Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଐତିହାସିକ ପଞ୍ଚଦୋଳ ମେଳଣ ଅବସରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ଆମ ପୁସ୍ତକ ମେଳା
ଗଞ୍ଜାମ : କୃଷ୍ଣପ୍ରସାଦ ବ୍ଲକ ପଞ୍ଚଦୋଳ ମେଳଣ ଅବସରରେ ଆୟୋଜିତ ହୋଇଯାଉଛି ରାଜ୍ୟସ୍ତରୀୟ ଆମ ପୁସ୍ତକ ମେଳା-୨୦୨୨ । ଏହାକୁ ୨୪ମୌଜା ମାର୍ଫଦଦାରର ସଂଗ୍ରାମ କେଶରୀ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏବଂ ଏହା ଦୀର୍ଘ ତିନିଦିନ ବ୍ୟାପି ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର!-->…
Read More...
Read More...
ଖଲିକୋଟ ସରକାରୀ ଚାରୁ ଓ କାରୁ କଳା ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂସଦର କର୍ମକର୍ତ୍ତାଙ୍କ ସହ ଶିକ୍ଷକ ମଣ୍ଡଳୀର…
ଖଲିକୋଟ : ସରକାରୀ ଚାରୁ ଓ କାରୁ କଳା ମହାବିଦ୍ୟାଳୟ,ଖଲିକୋଟର ପ୍ରାକ୍ତନ ଛାତ୍ର ସଂସଦର କର୍ମକର୍ତ୍ତା ଅସିତ କୁମାର ପଟ୍ଟନାୟକ, ଡ. ରେବତୀ କାନ୍ତ ମହାରଣା, କାଳୀ ଚରଣ ପାଢୀ, ପ୍ରିୟରଞ୍ଜନ ସାମନ୍ତ ତଥା ଅନ୍ୟାନ୍ୟ ସଭ୍ୟ ମାନଙ୍କ ସହିତ ମହାବିଦ୍ୟାଳୟର ଶିକ୍ଷକ ମଣ୍ଡଳୀର ଏକ ବୈଠକ ଅଧ୍ୟକ୍ଷ!-->…
Read More...
Read More...
ବଢିଲା ବସ୍ ଭଡା, ଜାଣନ୍ତୁ କେତେ
ଭୁବନେଶ୍ବର: ରାଜ୍ୟରେ ବଢିଲା ବସ୍ ଭଡା । ତୈଳଦର ବଢୁଥିବାରୁ ରାଜ୍ୟ ସରକାର ବସ ଭଡା ବଢାଇଛନ୍ତି । ଅର୍ଡିନାରୀ ବସ ଭଡା କି.ମି ପିଛା ୮୭ ପଇସାରୁ ୯୦ ପଇସାକୁ ବୃଦ୍ଧି କରାଯାଇଥିବା ବେଳେ ଏକ୍ସପ୍ରେସ ଭଡା କିମି ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ଭଡା କି.ମି ପିଛା!-->…
Read More...
Read More...
ନବରଙ୍ଗପୁର ପୌରାଧ୍ୟକ୍ଷ ଭାବେ କୁନୁ ନାୟକଙ୍କ ଦାୟିତ୍ୱ ଗ୍ରହଣ
ନବରଙ୍ଗପୁର: ନବରଙ୍ଗପୁର ପୌରପାଳିକାର ନୂତନ ଅଧ୍ୟକ୍ଷ ଭାବେ ଭାରତୀୟ ଜନତା ପାର୍ଟିର ବିଜୟୀ ପ୍ରାର୍ଥୀ କୁନୁ ନାୟକ ପଦ ଭାର ସମ୍ଭାଳିଛନ୍ତି । ବୁଧବାର ଦିନ ସ୍ଥାନୀୟ ଚାଉଁରିଆଗୁଡ଼ା ଠାରେ ଥିବା ବିଜେପି କାର୍ଯ୍ୟାଳୟ ଠାରୁ ବାଜା ବାଜଣା ନାଚ ଗୀତ ସହ ବିରାଟ ଶୋଭଯାତ୍ରାରେ ପୌର କାର୍ଯ୍ୟାଳୟରେ!-->…
Read More...
Read More...
ଶାଶୁ–ବୋହୂଙ୍କୁ ଗଳାକାଟି ହତ୍ୟା
ବଲାଙ୍ଗୀର : ବଲାଙ୍ଗୀର ତୁଷୁରା ଥାନା ନୂଆପଡାରେ ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ବୋଲି ଆଜି ଖବର ମିଳିଛି। ଘର ଭିତରେ ଶାଶୁ –ବୋହୂଙ୍କୁ ଗଳାକାଟି ହତ୍ୟା କରାଯାଇଛି। ଉଭୟ ଶାଶୁ ଓ ବୋହୂଙ୍କୁ କିଏ ଓ କାହିଁକି ହତ୍ୟା କରିଛି ସେନେଇ କୌଣସି ସୂଚନା ମିଳି ନାହିଁ। ଖବର ପାଇ ତୁଷୁରା ପୁଲିସ!-->…
Read More...
