ଲା ବ୍ଲକ୍ ବାଣୀଗୋଛା ଗ୍ରାମରେ ବିରାଜିତ ଦଶପଲ୍ଲା ପଶ୍ଚିମାଞ୍ଚଳର ପ୍ରସିଦ୍ଧ ରୁଦ୍ରକାଳୀଙ୍କ ପୀଠରେ ଆଜିଠାରୁ ୧୧ ଦିନାତ୍ମକ ଦଣ୍ଡଯାତ୍ରା ବା ଝାମୁଯାତ୍ରା ଆରମ୍ଭ ହୋଇଛି । ଗତ ରାତ୍ର ୧୧ ଘଟିକା ସମୟେ ପାରଂପାରିକ ବିଧିମତେ କାମନା ମନ୍ଦିରରୁ ଦଣ୍ଡକାଳୀଙ୍କୁ ଜଳତୋଠକୁ ନେଇ!-->…
Read More...
Read More...
ମା’ରୁଦ୍ରକାଳୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ କଳସ ଯାତ୍ରା
ହରଭଙ୍ଗା : ହରଭଙ୍ଗା ଅଂଚଳର ଆରାଧ୍ୟଦେବୀ ମା ରୁଦ୍ରକାଳୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଆଜି ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ସକାଳେ ୮ଟା ସମୟରେ ହରଭଙ୍ଗା ଗ୍ରାମର ଶହଶହ ସଂଖ୍ୟାରେ ମହିଳା ଓ ପୁରୁଷ ମହାନଦୀରେ ପୂଜା ଅର୍ଚ୍ଚନା କରି ଏବଂ କଳସ ଧରି!-->…
Read More...
Read More...
ସିରିଜ୍ ଦୁର୍ଘଟଣା : କାରକୁ ପଛ ପଟୁ ପିଟିଲା ଟ୍ରକ, ଡ୍ରାଇଭର ମୃତ
ଭୁବନେଶ୍ୱର : ପଳାଶୁଣିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ପଛରୁ ପିଟିଲା ହାଇୱା ଟ୍ରକ । ଏହି ଦୁର୍ଘଟଣାରେ କାର ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।ଖବର ଅନୁଯାୟୀ, ସୋମବାର ଦିନ ସକାଳ ସମୟରେ ପଳାଶୁଣି ଛକରେ ଘଟିଲା!-->…
Read More...
Read More...
ଜନଜାତି କମିସନ ସଦସ୍ୟ ଅନନ୍ତ ନାୟକଙ୍କ କୁଜାମେଣ୍ଡି ପଞ୍ଚାୟତ ଗସ୍ତ
ଦଶପଲ୍ଲା : ଗତକାଲି ଜାତୀୟ ଜନଜାତି କମିସନ ସଦସ୍ୟ ଅନନ୍ତ ନାୟକ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ର ଆଦିବାସୀ ବହୁଳ କୁଜାମେଣ୍ଡି ପଞ୍ଚାୟତ ଗସ୍ତ କରି ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ଫେରିଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟଠାରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ!-->…
Read More...
Read More...