Browsing Category

ରାଜ୍ୟ

ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଦୁଇ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ଅନ୍ତର୍ଗତ ବଲସ୍କୁମ୍ପା ସଂରକ୍ଷିତ ଜଙ୍ଗଲ ଅଧିନସ୍ଥ ଗେଡ୍ରିପାଜୁ ଜଙ୍ଗଲରେ ଦୁଇ ଜଣ ବ୍ୟକ୍ତି ନିଆଁ ଲଗାଉଥିବା ବେଳେ ବନବିଭାଗର ପେଟ୍ରୋଲିଂ ଟିମ ଚଢ଼ାଉ କରି ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଜଙ୍ଗଲରେ ନିଆଁ ଲଗାଉଥିବା
Read More...

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଖଣ୍ଡପଡ଼ା ଗସ୍ତ

ଦଶପଲ୍ଲା : - ଆଜି ପୂର୍ବାହ୍ନ ଘ.୧୧.୩୦ମି. ସମୟରେ ମହାମହୀମ ରାଜ୍ୟପାଳ ଶ୍ରୀଯୁକ୍ତ ପ୍ରଫେସର ଗଣେଶୀ ଲାଲ ଖଣ୍ଡପଡ଼ା ସ୍ଥିତ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲି ଉଦ୍‌ଯାପନୀ ସମାରୋହରେ ଯୋଗ ଦେଇଥିଲେ । ଆମର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ ଉଦ୍ଦେଶ୍ୟରେ ଶ୍ରୀ
Read More...

ଆହତ ଷଣ୍ଢର ସମସ୍ତ ଦାୟିତ୍ୱ ନେଲେ ସିଙ୍ଗରାପଲ୍ଲୀ ସରପଞ୍ଚ

ଦଶପଲ୍ଲା : ସାଂପ୍ରତିକ ପରିସ୍ଥିତି ଏବଂ ଯୁଗାନୁମତେ ମଣିଷ ପୃଥିବୀର ଶ୍ରେଷ୍ଠ ତଥା ବୁଦ୍ଧିମାନ ଜୀବ ବୋଲାଉଥିବା ବେଳେ ଆମ ଭିତରେ ମଣିଷପଣିଆ କିନ୍ତୁ ଧିରେ ଧିରେ ହଜି ହଜି ଯାଉଛି । ମଣିଷ ମଣିଷ ଭିତରେ ହିଂସା, ବିଦ୍ୱେଷ, ପରଶ୍ରୀକାତରତା ବଢ଼ି ଚାଲିଥିବା ବେଳେ ମାନବିକତାର ଏକ ନିଚ୍ଛକ
Read More...

ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣା:ତଦନ୍ତ ପାଇଁ ୫ଜଣିଆ ଟିମ୍‌ ଗଠନ

ପୁରୀ : ଶ୍ରୀମନ୍ଦିର ରୋଷଘର ଚୁଲା ଭଙ୍ଗାଯିବା ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ରୋଷଘରେ ସମୁଦାୟ ୪୩ଟି ଚୁଲି ଭଙ୍ଗା ଯାଇଥିବା ନେଇ ଶ୍ରୀମନ୍ଦିର ସିଂହଦ୍ୱାର ଥାନାରେ ଏତଲା ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ତଦନ୍ତ ପାଇଁ ଏକ ଅନ୍ତରୀଣ କମିଟି ଗଠନ କରାଯାଇଥିବା ଜିଲ୍ଲାପାଳ
Read More...

ସମବାୟ ନିର୍ବାଚନ ପାଇଁ ତାରିଖ ଘୋଷଣା

ଭୁବନେଶ୍ୱର : ପଂଚାୟତ ଓ ପୌର ନିର୍ବାଚନ ଶେଷ ହେବା ପରେ ରାଜ୍ୟରେ ସମବାୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସମବାୟ ନିର୍ବାଚନ କମିଶନର ସୁପାରିସ ଆଧାରରେ ରାଜ୍ୟରେ ଆସନ୍ତା ଜୁନ୍ ମାସ ୧୯ ଓ ୨୬ ତାରିଖରେ ପ୍ରାଥମିକ ସମବାୟ ସୋସାଇଟିରେ ନିର୍ବାଚନ ନିମନ୍ତେ ସୋମବାର ସମବାୟ ବିଭାଗ
Read More...

