Browsing Category

ରାଜ୍ୟ

ହଟିଲା କଟକଣା, ଉତ୍ସବ ମୁହାଁ ଗାଁ ସହର ; ବେଲବାହାଲିରେ ନାମଯଜ୍ଞ

ବଲାଙ୍ଗୀର : ହଟିଛି କଟକଣା । ଏଠି ସେଠି ଗାଁରୁ ସହର ସବୁଠି ଧୁମଧାମରେ ଆୟୋଜିତ ହେଉଛି ପର୍ବ ପର୍ବାଣି । କଟକଣା ମୁକ୍ତ ଲୋକଙ୍କ ମନରେ ଖୁସି ଲେଉଟିଛି । ପୁଇଁତଲା ବ୍ଳକ ବେଲବାହାଲି ଗାଁରେ ଚବିଶ ପ୍ରହରୀ ନାମଯଜ୍ଞ ଅଧିବାସ ଉତ୍ସବ ଅନୁଷ୍ଠିତ ହୋଇଛି । ଶହ ଶହ ମହିଳା ପୁରୁଷ କଳସ ଶୋଭାଯାତ୍ରାରେ
Read More...

ସୁବର୍ଣ୍ଣପୁର ଏସପିଙ୍କ ଦ୍ୱାରା ୨ଟି ନୂତନ ଇଆରଏସଏସ ଭ୍ୟାନର ଲୋକାର୍ପଣ

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ପୋଲିସ ଅଫିସଠାରେ ନୂତନ ଏସପି ଅମରେଶ ପଣ୍ଡାଙ୍କ ଦ୍ୱାରା ଦୁଇ ଗୋଟି ଇଆରଏସଏସ ଭ୍ୟାନର ଶୁଭ ଉଦଘାଟନ ହୋଇଯାଇଛି । ବୀରମହାରାଜପୁର ଥାନା ଓ ସୋନପୁର ସଦର ମହକୁମାର ପୁରୁଣା ଭ୍ୟାନ ବଦଳରେ ଆଜି ଦୁଇ ଗୋଟି ନୂତନ ପିସିଆର ଭ୍ୟାନ ଉଭୟ ଥାନାକୁ ଦିଆଯାଇଛି
Read More...

ଗନ୍ଧରାଡ଼ି କଲେଜରେ ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ

ଜହ୍ନାପଙ୍କ,୫/୪: ବୌଦ୍ଧ ବ୍ଳକ ଜହ୍ନାପଙ୍କ ସ୍ଥିତ ଗନ୍ଧରାଡି କନିଷ୍ଠ ମହାବିଦ୍ୟାଳୟଠାରେ ଅଧ୍ୟକ୍ଷ ରମାକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଛାତ୍ରୀମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଅଶୋକ ପାଣ୍ଡିଆ ଯୋଗଦେଇ
Read More...

ପଞ୍ଚମ ବେଦ ସମ୍ମାନ ପ୍ରାପ୍ତ ନାଟ୍ୟକାର ଲିଙ୍ଗରାଜ ନାହକଙ୍କୁ ମହାସଂଘ ପକ୍ଷରୁ ଶୁଭେଚ୍ଛା

ଗଞ୍ଜାମ :ବ୍ରହ୍ମପୁର କଳା ଓ କଳାକାର ହିତୈଷୀ ମହାମଞ୍ଚ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ପକ୍ଷରୁ ପଞ୍ଚମ ବେଦ ସମ୍ମାନ ପ୍ରାପ୍ତ ନାଟ୍ୟକାର ଲିଙ୍ଗରାଜ ନାହାକଙ୍କୁ ତାହାଙ୍କ ବାସ ଭବନଠାରେ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଏବଂ ମହାସଚିବ ସୁବାସ ଚନ୍ଦ୍ର ସାହୁ
Read More...

ପୁନିତ ସାଗର ମହା ଅଭିଯାନରେ ସାମିଲ ହେଲେ ସୋନପୁର କଲେଜ ଏନସିସି ବିଦ୍ୟାର୍ଥୀ ଓ ସ୍ୱେଚ୍ଛାସେବୀ

ସୁବର୍ଣ୍ଣପୁର : ଆଜି ଜାତୀୟ ପୁନିତ ସାଗର ଅଭିଯାନ ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲାର ତ୍ରିବେଣୀ ସଙ୍ଗମରେ ଥିବା ବହୁ ପୁରାତନ ଶୈବ ପୀଠ ଶ୍ରୀ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣ, ଗାଧୁଆ ଘାଟ ତଥା ପର୍ଯ୍ୟଟନକୁ ଆକର୍ଷିତ କରୁଥିବା ବେଢ଼ା, ଶ୍ମଶାନ ରାସ୍ତା ପ୍ରମୁଖ ସଫା କରାଯାଇଛି । ଏହି ଜଳ ଉତ୍ସ
Read More...

