Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲରେ କୋଭିଡ ଟୀକାକରଣ
ବୌଦ୍ଧ,୬/୪: - ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ବୌଦ୍ଧରେ କୋଭିଡ -୧୯ ଟୀକାକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଚିକିତ୍ସାଳୟ ସହଯୋଗରେ ଆୟୋଜିତ ଏହି ଶିବିରରେ ୧୨ ରୁ ୧୫ ବର୍ଷ ବୟସର ସ୍କୁଲ ଛାତ୍ର/ଛାତ୍ରୀ ମାନଙ୍କୁ ଏହି ଟୀକା ଦିଆଯାଇଛି ।
ଛାତ୍ରଛାତ୍ରୀଙ୍କୁ ଟୀକାକରଣ!-->!-->!-->!-->!-->…
Read More...
Read More...
ବୌଦ୍ଧ ସେଣ୍ଟ୍ ଜାଭିୟର୍ସ ସ୍କୁଲର ଛାତ୍ରଛାତ୍ରୀଙ୍କ ସ୍କାଉଟ ଗାଇଡ ସଫଳତା
ବୌଦ୍ଧ,୬/୪: - ଜିଲ୍ଲାସ୍ତରୀୟ ସ୍କାଉଟ ଗାଇଡ କ୍ୟାଂପରେ ବୌଦ୍ଧ ସେଣ୍ଟ୍ ଜାଭିୟର୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ସେଣ୍ଟ୍ ଜାଭିୟର୍ସ ସ୍କୁଲର ସ୍କାଉଟ ଗାଇଡର ଶିକ୍ଷୟିତ୍ରୀ କ୍ୟାପଟେନ ଶ୍ରୀମତୀ ଚନ୍ଦ୍ରମା ଯୋଶୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ!-->…
Read More...
Read More...
ଧାମନଗର ଏନଏସିକୁ ହାତେଇଲା ବିଜେଡି
ଭଦ୍ରକ: ଧାମନଗର ଏନଏସି ନିର୍ବାଚନରେ ଶେଷ ହୋଇଛି ଭୋଟ ଗଣତି । ବିଜେଡିର ନିବେଦିତା ଜେନା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ବିଜେପିର ପୁଷ୍ପଶ୍ରୀ ମହାନ୍ତିଙ୍କୁ ହରାଇ ସେ ଏହି ବିଜୟ ହାସଲ କରିଛନ୍ତି । ଏନଏସିର ୧୧ଟି ୱାର୍ଡରୁ ୯ଟିରେ ବିଜେଡି ଓ ୨ଟିରେ ବିଜେପି ବିଜୟଲାଭ କରିଛି ।ସୂଚନା!-->…
Read More...
Read More...
ଗରିବ ପିଲାଙ୍କ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ନିର୍ଦ୍ଦେଶନାମା
ଭୁବନେଶ୍ୱର: ଏଣିକି ପ୍ଲେ ସ୍କୁଲରେ ୨୫ ପ୍ରତିଶତ ସିଟ୍ରେ ଅବହେଳିତ ଗରିବ ଶ୍ରେଣୀର ପିଲାଙ୍କୁ ମାଗଣାରେ ପଢ଼ିବାକୁ ସୁଯୋଗ ମିଳିବ । ପ୍ରଥମ ଶ୍ରେଣୀ ସହ ତିନି ବର୍ଷ ବୟସର ପିଲାମାନେ ଘରୋଇ ପ୍ଲେ ସ୍କୁଲରେ ମାଗଣାରେ ନାମ ଲେଖାଇପାରିବେ । ଏହାଦ୍ୱାରା ରାଜ୍ୟର ୬୭ ହଜାର ପିଲା ଉପକୃତ ହେବେ ।!-->…
Read More...
Read More...
ପୋଖରୀ ସଫେଇକୁ ନେଇ ଜନ ଅସନ୍ତୋଷ, ଯଥାଶୀଘ୍ର ପୋଖରୀ ସଫେଇ କରିବାକୁ ସାଧାରଣରେ ଦାବି
ବାଲିଗୁଡ଼ା: ଖରାଦିନ ଆରମ୍ଭରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଜଳ ସଙ୍କଟ ଦେଖାଦେଲାଣୀ । ଅନ୍ୟପଟେ ବର୍ତ୍ତମାନ ସମୟରେ କନ୍ଧମାଳର ପ୍ରସିଦ୍ଧ ଦଣ୍ଡଯାତ୍ରା ଚାଲିଛି । ଜିଲ୍ଲାର ବାଲିଗୁଡ଼ା ସହରରେ ପଞ୍ଚୁ ଦଣ୍ଡ ପରିଚାଳନା ସମିତି ଆନୁକୁଲ୍ୟରେ ଆସନ୍ତା ୧୦ ତାରିଖରେ ୩୩ ତମ ଅଷ୍ଟଶମ୍ଭୁ!-->…
Read More...
