Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭଙ୍ଗାରୁଜା ଘଟଣାର ତଦନ୍ତ ଜାରି
ପୁରୀ : ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭଙ୍ଗାରୁଜା ଘଟଣାର ତଦନ୍ତ ପୋଲିସ ପକ୍ଷରୁ ଜାରି ରହିଛି । ତେବେ ପୁରୀ ଏସପିଙ୍କ ସୂଚନା ଅନୁଯାୟୀ ସିସିଟିଭି ଫୁଟେଜରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଫୁଟେଜ ମିଳିଛି । ସେ କିଏ ତାଙ୍କୁ ଚିହ୍ନଟ ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ଉକ୍ତ ବ୍ୟକ୍ତି ମଧ୍ୟ!-->…
Read More...
Read More...
କନ୍ୟା ଭୃଣ ସୁରକ୍ଷା ଏବଂ ମହିଳାଙ୍କ ଆଇନଗତ ଅଧିକାର ସଂପର୍କିତ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ମହିଳା ସ୍ନାତକ ମହା ବିଦ୍ୟାଳୟ ପରିସରରେ ଏନଏସଏସ ବିଭାଗ ଏବଂ ସଖୀ ୱାନ ଷ୍ଟପ କେନ୍ଦ୍ର (କେନ୍ଦ୍ର ସରକାର ସହଯୋଗରେ )ତରଫରୁ କନ୍ୟାଭୃଣ ସୁରକ୍ଷା ଏବଂ ମହିଳାଙ୍କ ଆଇନ ଗତ ଅଧିକାର ସମ୍ପର୍କରେ କାର୍ଯ୍ୟକ୍ରମ ମହା!-->…
Read More...
Read More...
କନ୍ଧମାଳରେ ଆରମ୍ଭ ହୋଇଛି ୧୩ ଦିନିଆ ଦଣ୍ଡଯାତ୍ରା, ଗାଁଠୁ ସହର ସବୁଠି ଭକ୍ତିଭାବ ପରିବେଶ
ବାଲିଗୁଡ଼ା: କନ୍ଧମାଳରେ ଆରମ୍ଭ ହୋଇଛି ୧୩ ଦିନିଆ ଦଣ୍ଡଯାତ୍ରା । ମହାମାରୀ କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ଦଣ୍ଡଯାତ୍ରା ହୋଇପାରିନଥିଲା । ଦୁଇବର୍ଷ ପରେ ଦଣ୍ଡଯାତ୍ରା ହେଉଥିବାରୁ ଭକ୍ତ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ସମସ୍ତଙ୍କ ମନରେ ବେସ୍ ଖୁସି ପରିଲକ୍ଷିତ ହେଉଛି । କନ୍ଧମାଳର ପ୍ରସିଦ୍ଧ!-->…
Read More...
Read More...
ଦାୟିତ୍ୱ ନେଲେ ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ
ଦଶପଲ୍ଲା :ଦଶପଲ୍ଲା ବ୍ଲକର ନବନିର୍ବାଚିତ ଅଧ୍ୟକ୍ଷା ସୁନନ୍ଦା ସାହୁ ଆନୁଷ୍ଠାନିକ ଭାବରେ ଦ୍ୱିତୀୟ ଥର ପାଇଁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ଦଶପଲ୍ଲାର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ମହାବୀର ମନ୍ଦିରକୁ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ପ୍ରଭୁଙ୍କର କରୁଣା!-->…
Read More...
Read More...
ଇଟା ବେପାରୀଙ୍କ କବ୍ଜାରେ ସଂରକ୍ଷଣ ଜଙ୍ଗଲ, ବନବିଭାଗ ଚୁପ୍
ଗଣିଆ : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ ଜଙ୍ଗଲର ସୁରକ୍ଷା, ପଡିଆ ରହିଥିବା ଅଂଚଳରେ ବୃକ୍ଷରୋପଣ କରି ଜଙ୍ଗଲ ସୃଷ୍ଟି କରିବା ସହିତ ପୁରାତନ ଏବଂ ନୂତନ ଜଙ୍ଗଲର ସୁରକ୍ଷା ପାଇଁ କୋଟିକୋଟି ଖର୍ଚ୍ଚ କରାଯାଉଛି । ଏଥି ସହିତ ଜଙ୍ଗଲର ସୁରକ୍ଷା ପାଇଁ ଆବଶକ୍ୟ ସ୍ଥଳେ ଅଧିକ କର୍ମଚାରୀ!-->…
Read More...