ବସ୍‌ ଚଳାଉଥିଲେ, ହୃଦଘାତରେ ଚାଲିଗଲା ଜୀବନ : ଅଳ୍ପକେ ବର୍ତ୍ତିଗଲେ ୪୯ ଯାତ୍ରୀ

ପୁରୀ : ଯାତ୍ରୀବାହୀ ବସରେ ଅଭାବନୀୟ ଘଟଣା । ଚଳନ୍ତା ବସ ଷ୍ଟିୟରିଂ ଉପରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ କଣ୍ଡକ୍ଟର ଉପସ୍ଥିତ ବୁଦ୍ଧି ପାଇଁ ୪୯ ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କ ଜୀବନ ଅଳ୍ପକେ ବଞ୍ଚିଯାଇଛନ୍ତି । ଯାତ୍ରୀବାହୀ ବସ୍‌ ଡ୍ରାଇଭର ସୁଦର୍ଶନ ସାହୁଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇ
Read More...

ପୁଣି ୨ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କଲା ପୁରୀ ପୋଲିସ

ପୁରୀ : ପୁରୀ ଏସଟିଏଫ୍‌ ଓ ବାସେଳୀ ସାହି ଥାନା ପୋଲିସ ଦୁଇ ଆନ୍ତଃ ଜିଲ୍ଲା ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ହେଉଛି ଖୋର୍ଦ୍ଧା ଦିୱନା ଗ୍ରାମର ସର୍ବେଶ୍ୱର ବେହେରା । ପୋଲିସ ଏହି
Read More...

ଏହି ପ୍ରସଂଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବିଜୟ ମହାପାତ୍ର

ଭୁବନେଶ୍ୱର : ଶ୍ରୀମନ୍ଦିର ପ୍ରଶାସନରେ ବିଫଳତାକୁ ନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ବର୍ଷିଛନ୍ତି । ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସୁରକ୍ଷା ନେଇ ସୁପ୍ରିମକୋର୍ଟ ଯେଉଁ ପରାମର୍ଶ ଦେଇଥିଲେ ତାହାକୁ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିନାହାନ୍ତି । ଏହାର ଅନୁପାଳନ କରାଯାଉନଥିବାରୁ ଏଭଳି
Read More...

୪ ଦିନ ହେଲା ଅନ୍ଧାରରେ କଣ୍ଟମାଳ : ଉତ୍ତ୍ୟକ୍ତ ଉପଭୋକ୍ତାଙ୍କ ରାସ୍ତା ଅବରୋଧ, ଉପ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ…

କଣ୍ଟାମାଳ : ଗତ ୩୦ ତାରିଖରୁ ବିଦ୍ୟୁତ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥବାରୁ କଣ୍ଟାମାଳ ବ୍ଲକର ହଜାର ହଜାର ବିଦ୍ୟୁତ ଉପଭୋକ୍ତା ବର୍ତ୍ତମାନର ଅସହ୍ୟ ଗରମ ଓ ଗୁଳୁଗୁଳିର ଶିକାର ହୋଇ ଛଟପଟ ହେଉଛନ୍ତି । ବିଦ୍ୟୁତ ଯୋଗାଣର କଷ୍ଟ ଅସହ୍ୟ ହେବାରୁ ଆଜି ଶହଶହ ଉପଭୋକ୍ତା କଣ୍ଟାମାଳ ଗ୍ରୀଡ଼
Read More...

କୁଣ୍ଡା ବୋଝେଇ ଟ୍ରକରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ, ୨ ଅଟକ

ବୌଦ୍ଧ,୪/୪- ବୌଦ୍ଧ ସହରର ବାଇପାସ ରାସ୍ତାରୁ ଏକ କୁଣ୍ଡା ବୋଝେଇ ଟ୍ରକରୁ ଆଜି ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ଏକ କୁଣ୍ଡା ବୋଝେଇ ଟ୍ରକ ନଂ ଏମଏଚ୪୦ୱାଇ ୪୩୧୯ରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ପୁଲିସ ସୂଚନା ପାଇ ଟ୍ରକକୁ ଅଟକ ରଖିଥିଲା । ଏହାପରେ ଟ୍ରକକୁ
Read More...