Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ଗ୍ରହଣ କଲେ ଓଡିଆ ପୁଅ ପ୍ରମୋଦ ଭଗତ
ନୂଆଦିଲ୍ଲୀ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଙ୍ଗତ କଲ୍ୟାଣ ସିଂଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ସମ୍ମାନ ବିତରଣ ସମାରୋହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି!-->…
Read More...
Read More...
ସପ୍ତମ ବେତନ କମିଶନର ଶେଷ ୨୦% ବକେୟା ଦେୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ଉପକୃତ ହେବେ ୪ ଲକ୍ଷ…
ଭୁବନେଶ୍ୱର : ସପ୍ତମ ବେତନ କମିଶନ ବାବଦ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତିଛନ୍ତି ।ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏ ସଂକ୍ରାନ୍ତରେ ସରକାରୀ ଘୋଷଣା ନାମା ପ୍ରକାଶ ପାଇଛି. ଏହାଦ୍ବାରା!-->…
Read More...
Read More...
ନିଖିଳ ଓଡିଶା ଆଶାକର୍ମୀ ପାଟଣାଗଡ ସଂଘ ଶାଖା ପକ୍ଷରୁ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା
ପାଟଣାଗଡ଼ : ଅଖିଳ ଭାରତୀୟ ଟ୍ରେଡ ୟୁନିୟନ (ଏ.ଆଇ.ଟି.ୟୁ.ସି) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦେଶ ବିରୋଧୀ ଓ ଜନ ବିରୋଧି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ମାର୍ଚ୍ଚ ୨୮,୨୯ ଦୁଇଦିନିଆ ଭାରତର ବନ୍ଦ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ସମର୍ଥନ ଜଣାଇ ବଲାଙ୍ଗୀର ୟୁନିଟେଡ ଟ୍ରେଡ ୟୁନିୟନ!-->…
Read More...
Read More...
ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ମିଳିତ ଜିଲ୍ଲାସ୍ତରୀୟ କର୍ମଶାଳା
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଡ଼ିଆରଡିଏର ତାଲିମ କେନ୍ଦ୍ର ଠାରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ମିଳିତ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସମବାୟ ବିକାଶ ନିଗମ ଏବଂ ମତ୍ସ୍ୟ ବିଭାଗ ଭାରତ ସରକାରଙ୍କ ଦ୍ୱାରା ମିଳିତ!-->…
Read More...
Read More...
ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ରିପୁନାଥ ସେଠଙ୍କ ବିୟୋଗରେ ଶୋକସଭା
ସୁବର୍ଣ୍ଣପୁର : ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା କଂଗ୍ରେସ ନେତା ରିପୁନାଥ ସେଠଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକଟରୁ ଲଢ଼ି ବିଧାୟକ ଭାବରେ ସେ ନିର୍ବାଚିତ ହୋଇ ୧୯୯୫ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଗଣଶିକ୍ଷା ମନ୍ତ୍ରୀ ଥିଲେ ।!-->…
Read More...
Read More...
ପୁରୀରେ “ଭାରତ ବନ୍ଦ’ର ପ୍ରଭାବ
ପୁରୀ: କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି, ଅହେତୁକ ଦରଦାମ ବୃଦ୍ଧି, ଶ୍ରମିକ ବିରୋଧୀ ଆଇନ, ରାଷ୍ଟ୍ରୟତ ଉଦ୍ୟୋଗକୁ ଘରୋଇ କରଣ କରିବା ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସମସ୍ତ ବାମ ଦଳ ଓ ଶ୍ରମିକ ସଂଗଠନ । ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଥିବା!-->…
Read More...
Read More...
ମଧୁବୈଶ୍ୟ ସମାଜର କାର୍ଯ୍ୟକାରିଣୀ ବୈଠକ
ବୌଦ୍ଧ,୨୮/୩- ସ୍ଥାନୀୟ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ସଭାଗୃହରେ ମଧୁବୈଶ୍ୟ (ଗୁଡିଆ) ସମାଜର କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ବୌଦ୍ଧଜିଲ୍ଲା ସଭାପତି ବୈକୁଣ୍ଠନାଥ ସାହୁ ଯୋଗଦେଇଥିବାବେଳେ ସଂପାଦକ ଗଜେନ୍ଦ୍ର କୁମାର ସାହୁ ସଭାର ଆଭିମୁଖ୍ୟ ଏବଂ ଜିଲ୍ଲା!-->…
Read More...
Read More...
ଶର୍ମିଷ୍ଠା ରାଉତ ଗିରଫ
ଭୁବନେଶ୍ୱର: ଦୀର୍ଘଦିନର ଲୁଚକାଳି ଖେଳ ପରେ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କୁ ଗିରଫ କରାଯାଇଛି । ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଗିରଫ କରାଯାଇଛି । ଉଭୟଙ୍କୁ ଭଦ୍ରକ ଜିଲ୍ଳା ନଳାଙ୍ଗରୁ!-->…
Read More...
Read More...
ଆରସି ସାମନ୍ତରାୟ ମହାବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ
ସୋମବାର ଅପରାହ୍ନରେ ଗଣିଆ ବ୍ଳକ୍ ଅନ୍ତର୍ଗତ ଆରସି ସାମନ୍ତରାୟ ବିଜ୍ଞାନ ଓ କଳା ମହାବିଦ୍ୟାଳୟର ସଭା ଗୃହରେ ଶିକ୍ଷକ-ଅଭିବାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମଳୟ କୁମାର ପଣ୍ଡାଙ୍କ ଆବାହନ ଏବଂ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମହାବିଦ୍ୟାଳୟର!-->…
Read More...
Read More...
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନର ପ୍ରତିବାଦ
ଦଶପଲ୍ଲା : କୃଷି ଓ କୃଷକର ସମସ୍ୟାକୁ ନେଇ ନବନିର୍ମାଣ କୃଷକ ସଂଗଠନ ବାରମ୍ବାର ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ଆସିଛି । କିନ୍ତୁ ଜିଲ୍ଲା ପ୍ରଶାସନ ଦେଇଥିବା ପ୍ରତିଶୃତି ଏ ପର୍ଯ୍ୟନ୍ତ ପୂରଣ କରିନାହାନ୍ତି । ଜିଲ୍ଲା ର ସିଏସଓ ଏବଂ ମିଲର ଆସୋସିଏସନ ବାରମ୍ବାର ଧାନ ର ମାନ କୁ (!-->…
Read More...
Read More...