Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଜି ବି ବଞ୍ଚିଛି ମାନବିକତା : ଗାନ୍ଧୀଙ୍କ ସ୍ୱପ୍ନ ଓ ପରିକଳ୍ପନାକୁ ସାକାର କଲେ ସମାଜସେବୀ ବୃନ୍ଦାବନ ରଥ
ସୁବର୍ଣ୍ଣପୁର : କୁଷ୍ଠ ରୋଗୀଙ୍କୁ ଉତ୍ସର୍ଗୀକୃତ ସେବା ଭଳି ମହାତ୍ମାଗାନ୍ଧୀଙ୍କ ଏଇ ସ୍ୱପ୍ନ ଓ ପରିକଳ୍ପନାକୁ ପ୍ରାୟତଃ ନେତା ତଥା ଲୋକେ କେବଳ ଭାଷଣ ବାଜିରେ ସୀମିତ ରଖିବା ବିଷୟ ଆମେ ଜାଣିଥିଲୁ । କିନ୍ତୁ ଗାନ୍ଧୀଙ୍କ ସେଇ ସ୍ୱପ୍ନ ବା ପରିକଳ୍ପନାକୁ ସାକାର କରି ପ୍ରକୃତ କାର୍ଯ୍ୟରେ ଦେଖାଇ!-->…
Read More...
Read More...
ସିଏମସିର ଡେପୁଟି ମେୟର ହେଲେ ଦମୟନ୍ତୀ ମାଝୀ
କଟକ: କଟକ ମହାନଗର ନିଗମର ଡେପୁଟି ମେୟର ହୋଇଛନ୍ତି ସିଏମସିର ସର୍ବକନିଷ୍ଠ କର୍ପୋରେଟର ଦମୟନ୍ତୀ ମାଝୀ । ସେ ବିଜେଡି ଟିକେଟରୁ ୪୯ ନମ୍ବର ୱାର୍ଡରୁ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ । ବିଜେଡିର ସଂଖ୍ୟା ଗରିଷ୍ଠତା ଥିବାରୁ ବିନା ପ୍ରତିଦ୍ୱନ୍ଦିରେ ସେ ନିର୍ବାଚିତ ହୋଇଛନ୍ତି!-->…
Read More...
Read More...
ନୟାଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ୮ଜଣ ସବ୍ ଇନ୍ସପେକ୍ଟରଙ୍କ ଅଦଳବଦଳ
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ୮ଜଣ ସବ୍ଇନ୍ସପେକ୍ଟରଙ୍କ ଅଦଳବଦଳ ହୋଇଥିବା ଜଣାପଡ଼ିଛି । ଯଥାକ୍ରମେ ନୟାଗଡ଼ ଟାଉନ୍ ଥାନା ଏସ୍ଆଇ ଧର୍ମେନ୍ଦ୍ର ଶିଆଳଙ୍କୁ ଇଟାମାଟି ଥାନା, ଦଶପଲ୍ଲା ଚକ୍ରଧର ସିଂହଙ୍କୁ ଓଡ଼ଗାଁ ଥାନା, ଓଡ଼ଗାଁ ଥାନା ଏସ୍ଆଇ ସଞ୍ଜୟ କୁମାର ପରିଡ଼ାଙ୍କୁ ରଣପୁର!-->…
Read More...
Read More...
ବନ୍ଧୁକ ମୁନରେ ଲୁଟ୍, ନେଇଗଲେ ୧ଲକ୍ଷ ୯୦ ହଜାର
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୋଷରଡ଼ା ଗ୍ରାମରେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ୍ । କିଛି ଦୁର୍ବୃତ୍ତ ଭାରତ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଦୁଇ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ତାଙ୍କୁ ଠାରୁ ୧ ଲକ୍ଷ ୯୦ ହଜାର ଟଙ୍କା!-->…
Read More...
Read More...
କୌଶଳୀ ଓ ଅଣକୌଶଳୀ ଶ୍ରମିକଙ୍କ ଅନୁପସ୍ଥିତିରେ ସରିଲା ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର
ପାଟଣାଗଡ଼ : ପାଟଣାଗଡ଼ ଏନ୍ଏସି ବ୍ରାହ୍ମପୁରା ସ୍ଥିତ ସୁଭଦ୍ରା ଭବନ ପରିସରରେ ବ୍ଳକସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି, ଜୋନ୍ ନଂ ୧୪!-->…
Read More...
Read More...
