Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୁବର୍ଣ୍ଣପୁରରେ ଡଙ୍ଗର ମହୋତ୍ସବ ଉଦଯାପିତ
ସୁବର୍ଣ୍ଣପୁର,୩୧/୩- ଗତ ତିନିଦିନ ଧରି ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ସହଯୋଗରେ ସୋନପୁରସ୍ଥିତ ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ଆଦିବାସୀ ନୃତ୍ୟ, ସଙ୍ଗୀତ ଉତ୍ସବର ମହାପାର୍ବଣ ଡଙ୍ଗର!-->…
Read More...
Read More...
କୋଣାର୍କ ଏନଏସିର ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ସଂଯୁକ୍ତା ତ୍ରିପାଠୀ
ପୁରୀ : ଚଳିତ ପୌର ନିର୍ବାଚନ ର ଫଳାଫଳ ଘୋଷଣା ପରେ କୋଣାର୍କ ଏନଏସିରେ ବିଜୁ ଜନତା ଦଳ ବାଜିମାତ କରିଥିବା ବେଳେ ବିଜୁ ଜନତା ଦଳ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ବିଜୁ ଜନତା ଦଳର ପ୍ରାର୍ଥିନୀ ସଂଯୁକ୍ତା ତ୍ରିପାଠୀ ବିଜୁ ଜନତା କାର୍ଯ୍ୟାଳୟରୁ ନିଜର ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ!-->…
Read More...
Read More...
ଲୋକସେବା ଭବନକୁ ସାମ୍ବାଦିକମାନଙ୍କୁ ଛଡାଯାଉ : ବିରୋଧୀ
ଭୁବନେଶ୍ୱର: କରୋନା ଆଳରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ ନେଇ ସରକାରଙ୍କ ପକ୍ଷରୁ ବାରଣ କରାଯାଇଛି । ତେବେ ତୁରନ୍ତ ଗଣମାଧ୍ୟମକୁ ଲୋକସେବା ଭବନ ଭିତରକୁ ଛଡ଼ାଯିବା ପାଇଁ ବିରୋଧୀ ଦଳର ସଦସ୍ୟ ଆଜି ବିଧାନସଭାରେ ଦାବି କରିଛନ୍ତି । ବିରୋଧୀ ଦଳ!-->…
Read More...
Read More...
ଏପ୍ରିଲରେ ଜୟପୁରରୁ ଉଡ଼ିବ ବିମାନ
ଜୟପୁର: ଜୟପୁରବାସୀଙ୍କ ପାଇଁ ଖୁସିର ଖବର । ଅତିଶୀଘ୍ର ଏୟାରଷ୍ଟ୍ରିପରୁ ଉଡ଼ିବ ବିମାନ । ଭିତ୍ତିଭୂମି ଯାଞ୍ଚ କରି ଫେରିଛନ୍ତି ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆର ବିଶେଷଜ୍ଞ । ପ୍ରାଥମିକ ପର୍ଯ୍ୟାୟରେ ୯ସିଟ ବିଶିଷ୍ଟ ବ୍ୟବସାୟିକ ବିମାନ ଉଡାଣ ପାଇଁ ଜୟପୁର ଏୟାର ଷ୍ଟ୍ରିପରେ ପ୍ରସ୍ତୁତି!-->…
Read More...
Read More...
ପୌରାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ନିକୁ ସାହୁ
କେନ୍ଦୁଝର : କେନ୍ଦୁଝରଗଡ ପୌରପାଳିକାର ନୂତନ ଅଧ୍ୟକ୍ଷା ଭାବରେ ନିକୁ ସାହୁ ଗତ ୩୦ ତାରିଖରେ ପୌର ପ୍ରଶାସକ ଡ.ବିଦ୍ୟୁସ୍ମିତା ସାମନ୍ତରାୟଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ସମସ୍ତ ୮ ଟି ୱାର୍ଡର ବିଜୟୀ ବିଜେପି କାଉନସିଲର ପ୍ରାର୍ଥୀମାନେ ଉପସ୍ଥିତ ଥିଲେ । ଆଗାମୀ ଦିନରେ!-->…
Read More...
