Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କାଶୀନଗର ଉପାଧ୍ୟକ୍ଷ ହେଲେ ରଘୁରାମ ସାହୁ
ଗଜପତି,୭/୪- ଗଜପତି ଜିଲ୍ଲାର କାଶିନଗର ପୌର ନିର୍ବାଚନରେ ଉପାଧକ୍ଷ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ୱାର୍ଡ ନଂ -୧୧ର କାଉନସିଲର ପ୍ରାର୍ଥୀ ରଘୁରାମ ସାହୁଙ୍କୁ ମନୋନୀତ କରାଗଲା । ସର୍ବସମ୍ମତିକ୍ରମେ ସେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା!-->…
Read More...
Read More...
ଲେଙ୍କା ମାଧୁ ହେଲେ ପାରଳାଖେମୁଣ୍ଡି ଉପାଧ୍ୟକ୍ଷ
ଗଜପତି,୭/୪- ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପୌରପରିଷଦ ନିର୍ବାଚନରେ ଉପାଧ୍ୟକ୍ଷ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ୱାର୍ଡ ନଂ ୧୩ ର କାଉନସିଲର ଲେଙ୍କା ମାଧୁଙ୍କୁ ମନୋନୀତ କରାଯାଇଛି ।.ସର୍ବସମ୍ମତିକ୍ରମେ ସେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ!-->…
Read More...
Read More...
ନୂତନ ସଂସ୍କୃତି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଅର୍ଚ୍ଚନା କୁମାରୀ ମଙ୍ଗରାଜ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ସଂସ୍କୃତି ବିଭାଗର ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସଂସ୍କୃତି ଅଧିକାରୀଣୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ।ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ସେ ଜିଲ୍ଲାର କଳା ସଂସ୍କୃତିର ବିକାଶ ହୋଇପାରିବ ତା ଉପରେ!-->…
Read More...
Read More...
ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତସ୍ତରୀୟ କର୍ମକର୍ତ୍ତାଙ୍କ ସମେତ ଅନ୍ୟମାନଙ୍କୁ ନେଇ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତସ୍ତରୀୟ ସରପଞ୍ଚ, ମହିଳା ସ୍ୱାସ୍ଥ୍ୟ!-->…
Read More...
Read More...
ତୃତୀୟ ଦିନରେ ବୁଗୁଡା କଲୋନୀ ଗ୍ରାମବାସୀଙ୍କ ଧାରଣା, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ
ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମପଞ୍ଚାୟତର ବୁଗୁଡା କଲୋନୀ ଗ୍ରାମର ଶହେ ଏକରରୁ ଅଧିକ ଚାଷଜମି କ୍ଷତିଗ୍ରସ୍ତ ହେଉଥିବାବେଳେ ଆଦ୍ୟାବଧି ପ୍ରଶାସନ କିମ୍ବା ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ନୟାଗଡଙ୍କ ତରଫରୁ ଗ୍ରାମବାସୀଙ୍କୁ!-->…
Read More...
Read More...
ବୌଦ୍ଧଗଡ ଏନଏସିର ଉପାଧ୍ୟକ୍ଷା ଭାବେ ଶୁଭାସିନୀ ସେଠୀ ନିର୍ବାଚିତ
ବୌଦ୍ଧ,୭/୪:- ଆଜି ରାଜ୍ୟରେ ପୌର ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ବୌଦ୍ଧଗଡ ଏନଏସିରେ ମଧ୍ୟ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ବୌଦ୍ଧଗଡ ଏନଏସ କାର୍ଯ୍ୟାଳୟ ପରିସରରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ଜଣେ ମାତ୍ର କାଉନସିଲର ଏହି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ!-->…
Read More...
Read More...
ଖପ୍ରାଖୋଲ ଚାରିଛକରେ ଥିବା ଥଣ୍ଡା ପାନୀୟଜଳ ଅଚଳ
ପାଟଣାଗଡ/ଖପ୍ରାଖୋଲ,୭/୪- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଚାରିଛକ ନିକଟରେ ଥିବା ଥଣ୍ଡା ପାନୀୟଜଳ ଦୀର୍ଘଦିନ ଅଚଳ ହୋଇ ପଡ଼ିରହିଛି । ପ୍ରଚଣ୍ଡ ଖରାରେ ରାସ୍ତାରେ ହଜାରହଜାର ଲୋକ ସ୍କୁଲ କଲେଜ ଛାତ୍ରଛାତ୍ରୀ ଯିବାଆସିବା କରୁଥିବାବେଳେ ଏହି ଚାରିଛକ ନିକଟରେ ଥିବା ଥଣ୍ଡା!-->…
Read More...
Read More...
ସ୍ୱଚ୍ଛତା ପକ୍ଷରେ ପାଳିତ ହେଲା ବ୍ଲକସ୍ତରୀୟ ବିଶ୍ୱ ସ୍ୱାସ୍ଥ୍ୟ ଦିବସ
ସୁବର୍ଣ୍ଣପୁର : ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ବ୍ଲକସ୍ତରୀୟ ବିଶ୍ୱ ସ୍ୱସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ସ୍ୱଚ୍ଛତା ହିଁ ଉତ୍ତମ ସ୍ୱାସ୍ଥ୍ୟର ମୂଳମନ୍ତ୍ର ବୋଲି ଉଲ୍ଲେଖ!-->…
Read More...
Read More...
୧୪ ଦଫା ଦାବି ନେଇ ସୁବର୍ଣ୍ଣପୁରଠାରେ ହଜାର ହଜାର ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ବିକ୍ଷୋଭ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ବିଭିନ୍ନ ଦାବିକୁ ନେଇ ଆଜି ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ମଜଦୁର ସଂସ୍ଥା ଦ୍ୱାରା ଅନୁବନ୍ଧିତ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କସ!-->…
Read More...
Read More...
ବୌଦ୍ଧ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଉଦଘାଟିତ
ବୌଦ୍ଧ,୭/୪:- ବୌଦ୍ଧ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଆଜି ଉଦଘାଟିତ ହୋଇଯାଇଛି । ଏହି ଦୁଇଦିନିଆ ପ୍ରଦର୍ଶନୀକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଉଦଘାଟନ କରି ନୂତନ ନୂତନ ବୈଜ୍ଞାନିକ ତଥ୍ୟ ଅନ୍ୱେଷଣରେ ମନୋନିବେଶ କରିବାକୁ ଛାତ୍ରଛାତ୍ରୀ!-->…
Read More...
Read More...