ଆସନ୍ତା ୧୦ରୁ ଚାଲିବ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ, ଜାଣନ୍ତୁ କେଉଁ କେଉଁ ଷ୍ଟେସନରେ ରହିବ
ଭୁବନେଶ୍ୱର: ସମ୍ବଲପୁର-ପୁରୀ-ସମ୍ବଲପୁର ଇଂଟର ସିଟି ଏକ୍ସପ୍ରେସକୁ ଚଳିତ ମାସ ୧୦ ତାରିଖ ଠାରୁ ଚଳାଚଳ କରାଇବା ପାଇଁ ନିଷ୍ପତି ନିଆଯାଇଛି । ୧୮୩୦୩ ସମ୍ବଲପୁର-ପୁରୀ ଇଂଟର ସିଟି ଏକ୍ସପ୍ରେସ ସମ୍ବଲପୁରରୁ ପ୍ରତ୍ୟହ ସକାଳ ୬ ଘଟିକାରେ ଛାଡ଼ି ପୁରୀ ଠାରେ ଅପରାହ୍ନ ୧୨ଘ.୫୦ମି.ରେ ପହଂଚିବ ।!-->…
Read More...
Read More...
ଜେଲ୍ ଗଲା ଚୁଲିଭଙ୍ଗା ଅଭିଯୁକ୍ତ ; କାହିଁକି ଭାଙ୍ଗିଲା,ଗୋଟି ଗୋଟି କରି କହିଲା
ପୁରୀ,୬/୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମୁଁ ବହୁତ ଭଲ ପାଏ । ତାଙ୍କୁ ବହୁ ଭକ୍ତି କରେ । କିନ୍ତୁ ଏଠି କିଛି ଲୋକ ଖାଇବାକୁ ପାଉନଥିବା ବେଳେ ଆଉ କିଛି ଲୋକଙ୍କ ପାଖରେ ବହୁତ ଖାଦ୍ୟ ଅଛି । ଏହାକୁ ନେଇ ମନରେ କ୍ରୋଧ ଓ ଅଭିମାନ ଥିଲା । ସେହି କ୍ରୋଧରେ ହିଁ ଚୁଲି ଭାଙ୍ଗିଦେଲି । ମହାପ୍ରଭୁଙ୍କ!-->…
Read More...
Read More...
ବିଜେଡି ହାତେଇପାରେ ଦଶପଲ୍ଲା ଏନଏସି ଉପାଧ୍ୟକ୍ଷ ପଦ !
ଦଶପଲ୍ଲା : ଆସନ୍ତାକାଲି ହେବ ଦଶପଲ୍ଲା ଏନଏସି ପାଇଁ ଉପାଧ୍ୟକ୍ଷ ନିର୍ବାଚନ । ଏହି ନିର୍ବାଚନରେ କାହା ମୁଣ୍ଡରେ ହାତୀ ଢାଳିବ ସୁନାକଳସ, ତାକୁ ନେଇ ଚାଲିଛି ରାଜନୈତିକ ଛକାପଞ୍ଝା । ବିଶେଷ ଭାବେ ସ୍ୱାଧୀନ ବିଜେତା କାଉନସିଲରଙ୍କ ମଧ୍ୟରେ ଅଛିଣ୍ଡା ଅଙ୍କ କାରଣରୁ ବିଜେଡି ପଲ୍ଲାରେ ଉପାଧ୍ୟକ୍ଷ!-->…
Read More...
Read More...
ବୌଦ୍ଧ ଟାଉନହଲ ଠାରେ ନିଯୁକ୍ତି ମେଳା ଅନୁଷ୍ଠିତ
ବୌଦ୍ଧ,୬ା୪ : ଆଜି ସ୍ଥାନୀୟ ଟାଉନହଲ ଠାରେ ନିଯୁକ୍ତି ମେଳା ୨୦୨୧-୨୨ ଆୟୋଜିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଆନୁଷ୍ଠାନିକ ଭାବରେ ଏହି ମେଳାକୁ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଶ୍ରୀ ମିଶ୍ର ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ ବେକାର ଯୁବତୀ ଯୁବକ!-->…
Read More...
Read More...
ବୌଦ୍ଧରେ ଶ୍ରୀରାମଲୀଳା ଯାତ୍ରା ମହାଆଡମ୍ବରରେ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ,ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ସହ ଆୟୋଜିତ…
ବୌଦ୍ଧ,୬ା୪ : କରୋନା କଟକଣା ହଟିବା ପରେ ଦୁଇବର୍ଷ ହେଲା ବନ୍ଦ ରହିଥିବା ବୌଦ୍ଧର ଐତିହାସିକ ରାମଲୀଳା ଯାତ୍ରା ଚଳିତବର୍ଷ ମହାଆଡମ୍ବରରେ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅପ୍ରେଲ ୧୦ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ୧୮ ଦିନ ଧରି ହେବାକୁଥିବା ବୌଦ୍ଧର ଏହି ଗଣପର୍ବକୁ ସଫଳ କରିବା!-->…
Read More...
Read More...