Read More...
ସଡକ ଦୁର୍ଘଟଣାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ
କଣ୍ଟାବାଞ୍ଜି : ଦାନା ପାଇଁ ଦାଦନଙ୍କ ସଂଘର୍ଷ ସରୁନି । ରାଜ୍ୟ ସରକାର ଦାଦନ ଶ୍ରମିକଙ୍କ ପାଇଁ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ତାହା ବାଟବଣା ହେଉଥିବା ପରିଲକ୍ଷିତ ହେଉଛି । ଆଜି ମଧ୍ୟ ରାଜ୍ୟର ବହୁ ଶ୍ରମିକ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଶ୍ରମିକ ଭାବେ କାମ କରୁଛନ୍ତି । ଶ୍ରମିକମାନଙ୍କୁ ନିଜ!-->…
Read More...
Read More...
ତାଡ଼ିନେଲେ ଏଟିଏମ ମେସିନ
ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ଏଟିଏମ ଲୁଟେରା। ଭୁବନେଶ୍ବର ଲିଙ୍ଗିପୁର ଛକ ଏସବିଆଇ ଏଟିଏମ ଲୁଟ କରିଛନ୍ତି ଦୁର୍ବୃତ୍ତ। ଜନବସତି ଅଞ୍ଚଳରେଏଟିଏମ ମେସିନକୁ ତାଡ଼ି ନେଇଯାଇଥିବା ଅଭିଯୋଗ ହୋଇଛି।ଗତକାଲି ରାତିରେ ଲିଙ୍ଗିପୁର ଥାନା ଅନ୍ତର୍ଗତ ଜନବସତି ସ୍ଥାନରୁ କିଛି ଦୁର୍ବୃତ୍ତ!-->…
Read More...
Read More...
ଦୁଇବର୍ଷ ପରେ ପାଳନ ହେବ ମା’ ଦକ୍ଷିଣକାଳୀଙ୍କ ପଣା ଯାତ୍ରା
ଦଶପଲ୍ଲା : ନୟାଗଡ଼ ପୁରୁଣା ସହରରେ ଅବସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ପଣା ସଂକ୍ରାନ୍ତି ଯାତ୍ରାର ପ୍ରାକ୍ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରା ଆସନ୍ତା ୧୪.୦୪.୨୦୨୨ରିଖ!-->…
Read More...
Read More...
ନୂତନ ଚଙ୍ଗରିଆ ଗ୍ରାମ ପଞ୍ଚାୟତ ଗୃହ ବିଡିଓଙ୍କ ଦ୍ୱାରା ଉଦଘାଟିତ
ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ବହୁ ପ୍ରତିକ୍ଷିତ ନୂତନ ଚଙ୍ଗରିଆ ଗ୍ରାମ ପଞ୍ଚାୟତ ଗୃହ ଖପ୍ରାଖୋଲ ବିଡ଼ିଓ ରଶ୍ମୀରଞ୍ଜନ ରାଉତଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଆୟୋଜିତ ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ତଥା ଚଙ୍ଗରିଆ ସରପଞ୍ଚ ସୁଶିଲ କୁମାର ଗୁରୁ ,!-->…
Read More...
Read More...
ଖପ୍ରାଖୋଲ ବିଡ଼ିଓ ଏବଂ ଥାନା ଅଧିକାରୀଙ୍କୁ ଆଞ୍ଚଳିକ ଯୁବ ସଂଘର ସାକ୍ଷାତ ଓ ସ୍ୱାଗତ ସମ୍ବର୍ଦ୍ଧନା
ପାଟଣାଗଡ଼ :ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ନବ ନିର୍ମିତ ସଂଗଠନ ଆଞ୍ଚଳିକ ଯୁବ ସଂଘ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ରାଉତ ଓ ଆଇଆଇସି ରମାକାନ୍ତ ସାହୁଙ୍କୁ ସାକ୍ଷାତ କରି ଫୁଲତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇଛନ୍ତି । ଆଞ୍ଚଳିକ ଯୁବ ସଂଘ!-->…
Read More...
Read More...