Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦ୍ୱାଦଶ ପରୀକ୍ଷାକୁ ନେଇ ବଡ ଖବର
ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୨୮ରୁ ଅଫଲାଇନ୍ ମୋଡରେ ଆରମ୍ଭ ହେବ ଦ୍ୱାଦଶ (+୨) ବୋର୍ଡ ପରୀକ୍ଷା । ସ୍କୁଲରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଷୟରେ ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ପିଲା ଚଳିତ ବର୍ଷ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବେ!-->…
Read More...
Read More...
‘ନାଟ୍ୟ ଦିବସ କଳାକାର ସଂହତି ଓ ଅସ୍ମିତାର ପରିଚାୟକ’
ଗଞ୍ଜାମ /ବ୍ରହ୍ମପୁର :ରାଜ୍ୟର ଏକ ଅନନ୍ୟ ସାଂସ୍କୃତିକ ପ୍ରତିଷ୍ଠାନ ମଞ୍ଚଜ୍ୟୋତି ଏବଂ ଜାତୀୟ ସଙ୍ଗୀତ କଳା କେନ୍ଦ୍ରର ସମ୍ମିଳିତ ଉଦ୍ୟମରେ କଳା କେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ବିଶ୍ୱ ନାଟ୍ୟ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଶିକ୍ଷା ପ୍ରଦୀପ ଦେବୀ ପ୍ରସାଦ ସାହୁଙ୍କ!-->…
Read More...
Read More...
ମାନସ ସ୍ୱାଇଁ ହତ୍ୟା ଉପରୁ ଉଠିବ ପରଦା, ଶର୍ମିଷ୍ଠାଙ୍କ ସମେତ ୪ଜଣଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ
ଭଦ୍ରକ: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଉପରୁ ଉଠିବ ପରଦା । ଆଜିଠୁ ମାଷ୍ଟର ମାଇଣ୍ଡ ଶର୍ମିଷ୍ଠାଙ୍କ ସମେତ ୪ ଜଣଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କ ସହ ଝୁନା, ନିରଞ୍ଜନ ଓ ରଞ୍ଜନଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ଚାନ୍ଦବାଲି କୋର୍ଟ ଅନୁମତି!-->…
Read More...
Read More...
ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ
ଭୁବନେଶ୍ୱର: ଗିରଫ ଚିଲିକା ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ । ବିଳମ୍ବିତ ରାତିରେ ଅସୁସ୍ଥ କାରଣରୁ ତାଙ୍କୁ ବାଣପୁର ସବଜେଲରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଏଥିପାଇଁ ତାଙ୍କୁ ଭୁବନେଶ୍ୱର ଅଣାଯାଇ!-->…
Read More...
Read More...
ଗୁଳିକାଣ୍ଡରେ ସମିତି ସଭ୍ୟାଙ୍କ ସ୍ୱାମୀ ମୃତ
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ବାଗଦୋର ପଞ୍ଚାୟତର ସମିତି ସଭ୍ୟା ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କ (୪୫) ସୋମବାର ସନ୍ଧ୍ୟାରେ ଦୁର୍ବୃତ୍ତଙ୍କ ଗୁଳି ମାଡରେ ମୃତ୍ୟୁ ଘଟିଛି । ନିଜ ଘର ସମ୍ମୁଖରେ ଉଭୟ ସ୍ୱାମୀ ସ୍ତ୍ରୀ ବସିଥିବା ବେଳେ ଏକ୍!-->…
Read More...
Read More...
ବୌଦ୍ଧ ଯୋଗେନ୍ଦ୍ରଦେବ ଉଚ୍ଚବିଦ୍ୟାଳୟରେ ବିଜ୍ଞାନମେଳା ଅନୁଷ୍ଠିତ
ବୌଦ୍ଧ,୨୮/୩:- ବୌଦ୍ଧ ସହରର ଯୋଗେନ୍ଦ୍ରଦେବ ଉଚ୍ଚବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ଏକଦିବସୀୟ ବିଜ୍ଞାନ ମେଳା ଆଜି ଦିନ ୧୦ଘଣ୍ଟା ସମୟରେ ବରିଷ୍ଠ ଶିକ୍ଷକ ଟଙ୍କଧର ସାହୁଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିବେଶରେ ଉଦଘାଟିତ ହୋଇଯାଇଛି । ବାମଣ୍ଡା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଓମପ୍ରକାଶ ପ୍ରଧାନ ଓ!-->…
Read More...
Read More...
ବୌଦ୍ଧ ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର
ବୌଦ୍ଧ,୨୮/୩- ବୌଦ୍ଧ ବ୍ଲକ ପରିସରରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ର ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ବୌଦ୍ଧ ବିଡିଓ ଦେବୀ ପ୍ରସାଦ ଦାଶ,!-->…
Read More...
Read More...
ନେହରୁ ଯୁବ କେନ୍ଦ୍ର ଏବଂ ପାରା ଲିଗାଲ ଭଲ୍ୟୁଣ୍ଟରମାନଙ୍କ ଦିନିକିଆ କର୍ମଶାଳା
ନବରଙ୍ଗପୁର: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ସୁରକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ଜିଲ୍ଲାରେ ଶିଶୁ ମାନଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ନେହରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ଏବଂ ପାରା ଲିଗାଲ ଭଲ୍ୟୁଣ୍ଟର ମାନଙ୍କୁ ନେଇ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ଶିଶୁ!-->…
Read More...
Read More...
ଜୟ ମାଁ ପାଟଣେଶ୍ୱରୀ କଲେଜ ପରିସରରେ ବାସନ୍ତିକ ସାହିତ୍ୟ ସମାରୋହ ପାଳିତ
ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଜୟ ମାଁ ପାଟଣେଶ୍ୱରୀ କଲେଜ ପାଞ୍ଚଛକ ଚଙ୍ଗରିଆ ଠାରେ ବାସନ୍ତିକ ସାହିତ୍ୟ ସମାରୋହ ପାଳିତ ହୋଇଅଛି । ଏହି ମଞ୍ଚରେ ସୁଶୀଳ କୁମାର ଗୁରୁ -ସଭାପତି, ଭିକାରୀ ଚରଣ ମିଶ୍ର-ମୁଖ୍ୟ ଅତିଥି , ମୁଖ୍ୟବକ୍ତା ଡ.ନାରାୟଣ ପ୍ରଧାନ - ଅଧ୍ୟକ୍ଷ ଲାଠୋର!-->…
Read More...
Read More...
ଲ୍ୟାଣ୍ଡ ମାଇନ ବିସ୍ଫୋରଣ ବନ କର୍ମଚାରୀ ଗୁରୁତର
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କୀଆମୁଣ୍ଡାରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିବା ଶୁଣିବାକୁ ମିଳିଛି ।ସୂଚନା ଅନୁସାରେ ସାଡୀଙ୍ଗିଆ ପଂଚାୟତର କୀଆମୁଣ୍ଡା ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ଏଗାରଟା ବେଳେ ଫରେଷ୍ଟର ବ୍ରଜ ସୁନ୍ଦର ଦାସଙ୍କ!-->…
Read More...
Read More...