Read More...
ପୁଣି ଭିଜିଲାନ୍ସ ଜାଲରେ ପଡିଲେ ଯନ୍ତ୍ରୀ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡିଛନ୍ତି ଯନ୍ତ୍ରୀ | ଭଞ୍ଜନଗର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉତଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ ଜାରି ରହିଛି | ୫ ଜଣ ଡ଼ିଏସପି ଓ ୧୧ ଜଣ ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ହୋଇଥିବାବେଳେ ରାଜ୍ୟର ୬ଟି ସ୍ଥାନରେ ଏକକାଳୀନ ରେଡ!-->…
Read More...
Read More...
ଭାରତ ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡି ଯାତ୍ରାକୁ ସରସସୁନ୍ଦର କରିବା ପାଇଁ ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ
ଦଶପଲ୍ଲା : ୧୮୦୨ ମସିହାରୁ ପ୍ରଚଳିତ ତଥା ଅଭିନିତ ମହାବୀର କ୍ଷେତ୍ର ଦଶପଲ୍ଲାର ବୃହତ୍ ମୁକ୍ତାକାଶ ରଙ୍ଗମରେ ଅନୁଷ୍ଠିତ ହେଉଥିବା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କ ନୀଳାଭିନୟ ବା ଲଙ୍କାପୋଡି ଯାତ୍ରା (ରାବଣ ପୋଡ଼ି ଯାତ୍ରା) ଭାରତ ପ୍ରସିଦ୍ଧ ହୋଇଥିଲେ ମଧ୍ୟ ଉପଯୁକ୍ତ ପ୍ରଚାର!-->…
Read More...
Read More...
କଳିଙ୍ଗ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶୁଭାରମ୍ଭ
ଜି.ଉଦୟଗିରି : ନାରୀ ଓ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ସମାଜ ଗଠନ ଏବଂ ସାମାଜିକ ସହାବସ୍ଥାନ କ୍ଷେତ୍ରରେ ଉଭୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଯୁଗେ ଯୁଗେ ନାରୀମାନଙ୍କୁ ଦୁର୍ବଳ ମନେ କରାଯାଉଥିବା ହେତୁ ଦିନକୁ ଦିନ ତାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । କିନ୍ତୁ ସେମାନେ!-->…
Read More...
Read More...
ଶ୍ରୀମନ୍ଦିରର ଚୁଲି ଭଙ୍ଗା ଘଟଣା, ଜଣେ ସନ୍ଦିଗ୍ଧକୁ ଅଟକ ରଖିଛି ପୋଲିସ୍
ପୁରୀ, : ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭଙ୍ଗା ରୁଜା ଘଟଣା ରେ ପୋଲିସ ଜଣେ ସନ୍ଦିଗ୍ଧ କୁ ଅଟକ ରଖିଛି । ପୁରୀ ଏସପି କେ ଵିଶାଲ ସିଂ ଏହି ସୂଚନା ଦେଇଛନ୍ତି। ଉକ୍ତ ଵ୍ୟକ୍ତି କୁ ପୁରୀ ଖୋର୍ଦ୍ଧା ସୀମା ରୁ ଧରାଯାଇଛି । ପୁରୀ ପୋଲିସ ର ଏକ ସ୍ୱତନ୍ତ୍ର ଟିମ ଏହି ସନ୍ଦିଗ୍ଧ ଵ୍ୟକ୍ତି କୁ ଧରିଛି ।!-->…
Read More...
Read More...
ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ
ପୁରୀ- ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧକ୍ଷତାରେ ପୁରୀ ସହରରେ ଥିବା ଶ୍ରୀମନ୍ଦିର ଓ ସରକାରୀ ଜମିଜମା ସମସ୍ୟା ସମାଧାନ ସଂକ୍ରାନ୍ତୀୟ ସମୀକ୍ଷା ବୈଠକ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଉପ!-->…
Read More...
Read More...