Read More...
ଦୀର୍ଘଦିନଧରି ବନ୍ଦଥିବା ଆଦର୍ଶ ଶୌଚାଳୟ ଖୋଲିଲେ ନୂତନ ସରପଞ୍ଚ
ଗଣିଆ: ଗଣିଆ ବ୍ଲକ ଅନ୍ତର୍ଗତ ଗଣିଆ ବାଜ଼ରର ମୁଖ୍ୟ ରାସ୍ତାରେ ୦୬/୧୨/୨୦୨୦ ମସିହାରେ ସୁଲଭ ଆଦର୍ଶ ଶୌଚାଳୟର ଶୁଭ ଉଦଘାଟନ ହୋଇଥିଲା । ବଜ଼ାରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହ ଲୋକଙ୍କ ସୁବିଧା ପ୍ରତି ବିଶେଷ କରି ରୋଗୀଙ୍କ ସମ୍ପର୍କୀୟ ଓ ବସ ଯାତ୍ରୀଙ୍କ ସୁବିଧା ପାଇଁ ଏହି ଶୌଚାଳୟ ଖୋଲା!-->…
Read More...
Read More...
ଓଏଏସସ୍ତରରେ ଅଦଳବଦଳ
ଭୁବନେଶ୍ୱର : ରାଜ୍ୟ ସରକାର ଓଏଏସ ଅଫିସରସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି । ଓଏଏସ ଅଫିସର କଳ୍ପତରୁ ବେହେରାଙ୍କୁ କଟକ ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି । ଏନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।
!-->!-->!-->…
Read More...
Read More...
ମାନସ ହତ୍ୟା ମାମଲା, ସତ ଓଗାଳିଛି ଅଭିଯୁକ୍ତ ରଂଜନ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାର ଖୋଲୁଛି ଗୁମର । ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ୫ ଦିନିଆ ରିମାଣ୍ଡରେ ନେଇ ଘଟଣାର ତନତନ କରି ତଦନ୍ତ ଜାରି ରଖିଛି । ୫ ଦିନଆ ରିମାଣ୍ଡର ଆଜି ହେଉଛି ତୃତୀୟ ଦିନ ।ଏହାରି ଭିତରେ କ୍ରାଇମବ୍ରାଂଚ ପକ୍ଷରୁ ଏକ!-->…
Read More...
Read More...
ବ୍ରାଉନସୁଗାର ମାଫିଆଙ୍କ ଠାରୁ କୋଟିଏରୁ ଉର୍ଦ୍ଧ୍ୱ ମୂଲ୍ୟର ସଂପତ୍ତି ଜବତ
ପୁରୀ : ମାଫିଆ ଅନିରୁଦ୍ଧ ଜୟସିଂ ଓରଫ ଅନୁର ଏକ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ଉଭୟ ସ୍ଥାବର ଓ ଅସ୍ଥାବର ସଂପତ୍ତି ଜବତ ହୋଇଛି । ସଂପତ୍ତିର ମୂଲ୍ୟ ପାଖା ପାଖି ଏକ କୋଟି ସତର ହଜାର ଦୁଇଶହ ଛଅସ୍ତରି ଟଙ୍କା ବୋଲି ଜଣାପଡିଛି । ବାସେଳୀସାହି ଥାନା ପୋଲିସ ସଂପତ୍ତି ଗୁଡିକୁ ଜବତ କରିଛି । ଜବତ!-->…
Read More...
Read More...
ଦଶପଲ୍ଲା ଏନ୍ଏସିର ଅଧ୍ୟକ୍ଷା ଭାବେ କାର୍ଯ୍ୟଭାର ଗ୍ରହଣ କଲେ ପୁନମ୍ ପ୍ରିୟଦର୍ଶିନୀ
ଦଶପଲ୍ଲା : - ଦଶପଲ୍ଲା ଏନ୍ଏସିର କାର୍ଯ୍ୟଭାର ଗ୍ରହଣ କରିଛନ୍ତି ନବ ନିର୍ବାଚିତ ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀ । ଅପରାହ୍ନ ପ୍ରାୟ ୧ଟାରେ କାର୍ଯ୍ୟାଳୟରେ ପହଞ୍ଚିବା ପରେ ନିର୍ବାଚନ ଅଧିକାରୀ ଦେବବ୍ରତ କର ଏବଂ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ତହସିଲଦାର କେ.ଭେଙ୍କଟେଶ୍ୱର ରାଓ!-->…
Read More...
Read More...