Read More...
ବାଗଦୋର ସମିତି ସଭ୍ୟାଙ୍କ ସ୍ୱାମୀଙ୍କୁ ଗୁଳି କରି ହତ୍ୟା ଘଟଣା : ୨ ଅଭିଯୁକ୍ତକୁ କୋର୍ଟ ଚାଲାଣ, ରିଭଲଭର ଜବତ
ପାଟଣାଗଡ଼,୩୦/୩- ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ବାଗଦୋର ପଞ୍ଚାୟତ ସମିତିସଭ୍ୟା ବନୀତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କୁ ଗୁଳିକରି ହତ୍ୟା ଘଟଣାରେ ସଂପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି । ସମିତି ସଭ୍ୟା ବନୀତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ!-->…
Read More...
Read More...
ଆସନ୍ତା ୧ରୁ ତିନିଦିନିଆ ରାଜ୍ୟସ୍ତରୀୟ କବାଡି ଚମ୍ପିୟାନସିପ
ପୁରୀ,୩୦/୩- ରାଜ୍ୟସ୍ତରୀୟ କବାଡି ଚମ୍ପିୟନସିପ-୨୦୨୨ ଆସନ୍ତା ୧ ରୁ ୩ ତାରିଖ ପର୍ଯ୍ୟନ୍ତ ବ୍ଲୁ ଫ୍ଲାଗ ବିଚରେ ଅନୁଷ୍ଠିତ ହେବ । ଜିଲ୍ଲା ପ୍ରଶାସନ ଏବଂ ଓଡିଶା କବାଡି ମହାସଂଘ ମିଳିତ ସହଯୋଗରେ ଏହାର ଆୟୋଜନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ସ୍ଥାନୀୟ!-->…
Read More...
Read More...
ଗ୍ରୀଷ୍ମ ଲହରୀର ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କର ତାଲିମ ଶିବିର
ବୌଦ୍ଧ,୩୦/୩ - ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗ୍ରୀଷ୍ମ ଲହରୀର ମୁକାବିଲା ଶୀର୍ଷକ ଏକ ତାଲିମ ଶିବିର ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ବୌଦ୍ଧ, ସମସ୍ତ!-->…
Read More...
Read More...
ସେଞ୍ଚୁରିୟାନ କୃଷି ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଜୈବିକ କୀଟନାଶକକୁ ନେଇ ସଚେତନତା
ପାରଳାଖେମୁଣ୍ଡି, ୩୦ ।୩ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ରାଣୀପେଣ୍ଠ ଗ୍ରାମରେ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଞ୍ଚୁରିୟାନ କୃଷି ବିଶ୍ୱ ବିଦ୍ୟାଳୟର ୪ର୍ଥ ବର୍ଷର ଛାତ୍ରଛାତ୍ରୀଙ୍କ ଦ୍ୱାରା ଜୈବିକ କୀଟନାଶକକୁ ନେଇ ସଚେତନତା ପ୍ରଦର୍ଶନ କରିଥିଲେ । ଗ୍ରାମର କୃଷକ ମାନଙ୍କୁ ଗ୍ରାମୀଣ!-->…
Read More...
Read More...
ଘୁ. ଉଦୟଗିରି ଏନଏସିର ନବ ନିର୍ବାଚିତ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ ଦାୟିତ୍ୱ ଗ୍ରହଣ
ଘୁ. ଉଦୟଗିରି,୩୦/୩ :- ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱଗ୍ରହଣ ପରେ ନବନିର୍ବାଚିତ କାଉନସିଲର ମାନଙ୍କ ସହିତ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଥମ ପରିଷଦ ବୈଠକ ଡାକିଥିଲେ!-->…
Read More...
Read More...