ଧାରଣାରେ ବସିଲେ ବୁଗୁଡା କଲୋନୀ ଗ୍ରାମବାସୀ

ଦଶପଲ୍ଲା : ଆଜିଠାରୁ ଧାରଣାରେ ବସିଲେ ବୁଗୁଡା କଲୋନୀର ୫୦ଟି ଆଦିବାସୀ ପରିବାରର ପୁରୁଷ ଓ ମହିଳା । ଖୋର୍ଦ୍ଧା- ବଲାଙ୍ଗୀର ରେଳପ୍ରକଳ୍ପରେ କ୍ଷତିଗ୍ରସ୍ତ ହେଉଥିବା ସ୍ଥାନରେ ଆଦିବାସୀମାନେ ଆଜିଠାରୁ ଡାଳ ଛାମୁଣ୍ଡିଆ କରି ଗଣଧାରଣା ଆରମ୍ଭ କରିଛନ୍ତି । ପ୍ରକାଶଥାଉକି ବାରମ୍ବାର ପ୍ରଶାସନ
Read More...

ଗୋଷ୍ଠୀସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ତାଲିମ ଶିବିର

ବୌଦ୍ଧ: ଜେଡି ବିଦ୍ୟାଳୟ ବୌଦ୍ଧ ଠାରେ ରାଷ୍ଟ୍ରୀୟ ପ୍ରଶମନ ଦଳ ମୁଣ୍ଡଳି କଟକଙ୍କ ଦ୍ୱାରା ଏକ ତାଲିମ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ । ଏହି ତାଲିମ ଶିବିରରେ ବ୍ଲକ ଶିକ୍ଷାଧିକାରୀ ଧୃବଚରଣ ଘିବେଲା ସଭାପତିତ୍ୱ
Read More...

ବାଲିଗୁଡ଼ା ଦଣ୍ଡଯାତ୍ରାର ୧୦୦ ବର୍ଷ ପୂର୍ତ୍ତି,୧୦ରେ ଅଷ୍ଟଶମ୍ଭୁ ମିଳନ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଦଣ୍ଡଯାତ୍ରାକୁ ଚଳିତ ବର୍ଷ ୧୦୦ ବର୍ଷ ପୁରିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏପ୍ରିଲ ୦୧ ତାରିଖ ଠାରୁ୧୩ ତାରିଖ ପର୍ଯ୍ୟନ୍ତ ମା' କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି । କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ଯାତ୍ରା ବନ୍ଦ ରହିଥିଲା ।
Read More...

ଆଇନଜୀବୀ ସଂଘର ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ, ରାମ ପ୍ରସାଦ ପାତ୍ର ୭ମ ଥର ସମ୍ପାଦକ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘର ନୂତନ କର୍ମକର୍ତ୍ତାମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲା ଅଦାଲତ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିର୍ବାଚନ ଅଧିକାରୀ ସି ଏଚ ବାବା ଯୁଗନ୍ଧର ସଂଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶପଥ
Read More...

ବାହାଡାଝୋଲାରେ ପାନୀୟ ଜଳ ସମସ୍ୟା

ଦଶପଲ୍ଲା :ଗ୍ରୀଷ୍ମ ପ୍ରଭାବ ଆରମ୍ଭ ହୋଇଥିବା ସମୟରେ ନୂଆଗାଁ ବ୍ଲକ ବାହାଡାଝୋଲା ଗ୍ରାମପଞ୍ଚାୟତରେ ଦେଖା ଦେଇଛି ପାନୀୟ ଜଳ ସଙ୍କଟ । ପଞ୍ଚାୟତର କେତେକ ନିର୍ଦ୍ଦିଷ୍ଟ ସାହିରେ ପାନୀୟ ଜଳ ଯୋଗାଣ ନେଇ ଅସୁବିଧା ଥିବା କଥା ସାମନାକୁ ଆସିବା ପରେ ବାହାଡାଝୋଲା ଗ୍ରାମପଞ୍ଚାୟତର ସରପଞ୍ଚ ଓ
Read More...