Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା
ପୁରୀ : ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ।ଏହି ବାଲୁକା କଳାରେ ସୁସ୍ଥ ରହିବାର ସଚେତନତା ବାର୍ତ୍ତା ଦେଇଛନ୍ତି । ଏଥିରେ ସେ ସମସ୍ତଙ୍କୁ ଯୋଗ, ବ୍ୟାୟମ କରିବା, ପୌଷ୍ଟିକ!-->…
Read More...
Read More...
୧୦ ହଜାର ଟଙ୍କା ପାଇଁ ମାନସ ସ୍ୱାଇଁଙ୍କୁ ହତ୍ୟା !
ଭୁବନେଶ୍ୱର : ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟାକାଣ୍ଡର ଗୁମର ଫିଟିବାରେ ଲାଗିଛି । ମାନସକୁ ହତ୍ୟା କରିଥିବା ନେଇ ଶର୍ମିଷ୍ଠା ସ୍ୱୀକାର କରି ସାରିଥିବାବେଳେ ଅନ୍ୟତମ ଅଭିଯୁକ୍ତ ନିରଞ୍ଜନ ସେଠୀ ମଧ୍ୟ ଭୁଲ ସ୍ୱୀକାର କରିସାରିଛି । ହତ୍ୟାକାଣ୍ଡରେ ଜଡ଼ିତ ସମସ୍ତ ଅଭିଯୁକ୍ତମାନେ ଗିରଫ!-->…
Read More...
Read More...
ସଡକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପରିବହନ ଅଧିକାରୀ ସମ୍ବର୍ଦ୍ଧିତ
ସୁବର୍ଣ୍ଣପୁର: ରାଜ୍ୟ ପରିବହନ ପ୍ରାଧିକରଣ ଓ ସ୍ୱେଚ୍ଛାସେବୀ ସଂଗଠନ ମୁସକାନ ପକ୍ଷରୁ ପୋଲିସ ସେବା ଭବନରେ ସଡକ ଦୁର୍ଘଟଣାର କାରଣ ଅନୁସନ୍ଧାନ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ତାଲିମ କାର୍ଯ୍ୟକ୍ରମକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉଦଘାଟନ!-->…
Read More...
Read More...
ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ୪୨ ତମ ପ୍ରତିଷ୍ଠା ଦିବସ ପାଳିତ
ବୌଦ୍ଧ,୬/୪ - ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ୪୨ ତମ ପ୍ରତିଷ୍ଠା ଦିବସ ଜିଲ୍ଲା କାର୍ଯ୍ୟାଳୟ ଠାରେ ଓ ୧୦ ଗୋଟି ମଣ୍ଡଳ ସ୍ତରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିପାଇଁ ୧୫ ଗୋଟି ବିନ୍ଦୁ ଯଥା ପ୍ରଧାନମନ୍ତ୍ରୀଙ୍କ ପ୍ରତିଷ୍ଠା ଦିବସରେ ଅଭିଭାଷଣକୁ ସମଗ୍ର ଦେଶରେ କର୍ମକର୍ତ୍ତାଙ୍କୁ!-->…
Read More...
Read More...
ଦ୍ୱିତୀୟ ଦିନରେ ବୁଗୁଡା କଲୋନୀ ଗ୍ରାମବାସୀଙ୍କ ଧାରଣା
ଦଶପଲ୍ଲା : ଗତକାଲିଠାରୁ ଆରମ୍ଭ ହୋଇଥିବା ଧାରଣା ଆଜି ଦ୍ୱୀତିୟ ଦିନରେ ପହଞ୍ଚିଛି । ବୁଗୁଡା କଲୋନୀ ଗ୍ରାମରର ୫୦ଟି ଆଦିବାସୀ ପରିବାରର ପୁରୁଷ ଓ ମହିଳା ଖୋର୍ଦ୍ଧା- ବଲାଙ୍ଗୀର ରେଳପ୍ରକଳ୍ପରେ କ୍ଷତିଗ୍ରସ୍ତ ହେଉଥିବା ସ୍ଥାନରେ ଗତକାଲି ଠାରୁ ଛାମୁଣ୍ଡିଆ କରି ଗଣଧାରଣା ଆରମ୍ଭ କରିଛନ୍ତି ।!-->…
Read More...
Read More...
ନବରଙ୍ଗପୁରଠାରେ ବିଜେପି ପ୍ରତିଷ୍ଠା ଦିବସ ପାଳନ
ନବରଙ୍ଗପୁର: ନବରଙ୍ଗପୁର ସଦର ମହକୁମା ଓମ କଲ୍ୟାଣ ମଣ୍ଡପଠାରେ ବିଜେପି ଦଳର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ପ୍ରାତଃ ୯ ଘଣ୍ଟା ସମୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଦଳର ୪୨ ତମ ପ୍ରତିଷ୍ଠା ଦିବସ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିବା ବେଳେ ଏହାର ସିଧା!-->…
Read More...
Read More...
ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭଙ୍ଗା ଘଟଣାରେ ଜଣେ ଗିରଫ
ପୁରୀ : ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭଙ୍ଗା ଘଟଣାରେ ଜଣେ ବ୍ୟକ୍ତିକୁ ପୁରୀ ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ଜେ ମହାପାତ୍ର ଓ ସେ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର । ପୁରୀ ଏସପି କେ ବିଶାଲ ସିଂହ ସୂଚନା ଅନୁଯାୟୀ ଅଭିଯୁକ୍ତ ଜେ ମହାପାତ୍ର କହିଛି ତାକୁ ଭଲ ନ ଲାଗିବାରୁ ସେ!-->…
Read More...
Read More...
ଶ୍ରୀମନ୍ଦିରର ନୂତନ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଦାୟିତ୍ୱ ଗ୍ରହଣ
ପୁରୀ : ଶ୍ରୀମନ୍ଦିରର ନୂତନ ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ ଅଫିସର ବିର ବିକ୍ରମ ଯାଦବ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଥମେ ପୁରୀରେ ପହଂଚିବା ପରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ପରେ ଶ୍ରୀମନ୍ଦିରର ବିଭିନ୍ନ ଦେବଦେବୀ ମନ୍ଦିର ବୁଲିଥିଲେ । ପରେ ସେ!-->…
Read More...
Read More...
ବିପର୍ଯ୍ୟୟ ପ୍ରଶମନ ତାଲିମ ଶିବିର
ବୌଦ୍ଧ,୬/୪: - ସ୍ଥାନୀୟ ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ବୌଦ୍ଧଠାରେ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ଦଳ ମୁଣ୍ଡୁଳି କଟକଙ୍କ ଦ୍ୱାରା ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ । ଏହି ତାଲିମ ଶିବିରରେ ବ୍ଲକ!-->…
Read More...
Read More...
ବିଜେପି କଣ୍ଟାମାଳ ମଣ୍ଡଳ ତରଫରୁ ଦଳର ୪୨ତମ ପ୍ରତିଷ୍ଠା ଦିବସ ପାଳିତ
କଣ୍ଟାମାଳ,୬/୪- ଆଜି ପଲସାଗୋରା କଲ୍ୟାଣମଣ୍ଡପ ଠାରେ ବିଜେପି କଣ୍ଟାମାଳ ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ଶ୍ରୀ ଅନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଦଳର ୪୨ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ୧୯୮୦ ମସିହା ଠାରୁ ଆଜିପର୍ଯ୍ୟନ୍ତ ଦଳର ସଂଘର୍ଷ ଓ ଲୋକ କଲ୍ୟାଣ ତଥା ରାଷ୍ଟ୍ର ନିର୍ମାଣରେ ଦଳ!-->…
Read More...
Read More...